ଦେଶ- ବିଦେଶ

କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ତାଙ୍କର ବର୍ତ୍ତମାନର ସ୍ଥିତି ସେ କଣ ଭାବୁଛନ୍ତି ଆଜିକାଲି-LOVE QUIZ

ବନ୍ଧୁଗଣ ଆଜିକାଲି ଅନେକ ଲୋକ ଅନ୍ୟ ମାନଙ୍କ ପାଇଁ କିଛି ନା କିଛି ଭଲ ଓ ଖରାପ କଥା ଚିନ୍ତା କରିଥାନ୍ତି । ଆଉ ଏହି ଚିନ୍ତାଧାରା କିଛି କାରଣ ପାଇଁ ହୋଇଥାଏ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ବା ପ୍ରେମ କରୁଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ନେଇ କଣ ଚିନ୍ତା କରୁଛନ୍ତି । ଆପଣଙ୍କ ସାଥିଙ୍କର ବର୍ତ୍ତମାନ ର ସ୍ଥିତି କଣ ରହିଛି । ଏହା ଜାଣିବା ପାଇଁ ଆପଣ ବାଛନ୍ତୁ 3ଟି ଚିତ୍ର ମଧ୍ୟରୁ କୌଣସି ଗୋଟିଏ । ଏହା ପରେ ଆପଣ ସଂପୂର୍ଣ୍ଣ ତଥ୍ୟ ପାଇ ପାରିବେ ।  ତେବେ ଆପଣଙ୍କୁ ଏହି ଚିତ୍ର ବାଛିବା ପାଇଁ ମାତ୍ର 5 ସେକେଣ୍ଡର ସମୟ ଦିଆଯିବ । ବାଛନ୍ତୁ ମନ ପସନ୍ଦର ଚିତ୍ର ଓ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ ।

1- ଯଦି ଆପଣ ପ୍ରଥମ ଚିତ୍ର କୁ ବାଛିଛନ୍ତି ତେବେ  ଆପଣଙ୍କ ସାଥି ଏବେ ବହୁତ ଖୁସି ଅଛନ୍ତି । ସେ ଖୁସି କୁ ଆପଣାଉଛନ୍ତି । ତାଙ୍କୁ ଏବେ କିଛି ଖରାପ ଦରକାର ନାହିଁ । ସେ ନିଜ ପାଇଁ କିଛି କରିବାକୁ ଭାବୁଛନ୍ତି । ହୋଇପାରେ ସେ ଏବେ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଖୁସିରେ ରହିବାର କିଛି କାରଣ ନାହିଁ ତଥାପି ଆପଣଙ୍କ ସାଥିଙ୍କ ଏନର୍ଜି ଚେଞ୍ଜ ହୋଇ ଯାଇଛି । ସେ ଦୁଃଖ ରେ ଖୁସିରେ ରହିବାକୁ ଚାହୁଁଛନ୍ତି । ସେ ନିଜ ଲାଇଫକୁ ଏଞ୍ଜୋଏ କରିବାକୁ ଚାହୁଁଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଏବେ ଲାଇଫରେ କଷ୍ଟଦାୟକ ସ୍ଥିତିର ସମାନ କରିଛନ୍ତି । ତାଙ୍କୁ ଏମିତି କିଛି ମିଳିଛି ଯାହା ସେ ଜାଣିପାରି ନାହାନ୍ତି । ସେ ଯାହା ଉପରେ ଭରସା କରୁଥିଲେ ସେ ତାଙ୍କୁ ଧୋକା ଦେଇଛନ୍ତି । ହୋଇପାରେ ତାଙ୍କ ଲାଇଫ ପାର୍ଟନର ତାଙ୍କୁ ଧୋକା ଦେଇଛନ୍ତି । ଆପଣ ଆପଣଙ୍କ ସାଥୀଙ୍କୁ ବହୁତ ବୁଝାଇଛନ୍ତି କିନ୍ତୁ ସେ ଆପଣଙ୍କ କଥା ଶୁଣି ନାହାନ୍ତି । ସେ ଏବେ ବି ଭାବିପାରୁ ନାହାନ୍ତି କି ଏମିତି କେମିତି ହୋଇଗଲା । ତାଙ୍କୁ ଲାଗୁଛି ଆଉ କାହା ଉପରେ ଭରସା କରି ହେବ ନାହିଁ । ସେ ବହୁତ ରାଗିକି ଅଛନ୍ତି ।

3- ଆପଣ ଯଦି ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ସହ ଖୁଶିର ସମୟ ବିତାଇବାକୁ ଚାହୁଁ ଛନ୍ତି । ସେ ଆପଣଙ୍କୁ ସମୟ ଦେବାକୁ ଓ ମନ କଥା କହିବାକୁ ଚାହୁଁ ଛନ୍ତି । ସେ ଚାହୁଁ ନାହାନ୍ତି ଆପଣ ତାଙ୍କ ଠାରୁଇ ଗୋଟେ ମ୍ହୁର୍ତ୍ତ ବି ଦୂରେଇ ଯାଆନ୍ତୁ । ପ୍ରତେକ ସମୟରେ ସେ ଆପଣଙ୍କ କଥା ଭାବୁଛନ୍ତି । ସେ ଆପଣଙ୍କୁ ନେଇ ନେଗେଟିଭ ବିଚାର ଭାବିବାକୁ ଚାହୁଁ ନାହାନ୍ତି । ତାଙ୍କୁ ଲାଗୁଛି ଆପଣଙ୍କ ଠାରୁ ଅଧିକ ଗୁରୁତ୍ଵ ସେ କାହାକୁ ଦେଇ ନାହାନ୍ତି ।

ଆପଣ ତାଙ୍କର ପୂର୍ବତନ ପ୍ରେମିକ ବା ପ୍ରେମିକା ହୋଇଥିଲେ ସେ ଆପଣଙ୍କୁ ଭୁଲି ଆଗକୁ ବଢିବାକୁ ଯାଉଛନ୍ତି । ଆପଣ ନିଜ କାମରେ ମନ ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button