ମନୋରଞ୍ଜନ

ଘରେ ଲଗେଇ ଦିଅନ୍ତୁ ଚୁପ୍ ଚାପ୍ ଏହି ଗଛ ଘରେ ଦିନ ରାତି ହେବ ଟଙ୍କା ବର୍ଷା ଜାଣନ୍ତୁ କେଉଁ ଗଛ ଆଉ କେମିତି ଲଗାଇବେ Adhyatmika

ବନ୍ଧୁଗଣ ଆପଣ ମାନେ ଅଶ୍ୱତ୍ଥ ଗଛ କୁ ଭଲ ଭାବରେ ଜାଣିଥିବେ। ଏବେ ଜାଣିବେ ତାର ମହିମା ତାର ଦିବ୍ୟ ଗୁଣ ବିଷୟ ରେ ଏହି ଗଛ କୁ କିପରି ପୁଜା କରାଯାଏ ଓ କେଉଁ ଦିନ ପୂଜା କରାଯାଏ କେଉଁ ଦିନ ପୂଜା କଲେ ଅଭାବ ଦୂର ହୁଏ ଓ ଦାରିଦ୍ର୍ୟ ଦୂର ହୁଏ ଓ ଧନ ଧାନ୍ୟ ରେ ଘର ପୁରି ଉଠେ।

ଓସ୍ତ ବା ଅଶ୍ୱତ୍ଥ ବୃକ୍ଷ କୁ ଅନେକ ଲୋକ ଭୟ କରିଥାନ୍ତି।ଏହି ଗଛ ରେ ଭୂତ ପିଶାଚ ପ୍ରେତ ଆଦି ଅନେକ ନକରାତ୍ମକ ଶକ୍ତି ବାସ କରନ୍ତି ବୋଲି ଲୋକ ବିଶ୍ବାସ କରିଥାନ୍ତି। ଆହୁରି ଅନେକ ଲୋକ ଏହି ଗଛ କୁ ଧୂପ ଦୀପ ଦେଇ ପୂଜା ମଧ୍ୟ କରନ୍ତି।ଓ ଏହା ଚାରିପାଖରେ ପରିକ୍ରମା ମଧ୍ୟ କରନ୍ତି।

ଘର, ଦୋକାନ ଓ ଅଫିସ ପାଖରେ ଓସ୍ତ ଗଛ ଥିଲେ ଏହାକୁ କାଟିବାକୁ ଭୟ କରନ୍ତି।ପ୍ରଥମେ ଜାଣିବା ଏହି ଗଛ କୁ ଅନେକ ଲୋକ ଭୟ କଣ ପାଇଁ କରନ୍ତି।ଏହି ଗଛ କୁ ଶନିବାର ବ୍ୟତୀତ ଅନ୍ୟ କୌଣସି ଦିନ ଧରିବା ଉଚିତ୍ ନୁହେଁ। କାରଣ ଏଥିରେ ଅଲକ୍ଷ୍ମୀ ବାସ କରନ୍ତି ଓ ରବିବାର ଦିନ ଏଥିରେ ଅଲକ୍ଷ୍ମି ଙ୍କ ପ୍ରଭାବ ଅଧିକ ପଡ଼ିଥାଏ। ତେଣୁ ରାତି ରେ ବା ରବିବାର ଦିନ ଧରିବା ଉଚିତ୍ ନୁହେଁ।

ଏହା କଲେ ଅଧିକ କ୍ଷୟ କ୍ଷତି ହୋଇଥାଏ।ଏବେ ଜାଣିବେ ଏହି ଗଛ କୁ କେଉଁ ଦିନ ଓ କିପରି ପୁଜା କଲେ କଣ ଫଳ ମିଳିଥାଏ।ଭଗବତ ଗୀତାରେ ଏହା ବର୍ଣ୍ଣିତ ଅଛି ଯେଏହି ଗଛ ମୂଳ ରେ ବ୍ରହ୍ମା ,ଦେହରେ ବିଷ୍ଣୁ ,ଓ ଶାଖା ରେ ମହେଶ୍ୱରଓ ପତ୍ର ରେ ସମସ୍ତ ଦେବା ଦେବୀ ବାସକରୁଥାଆନ୍ତି।
ବିଶେଷ କରି ଶନିବାର ଦିନ ଶନିଦେବ ବାସ କରନ୍ତି।ଏବଂ ଶନିବାର ଦିନ ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ଯାଏଁ ଲକ୍ଷ୍ମୀ ନାରାୟଣ ବାସ କରିଥାନ୍ତି। ପ୍ରତିଦିନ ଓସ୍ତ ଗଛ କୁ ପୁଜା କଲେ ସବୁ ଦେବା ଦେବୀ ଙ୍କ କୃପା ଲାଭ ମିଳିଥାଏ ।
ହିନ୍ଦୁ ଧର୍ମ ରେ ବର୍ଣ୍ଣିତ ଅଛି ଯେ ଓସ୍ତ ଗଛ କୁ କାଟିବା ଉଚିତ୍ ନୁହେଁ ଯେ କାଟେ ସେ ଅକାଳ ମୃ-ତ୍ୟୁ ବରଣ କରି ଥାଏ ।ଓସ୍ତ ଗଛ ରେ ଜଳ ଅର୍ପଣ ଓ ପରିକ୍ରମା କଲେ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ ଋଣ ରୋଗ ଶତ୍ରୁ ନାଶ ହୋଇଥାଏ।
ବିଶେଷ କରି ଶନିବାର ଦିନ ଏହି ଗଛ କୁ ପୂଜା କଲେ ଶନିଦେବା ଓ ଲକ୍ଷ୍ମୀ ନାରାୟଣ ଙ୍କ କୃପା ମିଳିଥାଏ।କାହାର ସନିଦଶା ଥିଲେ ଶନିବାର ଦିନସୋରିଷ ତେଲର ମାଟି ଦୀପ ଟିଏ ଜଳାନ୍ତୁ ଓ ରାଶି ଗଛ ମୂଳରେ ଅର୍ପଣ କରନ୍ତୁ।ଏହା କଲେ ସେ ଖୁସି ହୁଅନ୍ତି ଓ ସେ ଲୋକ ର ସମସ୍ତ ଦୁଃଖ ଦୂର କରିଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button