ଜ୍ୟୋତିଷ
ମହିଳାଙ୍କ ଗୁଣ ଦେଖି ଜାଣନ୍ତୁ ତାଙ୍କ ଚରିତ୍ର କେମିତି ଦେଖନ୍ତୁ କେମିତି ଜାଣିବେ ସେ ଝିଅ କେମିତି

ମହିଳା ମାନଙ୍କ ର ସାଧାରଣତ ବିଭିନ୍ନ ଲକ୍ଷଣ ମାନ ଅଛି। କେତେ ଗୁଡାଏ ଭଲ ଲକ୍ଷଣ ତ କେତେ ଗୁଡାଏ ଖରାପ ଲକ୍ଷଣ। ପ୍ରତ୍ୟେକ ମହିଳା ତାଙ୍କ ନିଜସ୍ଵ ଲକ୍ଷଣ ଅନୁଯାୟୀ ଭିନ୍ନ ଭିନ୍ନ ହୋଇ ଥାଆନ୍ତି। କିଛି ଲକ୍ଷଣ ସମସ୍ତେ ଜାଣି ପାରୁଥିବା ବେଳେ କିଛି ସମସ୍ତେ ଜାଣି ପାରି ନଥାନ୍ତି। ତେବେ ଚାଲନ୍ତୁ ଜାଣିବା ସେ ଲକ୍ଷଣ ସବୁ ବିଷୟରେ।
ଜଣେ ପତ୍ନୀ ର ସୁଗୁଣ ନେଇ ସେଇ ଘର ସ୍ବର୍ଗ ସମାନ ହୋଇଥାଏ। ଜଣେ ପତ୍ନୀର ଦୁଗୁଣ ଯୋଗୁ ସେହି ଘର ନର୍କ ସମାନ ହୋଇଥାଏ। ଯେଉଁ ମହିଳା ମାନେ ପ୍ରତ୍ୟେକ କଥା ରେ ହୋ ହୋ ହେଇ ହସିଥାନ୍ତି ସେହି ମହିଳା ମାନଙ୍କର ଚରିତ୍ର କଦାପି ଭଲ ନଥାଏ। ଯେଉଁ ମହିଳା ମାନେ ହସିଲା ବେଳେ ତାଙ୍କ ଶରୀର ଥରୁ ଥାଏ ସେମାନେ ସୌଭାଗ୍ଯ ବତି ହୋଇଥାନ୍ତି।
ଯେଉଁ ମହିଳା ମାନଙ୍କ ଚାଲି ହାତୀ ଚାଲିଲା ଭଲି ଝୁଲି ଝୁଲି ସେହି ମହିଳା ମାନେ ସୌଭାଗ୍ୟବତୀ ହୋଇଥାନ୍ତି। ଯେଉଁ ମହିଳା ମାନଙ୍କ ମୁଣ୍ଡ ମୋଟା ସେମାନେ ସୁହାଗିନି ହୋଇଥାନ୍ତି। ଯେଉଁ ମହିଳା ମାନଙ୍କ ମୁଣ୍ଡ ରେ କେଶ କୁଞ୍ଚ କୁଞ୍ଚ ସେ ଅନ୍ୟ ପ୍ରେମରେ ମାତିଥାନ୍ତି।
ଯେଉଁ ମହିଳା ମାନଙ୍କ ଆଖି ପାରା ଆଖି ଭଲି ସେମାନେ ଭାରି କପଟୀ ହୋଇ ଥାଆନ୍ତି। ଯେଉଁ ମହିଳା ଙ୍କ ଆଖି ରକ୍ତ ବର୍ଣ୍ଣ ସେହି ମହିଳା ଚିର ଦୁଃଖିନୀ ହୋଇଥାନ୍ତି। ଯେଉଁ ମହିଳା ଙ୍କ ନାକ ଚେପଟା ସେମାନେ ବୁଦ୍ଧି ମତି ହୋଇଥାନ୍ତି। ଯେଉଁ ମହିଳା ଙ୍କ ଆଖି ଟେରା ସେମାନେ ଦୁନିଆ ରେ କିଛି ଖୋଜି ନଥାନ୍ତି।




