ରାଜ୍ୟ
ପ୍ରତ୍ୟେକ ହିନ୍ଦୁ ଗୁରୁବାର ନିହାତି ଭାବେ ଏହି ଉପାୟରେ ତୁଳସୀ ଗଛ ମୂଳରେ ଢ଼ାଳନ୍ତୁ କ୍ଷୀର ମିଳିବ ଏହି ସବୁ ଲାଭ

ନମସ୍କାର ବନ୍ଧୁଗଣ ଆପଣ ଙ୍କ ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ରହିଲେ ଆର୍ଥିକ ସଙ୍କଟ ଠୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ଦେଖାଯାଏ। ତେଣୁ ଘରେ ନକରାତ୍ମକ ଶକ୍ତି ଦୂର କରିବା ଓ ସକାରାତ୍ମକ ପ୍ରଭାବ ସଂଚୟ କରିବା ର ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ରହିଛି।
ଏବେ ଜାଣନ୍ତୁ ସେହି ଉପାୟ ଗୁଡିକ କଣ କଣ। ୧ମ ତ ହେଲା ପ୍ରତି ଗୁରୁବାର ତୁଳସୀ ଗଛ ମୂଳ ରେ କ୍ଷୀର ଅର୍ପଣ କରନ୍ତୁ ଏବଂ ଏହାର ମୂଳ ରେ କ୍ଷୀର ଦିଅନ୍ତୁ। ଏହା ଦ୍ବାରା ଘରେ ଲକ୍ଷ୍ମୀ ବାସ କରନ୍ତି ଘର ର ଆର୍ଥିକ ସଙ୍କଟ ଦୂର ହୋଇଥାଏ।
୨ୟ ତ ହେଲା କିଛି ଘରେ ସର୍ବଦା କଳି ଝଗଡ଼ା ଲାଗିରହେ । ଯଦି ଆପଣ ଙ୍କ ଘରେ ଏହି ସ୍ଥିତି ଅଛି ତେବେ ପାଣି ରେ ଅଳ୍ପ ଲୁଣ ମିଶେଇ ଘର କୁ ପୋଚନ୍ତୁ ଏହା କରିବା ଦ୍ୱାରା ଘର ର ନକରାତ୍ମକ ଶକ୍ତି ଦୂର ହୁଏ ଓ ସକାରାତ୍ମକ ପ୍ରଭାବ ସଂଚାର ହୁଏ।
୩ୟ ରେ ହେଲା ପ୍ରତିଦିନ ଶିବ ଲିଙ୍ଗ ରେ ଜଳ ରେ ଅଳ୍ପ କ୍ଷୀର ମିଶାଇ ଅଭିଷେକ କରନ୍ତୁ ତେବେ ପାତ୍ର ରେ ଅଳ୍ପ ଟିକେ କ୍ଷୀର ମିଶାଇ ପାଣି ବଞ୍ଚାଇ ରଖନ୍ତୁଓ
ସେହି ପାଣି କୁ ଘର ମୁଖ୍ୟ ଦ୍ଵାର ରେ ଢାଳନ୍ତୁ। ଏହା ଦ୍ବାରା ଘରେ ନକରାତ୍ମକ ପ୍ରଭାବ ପ୍ରେବେଶ କରିବନି ଓ ନକରାତ୍ମକ ଶକ୍ତି ଦୂର ହୁଏ। ଏହି ଭିଡ଼ିଓ ଟି ବହୁ ଜୋରରେ ଭାଇରାଲ ହେଉଛି।




