ଦେଶ- ବିଦେଶ
Russia ଯୁଦ୍ଧକୁ ନେଇ ମାଳିକା ରେ ବର୍ଣ୍ଣନା ହୋଇଛି ବଡ ତଥ୍ୟ ଏହି ଘଟଣା ରୁ ହେଲା ସ୍ପଷ୍ଟ ଦେଖନ୍ତୁ କଣ ରହିଛି ବର୍ଣ୍ଣନା କେମିତି ହେବ ସଂହାର

ନମସ୍କାର ବନ୍ଧୁଗଣ। ସତ ହେଉଛି ମାଳିକା ବଚନ । ସତ ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ବାଣୀ ଆଗକୁ ବି ସତ ହେବ ମାଳିକା ରେ ଲେଖା ଥିବା ପ୍ରତେକ କଥା। ମାଳିକା କହୁଛି ପୁଣି ହେବ ମହାଭାରତ ଯାହା ଓଳିଏ ବାକି ରହିଛି। ଆଉ ଏବେ ଚାଲିଛି ଋଷ ୟୁକ୍ରେନ ମଧ୍ଯ ରେ ଯୁଦ୍ଧ।
ତେବେ ଯୁଦ୍ଧ କୁ ନେଇ କଣ କହୁଛି ମାଳିକା ଆସନ୍ତୁ ଜାଣିବା । ୬୦୦ବର୍ଷ ର ସେହି ମାଳିକା ଅକାତ୍ୟ ବଚନ । ସେହି ମହାପୁରୁଷ ମାନେ କେବଳ ଓଡ଼ିଶା ନୁହେଁ ପୁରା ବିଶ୍ବ କୁ ନେଇ ଲେଖିଛନ୍ତି ମାଳିକା ଅର୍ଥାତ୍ ଆଗତ ଭବିଷ୍ୟତ କରିଛନ୍ତି। ସେମାନେ ଆଗତ ଭବିଷ୍ୟତ କୁ ନେଇ ଦିବୁଦ୍ରଷ୍ଟ ଥିଲେ।
ମହାପୁରୁଷ ଲେଖିଛନ୍ତି ଆଗତ ଦିନ ରେ ଏମିତି ସମୟ ଆସିବ ସେହି ସମୟରେ ବାକିଥିବା ଓଳିଏ ମହାଭାରତ ପୂର୍ଣ୍ଣ ହେବ ତାହା ପୁଣି ହେବ ଋଷ ର ପୂତ୍ ନଦୀ ନିକଟ ରେ ଥିବା ମହାଘୋର ଯୁଦ୍ଧ। ମହା ଶସ୍ତ୍ର ସହ ଲଢ଼ିବେ ପାଣ୍ଡବ ସେମାନଙ୍କ ଅସ୍ତ୍ର ବିଭିନ୍ନ ଦେଶ ରେ ଜନ୍ମ ନେଇସାରିଛନ୍ତି।
ମହାଭାରତ ର ମହାଯୋଦ୍ଧା ଅପେକ୍ଷା କରିଛନ୍ତି ଉତ୍କୃଷ୍ଟ ସମୟ କୁ ଯେଉ ସମୟ ଆସିଲେ ଯୋଦ୍ଧା ମାନେ ନିଜ ବାସ୍ତବରୂପ କୁ ଆସିବେ ଆଉ ଯୁଦ୍ଧ କରିବେ ବିନାଶକାରୀ ଶକ୍ତି କୁ ପ୍ରଳୟ ର ହେବ ପୁନର ଜନ୍ମ ସତ ହେବ ମାଳିକା ବଚନ ଧ୍ଵଂସ ହେବ ପାପ ଶକ୍ତି ଆଉ ଧର୍ମ ର ହେବ ପୁନାର ସ୍ଥାପନ ।