ରାଜ୍ୟ

ସୂର୍ଯ୍ୟ ଗ୍ରହଣ ମହା ବିପଦ ଏହି ୪ ଟି ରାଶି ଙ୍କ ଉପରେ ପଢିବାକୁ ଯାଉଛି ମହା ସଙ୍କଟ ଜାଣି ରଖନ୍ତୁ ଆପଣଙ୍କ ରାଶି ଏହି ମଧ୍ୟରେ ନାହିଁ ତ

ନମସ୍କାର ପାଠକ ବନ୍ଧୁ। ଅଜି ଆପଣ ମାନେ ଏକ ଗୁରୁତ୍ଵ ପୂର୍ଣ୍ଣ କଥା ଜାଣିବେ। ଏହି ଏପ୍ରିଲ ମାସ ୩୦ତାରିଖ ଅମାବାସ୍ୟା ତିଥିରେ ପଡ଼ୁଚି ଏହି ଅମାବାସ୍ୟା ଶନିବାର ଦିନ ପଡ଼ିବା ରୁ ଏହି ଅମାବାସ୍ୟା କୁ ସନିଶ୍ଚର ଅମାବାସ୍ୟା ଯୋଗ ବୋଲି କୁହାଯାଉଛି।

୨୦୨୨ ମସିହା ର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ମାସ ୩୦ ତାରିଖ ରେ ଲାଗିବାକୁ ଯାଉଅଛି। ଧାର୍ମିକ ଦୃଷ୍ଟି କୋଣ ରୁ ସୂର୍ଯ୍ୟ ପରାଗ କୁ ଶୁଭ ବୋଲି କୁହାଯାଏ ନାହିଁ ଏହି ସମୟ ରେ କୌଣସି ମାଙ୍ଗଳିକ କାର୍ଯ୍ୟ ମଧ୍ଯ କରାଯାଏ ନାହିଁ । ଏହି ସୂର୍ଯ୍ୟ ପରାଗ ଟି ଶନିବାର ଦିନ ୧୨ଟା ବାଜି ୧୫ମିନଟ ଆରମ୍ଭହେବ
ଓ ସକାଳ ଚାରିଟା ବାଜି ସାତ ମିନିଟ୍ ପର୍ଯ୍ୟନ୍ତ ରହିବ
ଏହି ସୂର୍ଯ୍ୟ ପରାଗ ଟି ଆନସିକ ସୂର୍ଯ୍ୟ ପରାଗ ରହିବ। ଅହି ସୂର୍ଯ୍ୟ ପରାଗ ଟି ଆମେରିକା ରେ ଓ ଆଣ୍ଟଲାଟକ ରେ ସମ୍ପୂର୍ଣ ଭାବରେ ଦେଖିବାକୁ ମିଳିବ। ଭାରତ ରେ କିନ୍ତୁ ଦୃଶ୍ୟ ମାନ ହେବ ନାହିଁ।
ପ୍ରତେକ ଦିନ ଗ୍ରହ ଓ ଉପଗ୍ରହର ର ପରିବର୍ତନ ରୁ ସୂର୍ଯ୍ୟ ପରାଗ ହୋଇ ଥାଏ।
ଏହି ସୂର୍ଯ୍ୟ ପରାଗ ରେ ଚାର ଟି ରାଶି ଉପରେ ଭଲ ପ୍ରଭାବ ପଡ଼ିବ ନାହିଁ। ତେଣୁ ଏହି ଚାରି ଟି ରାଶି ସାବଧାନ ରହିବେ। ସେହି ରାଶି ଗୁଡିକ ହେଲାପ୍ରଥମ ରାଶି ଟି ହେଲା ମେଷ ରାଶି , ୨ୟ ରାଶି ଟି ହେଲା ବୃଷ ରାଶି। ସେହିପରି ଆଉ ଦୁଇ ରାଶି କୁ ମଧ୍ୟ ସଚେତନ ରହିବାକୁ ପଡିବ ସେଗୁଡିକ ହେଲା ମିଥୁନ ରାଶି ଓ ସିଂହ ରାଶି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button