ଦେଶ- ବିଦେଶ

ନିଜେ ଚତୁର୍ଥ ଶ୍ରୀଣି ପାସ, ହେଲେ ଘରେ ସମସ୍ତଙ୍କୁ ବନେଇଲେ ଅଫିସର, ଗୋଟେ ଘରେ ଆଇଏଏସ , ଆଇପିଏସଙ୍କ ସହିତ ୧୧ ଅଫିସର

ଭାରତ ରେ ଗୋଟେ ପରିବାର ଏମିତି ଅଛି ଯେଉଁଠି ଆଇଏଏସ ଆଉ ଆଇପିଏସ ସହିତ ୧୧ ଟି ଅଫିସର ଅଛନ୍ତି । ଏହି ପରିବାର ହରିୟଣାର ଜିନ୍ଦ ନାମକ ଏକ ଜିଲ୍ଲାର ବାସିନ୍ଧା ଅଟନ୍ତି । ଏମାନଙ୍କର ସଫଳତାର ସବୁଠୁ ବଡ କ୍ରେଡିଟ ଚୌଧୀରି ବସନ୍ତ ସିଂ ସୋୟଙ୍କଦଙ୍କୁ ଯାଏ । ମିଡିଆ ରିପୋର୍ଟ ଅନୁସାରେ ଚୌଧୀରି ବସନ୍ତ ସିଂ ସୋୟଙ୍କଦ ନିଜେ ଚତୁର୍ଥ ଶ୍ରେଣୀ ପାସ କରିଥିଲେ । ଗତ ମେ ମାସରେ ସେ ୯୯ ବର୍ଷରେ ଦୁନିଆକୁ ଅଲବିଦା କହିଥିଲେ । କିନ୍ତୁ ସେ ତାଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ଆଣି ପହଞ୍ଚାଇ ଥିବାରୁ ସମସ୍ତେ ତାଙ୍କୁ ମନେ ରଖିବେ ।

ବସନ୍ତ ସିଂଙ୍କଙ୍କ ଏହି ପାଳନ ପୋଷଣ ପାଇଁ ତାଙ୍କ ପରିବାରେ ଆଇଏଏସ ଆଇପିଏସ ସମେତ ୧୧ ଫାର୍ଷ୍ଟ କ୍ଲାସ ଅଫିସର ଅଛନ୍ତି ।

ଶୁଣିବାକୁ ମିଳେ କି କମ ପାଠ ପଢିଥିବା ବସନ୍ତ ସିଂହଙ୍କର ବନ୍ଧୁତା ସବୁବେଳେ ବଡ ଅଫିସରଙ୍କ ସହିତ ଥିଲା । ସେ ଏହି ସବୁ ଦେଖି କି ସେ ତାଙ୍କର ପିଲାମାନଙ୍କୁ ଶିକ୍ଷା ଦେଲେ ଓ ଏହିଭଳି ନିଜେ ହେବାପାଇଁ ପ୍ରେରିତ କଲେ ।

ଚୌଧରି ବସନ୍ତ ସିଂହଙ୍କର ପୁଅ-ଝିଅ, ବୋହୁ – ନାତି ସମସ୍ତେ ଅଫିସର ଅଛନ୍ତି । ତାଙ୍କର ୪ ପୁଅ କ୍ଲାସ ୧ ର ଅଫିସର ଅଟନ୍ତି । ଯେତେବେଳେ କି ବୋହୁ ଆଉ ନାତି ଆଇଏଏସ ଅଛନ୍ତି ତାଙ୍କ ସହିତ ତାଙ୍କର ନାତୁଣୀ ଆଇପିଏସ ଅଛନ୍ତି । ତେବେ ତାଙ୍କ ଘରେ ଜଣେ ଆଇଏଏସ ଅଫିସର ଅଛନ୍ତି ।

 

ଦୈନିକ ଜାଗରଣ ର ଏକ ରିପୋର୍ଟ ଅନୁସାରେ ଚୌଧରି ବସନ୍ତ ସିଂହଙ୍କ ବଡ ପୁଅ ରାଜକୁମାର ସୋୟଙ୍କଦ କଲେଜ ର ଏକ ରିଟାୟାର୍ଡ ପ୍ରଫେସର ଅଟନ୍ତି ଯାହାଙ୍କର ପୁଅ ୟସେନ୍ଦ୍ର ଆଇଏଏସ ଅଫିସର ଅଟନ୍ତି ଓ ଝିଅ ସ୍ମିତି ଚୌଧରି ଆମ୍ବାଲା ରେ ରେଲୱେ ଏସପି ଭାବରେ କାର୍ଯ୍ୟ କରୁଛନ୍ତି । ସ୍ମିତିଙ୍କର ସ୍ଵାମୀ ବିଏସଏଫ ରେ ଆଈଜି ଅଫିସର ଅଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button