ଜ୍ୟୋତିଷ

ଆରମ୍ଭ ହେଲା ଶନିଦେବ ଙ୍କ ସାଢେ଼ ସାତ ଏହି ୫ ଟି ରାଶି ଙ୍କ ପ୍ରତି ଘୋର। ବିପଦ ଜାଣନ୍ତୁ କେଉଁ କେଉଁ ରାଶି

ବର୍ତ୍ତମାନ ଶନି ଦେବ ଙ୍କ ସାଢ଼େ ସାତିି କେତୋଟି ରାଶି ଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛି।ଏହି ରାଶି ମାନେ ବହୁତ କଷ୍ଟ ପାଇବେ।ସବୁ କ୍ଷେତ୍ରରେ ହଇରାଣ ହେବେ।ବହୁତ ଅସୁବିଧାରେ ସମ୍ମୁଖୀନ ହେବେ।ବର୍ତ୍ତମାନ ଶନି ଦେବ ଙ୍କ ସାଢ଼େ ସାତିି ଶେଷ ପର୍ଯ୍ୟାୟରେ ଧନୁ ରାଶି ଉପରେ ଅଧିକ ପ୍ରଭାବ ପକାଇଛି।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ମକର ରାଶି ଉପରେ ପ୍ରଭାବ ପକାଇଛି।ଏବଂ ପ୍ରଥମ ପର୍ଯ୍ୟାୟରେ କୁମ୍ଭ ରାଶି ଉପରେ ଶନି ଦେବ ଙ୍କ ସାଢ଼େ ସାତିି ପ୍ରଭାବ ପଡ଼ିବାକୁ ଯାଉଛି।ତେବେ ଏହି ତିନୋଟି ରାଶି ଉପରେ ଅଧିକ ପ୍ରଭାବ ପକେଇବାକୁ ଯାଉଅଛି।ସେହିପରି ଶନି ଦେବ ଙ୍କ ନଜର ମଧ୍ୟ ଦୁଇଟି ରାଶି ଉପରେ ରହିବାକୁ ଯାଉଛି।ସେହି ରାଶି ଦୁଇଟି ହେଉଛି ମିଥୁନ ରାଶି ଓ ତୁଳା ରାଶି।

ଅନେକ ଅସୁବିଧା ହୋଇପାରେ।ବହୁତ କ୍ଷତି ଦେଖା ଦେଇପାରେ।ସତର୍କ ହୋଇ କାମ କରନ୍ତୁ।କାରଣ ଶନି ଦେବ ଙ୍କ ନଜରରେ କେହି ବି ବଞ୍ଚି ପାରିବେ ନାହିଁ।ଯାହା ଅସୁବିଧା ହେବାର ଥିବ ତାହା ହୋଇପାରେ।ମିଥୁନ ରାଶି ଓ ତୁଳା ରାଶି ଙ୍କ ଉପରେ ଏକ ବର୍ଷ ଯାଏଁ ଶନି ଦେବ ଙ୍କ ନଜର ରହିବାକୁ ଯାଉଛି।

ଯାହାକି ହଇରାଣ ହେବାକୁ ମଧ୍ୟ ପଡ଼ିପାରେ।

ଏଥିପାଇଁ ବିଶେଷ ଉପକାରିତା ବା ଉପଚାର ମଧ୍ୟ ରହିଛି।ତେଣୁ ଏହି ରାଶି ମାନଙ୍କୁ ଶନିବାର ଦିନ ଉପାସ ରହିବାକୁ ପଡିବ।ଯାହାଫଳରେ ଶନି ଦେବଙ୍କ କୁପ୍ରଭାବ ରୁ ବଞ୍ଚିତ ହୋଇପାରିବେ।ସେହିପରି ଶନିବାର ଦିନ ସୋରିଷ ତେଲର ଦୀପ ଜାଳି ଶନି ଦେବ ଙ୍କୁ ସନ୍ତୁଷ୍ଟ କରନ୍ତୁ।

resrse

ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ ଏବଂ ଚାଳିଶା ପାଠ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button