ଜ୍ୟୋତିଷ

ମୃ-ତ୍ୟୁ ପୂର୍ବରୁ ପ୍ରାଣୀ ମାନଙ୍କୁ ମିଳେ ଏହି ଛାତି ଥରେଇ ଦେବା ଭଳି ସଂକେତ ଦେଖନ୍ତୁ କଣ କଣ ମିଳେ ସଙ୍କେତ ଆମ ଅନ୍ତିମ ସମୟ ନିକଟବର୍ତ୍ତୀ ହେଲେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଜାଣିବା ମୃ-ତ୍ୟୁ ପୁର୍ବରୁ ଏପରି କଣ ସଂକେତ ମିଳିଥାଏ କି ଆମେ ଜାଣିପାରୁ କି ଆମର ମୃ-ତ୍ୟୁ ନିକଟ ବର୍ତ୍ତି ହୋଇଗଲାଣି। ଏହି ସମ୍ୱନ୍ଧ ରେ ଜାଣିବା କଷ୍ଟ କର ହେଲେ ମଧ୍ୟ ଗରୁଡ଼ ପୂରଣ ରେ ଏହା ସମ୍ୱନ୍ଧରେ ସ୍ପଷ୍ଟ ଭାବରେ ଲେଖା ରହିଅଛି। ତେବେ ଚାଲନ୍ତୁ ଜାଣିବା ସେହି ସାତ ଗୋଟି କାରଣ ଯାହାକି ଆମ ମୃ-ତ୍ୟୁ ପୁର୍ବରୁ ସଂକେତ ଅଟେ।

ପ୍ରଥମ ସଂକେତ ଟି ହେଉଛି କାନକୁ କିଛି ଶୁଣା ନଯିବା ଯେତେବେଳେ ଆପଣ କାନରେ ହାତ ଦେଇଥାନ୍ତି ସେତେବେଳେ ଆପଣଙ୍କୁ ସ୍ପଷ୍ଟ ନଶୁଣା ଗଲେ ମଧ୍ୟ କିଛି ମାତ୍ରାରେ ଶୁଣା ଯାଇଥାଏ। କିନ୍ତୁ ଆପଣଙ୍କ ମୃ-ତ୍ୟୁ ସମୟ ନିକଟ ବର୍ତ୍ତି ହେଲେ ଆପଣ କାନରେ ହାତ ଦେଲେ କିଛି ମଧ୍ୟ ଶୁଣା ଯିବ ନାହିଁ।
ଦ୍ଵିତୀୟ ଟି ହେଉଛି ଆପଣଙ୍କ ଆଖିର ଉପର ପତା ମୋଡ଼ି ହୋଇଯିବ। ଗରୁଡ଼ ପୂରଣ ରେ ଲେଖା ଅଛି ଯଦି ବ୍ୟକ୍ତିର ନାକର ଅଗ୍ରଭାଗ ଦେଖା ନଦିଏ ଓ ଆଖି ପତା ଉପର ଆଡ଼କୁ ମୋଡ଼ି ହୁଏ ତେବେ ବ୍ୟକ୍ତିର ଶେଷ ସମୟ ନିକଟବର୍ତ୍ତୀ ହୋଇଥାଏ।
ତୃତୀୟ ଟି ହେଉଛି ପୂର୍ବଜ ମାନଙ୍କ ଉପସ୍ଥିତି ଅର୍ଥାତ୍ ପୂର୍ବଜ ଯାହାଙ୍କ ମୃ-ତ୍ୟୁ ଘଟି ଯାଇଛି ଶେଷ ସମୟରେ ସେମାନେ ସେ ବ୍ୟକ୍ତି ଙ୍କୁ ଦେଖା ଦେଇ ଥାନ୍ତି।
ଚତୁର୍ଥ ଟି ହେଉଛି ଚନ୍ଦ୍ରମା କୁ ଖଣ୍ଡିତ ଦେଖିବା। ଅନେକ ସମୟରେ ଶେଷ ସମୟ ଆସିବାକୁ ଯାଉଥିବା ବ୍ୟକ୍ତକୁ ଚନ୍ଦ୍ରମା ଗୋଲ ବଦଳରେ ଖଣ୍ଡିତ ଦେଖା ଯାଇଥାଏ।
ପଞ୍ଚମ ଟି ହେଉଛି ଶରୀର ରୁ ଦୁର୍ଗନ୍ଧ ଆସିବା। ଶେଷ ସମୟ ନିକଟ ବର୍ତ୍ତି ହେଲେ ଶରୀର ରୁ ଦୁର୍ଗନ୍ଧ ବାହାରି ଥାଏ ଓ ଏହି ଗନ୍ଧ କୁ ମଧ୍ୟ ମୃ-ତ୍ୟୁ ଗନ୍ଧ ବୋଲି କୁହାଯାଇ ଥାଏ।
ଷଷ୍ଠ ଟି ହେଉଛି ଆଇନା ରେ ନିଜ ଚେହେରା ଦେଖା ନଯିବା କିଛି କିଛି ଲୋକଙ୍କୁ ଆଇନା ରେ ଅନ୍ୟ ଲୋକ ର ଚେହେରା ପରିଷ୍କାର ଦେଖା ଯାଉଥିବା ବେଳେ ନିଜ ଚେହେରା ଦେଖା ଯାଇନଥାଏ। ତେବେ ଆପଣ ଜାଣିବେ ଯେ ତାର ଶେଷ ସମୟ ନିକଟ ବର୍ତ୍ତି ଅଟେ।
ସପ୍ତମ ଟି ହେଉଛି ନାକରୁ ଅଜବ ପ୍ରକାର ଧ୍ଵନୀ ଶବ୍ଦ ଆସିବା । କୁହାଯାଇ ଅଛି ଯେ ଶେଷ ସମୟ ଆସିବା ବେଳେ ନାକରୁ ଅଜବ ପ୍ରକାର ଧ୍ଵନୀ ଶବ୍ଦ ଆସିବାକୁ ଲାଗିଥାଏ।
ତେବେ ଏହି ସବୁ ହେଉଛି ମୃ-ତ୍ୟୁ ସମୟର ଶେଷ ଲକ୍ଷଣ ଅଟେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button