ଜ୍ୟୋତିଷ

କଇଁଛ ମୁଦି ଧାରଣ କରିବାର ସଠିକ୍ ଉପାୟ ଜାଣନ୍ତୁ କେମିତି ଏବଂ କେବେ ଧାରଣ କଲେ ଘରେ ହେବ ଧନର ବର୍ଷା

ଆଜି କାଲି କଇଁଛ ମୁଦି କୁ ପ୍ରାୟ ସମସ୍ତେ ପିନ୍ଧୁଛନ୍ତି।ଅନେକ ଲୋକଙ୍କୁ ଜଣା ନଥାଏ କି ଏହି କଇଁଛ ର ମୁଦି କୁ କିପରି ଏବଂ କେଉଁଦିନ ପିନ୍ଧିବେ।ଏହି କଇଁଛ ର ମୁଦି କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ଵାରା ଲାଭ ହୋଇଥାଏ।ଏବଂ କେଉଁ ରାଶିର ବ୍ୟକ୍ତି ମାନେ ପିନ୍ଧିବା ଦ୍ଵାରା କ୍ଷତି ହୋଇଥାଏ?ଏହା ପ୍ରାୟତଃ ସମସ୍ତଙ୍କୁ ଜଣା ନଥାଏ।

କଇଁଛ ର ମୁଦି କୁ ଧାରଣ କରିବା ଦ୍ୱାରା ମନୁଷ୍ୟ କୁ ଧାର୍ଯ୍ୟ,ଶାନ୍ତି, ସାଳିନତା ଏବଂ ବୀନମ୍ରତା ପ୍ରାପ୍ତି ହୋଇଥାଏ।କଇଁଛ ମୁଦି ପିନ୍ଧିବା ଦ୍ଵାରା ନିଜ ଘରେ ଆଉ ଶରୀରରେ ସକରାତ୍ମକ ବୃଦ୍ଧି ହୋଇଥାଏ।କଇଁଛ ର ମୁଦି ସାଧାରଣତଃ ରୂପା ହୋଇଥିବା ଦରକାର।କଇଁଛ ର ମୁଦି ରୂପାର ବା ଚାନ୍ଦୀ ର ହୋଇଥିବା ନିହାତି ଆବଶ୍ୟକ।
ମାତ୍ର ଧାତୁ ପରିବର୍ତ୍ତନ କରିପାରିବେ ତାହା ପୁଣି ରାଶି ଅନୁସାରେ।ଏହି କଇଁଛ ର ମୁଦି କେବଳ ଦକ୍ଷିଣ ହସ୍ତରେ ପିନ୍ଧି ପାରିବେ। ନାରୀ ହୁଅନ୍ତୁ ବା ପୁରୁଷ ହୋଇଥାନ୍ତୁ ଏହାକୁ କେବଳ ଡାହାଣ ହାତରେ ପିନ୍ଧିବା ଆବଶ୍ୟକ ହୋଇଥାଏ।ଏହା ଆଉ କେଉଁ ଆଙ୍ଗୁଳି ରେ ପିନ୍ଧିବା ଉଚିତ ହୋଇ ନଥାଏ।ଏହାକୁ କେବଳ ମଧ୍ୟମା ବା ଅନାମିକା ଆଙ୍ଗୁଳି ରେ ପିନ୍ଧିବା ଉଚିତ ହୋଇଥାଏ।
Kachua ring
ମେଷ ରାଶି, ସିଂହ ରାଶି,ଧନୁ ରାଶି ଏବଂ କୁମ୍ଭ ରାଶିର ଲୋକମାନେ ପିନ୍ଧିବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ।ଧନ ମଧ୍ୟ ବୃଦ୍ଧି ହୋଇଥାଏ।କିନ୍ତୁ କନ୍ୟା ରାଶି, ବିଛା ରାଶି, ମୀନ ରାଶି ଏହି ରାଶିର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।ଲାଭ ବଦଳରେ ଅନେକ କ୍ଷତି ହୋଇଥାଏ। ବାକି ରାଶି ମାନଙ୍କ ପାଇଁ ଫଳଦାୟକ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button