ଜ୍ୟୋତିଷ

ଜୀବନରେ ସଫଳତା ପାଇବାର ସହଜ ଉପାୟ, ଏହି ବ୍ୟକ୍ତି ଜୀବନରେ କେବେହେଲେ ହାରି ନଥାଏ !

ଆମେ ମାନେ ଅନେକ ସମୟରେ ଅନେକ କିଛି ପାଇବା ପାଇଁ ଚେଷ୍ଟା କରି ଥାଉ । କିଛି ଜଣ ଆମ ମାନଙ୍କ ମଧ୍ୟରୁ ନିଜର ଲକ୍ଷ ପାଇ ଜ୍ଜିବା ବେଳେ କିଛି ଜଣ ପଛକୁ ଆସି ଯାଇଥାନ୍ତି । ଏହାର  କାରଣ ହେଉଛି କି ସେମାନେ ନିଜ କାମକୁ ନେଇ ଏତେ ଅଧିକା ଥକି ଯାଇ ଥାନ୍ତି କି ସେମାନେ ଏହାକୁ ଶୁଣିବା ପାଇଁ କିମ୍ବା ଏହାକୁ ଜାଣିବା ପାଇଁ ଚେଷ୍ଟା କରି ନଥାନ୍ତି କି ସେମାନେ ନିଜ ଲକ୍ଷ୍ୟର କେତେ ପାଖରେ ଅଛନ୍ତି ।

ଆଜି ଆମେ କହିବବା ପାଇଁ ଯାଉଥିବା ବିଷୟ ହେଉଛି କି ଯଦି ଆପଣ କିଛି ଭି ଲକ୍ଷ ରଖି ନିଜକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି କାମ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।

ଆପଣମାନେ ଜାଣି ଥିବେ କି ଭଗବାନ ହେଉଛନ୍ତି ସର୍ବ ବ୍ୟାପୀ ଆପଣମାନେ ଏହା ମଧ୍ୟ ଜାଣି ଥିବେ କି ସେ ଅଦୃଶ୍ୟରେ ରହି ସବୁକିଛି ଦେଖୁଛନ୍ତି କିନ୍ତୁ ଆପଣ କଣ ଏହା ଜାଣି ଛନ୍ତି କି ସେ କଣ ପାଇଁ ଚେଷ୍ଟା କରିବା କୁ ଓ ଫଳ ନ ପାଇବା ପାଇଁ କହିଛନ୍ତି । କିଛି ଲୋକମାନେ ଲୋଭୀ ଥାନ୍ତି ସେମାନେ ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ସବୁ କିଛି କରିଦେଇ ଥାନ୍ତି ।

କିନ୍ତୁ ସେମାନେ ଭାବି ଥାନ୍ତି କି ସେମାନେ ଯାହା ଚାହୁଁ ଛନ୍ତି ସେ ତାଙ୍କୁ ଖୁବ ଅତି ସହଜରେ ପାଇଯିବେ । ଏହା ଯଦି ହେବ ତ ସବୁ ଲୋକମାନେ ନିଜ ଇଛା ପୂରଣ ପାଇଁ ଏହି ଭଳି କରିବେ ତେଣୁ ଆକରୀ ଆପଣ ଯଦି ପରିଶ୍ରମ କରିବେ କଷ୍ଟ ପାଇବେ ତ୍ୟାଗ କରିବେ ତେବେ ଆପଣ ଦେଖିବେ କି ଆପଣଙ୍କ ଇଛା ଖୁବ କମ ସମୟରେ ପୂରଣ ହୋଇଯିବ । ଯେଉଁ ମାନେ ବାହାରେ ରହି କାମ କରୁଛନ୍ତି କଷ୍ଟ  ଦୂରତା ସମ୍ଭାଳି କାମ କରୁଛନ୍ତି ।

ସେମାନେ ଏକ କଥା କୁ ମନ ରଖିବେ କି ଆପଣମାନେ ଯେଉଁ ଜାଗାରେ ୧୦୦ ଚେଷ୍ଟା କରି ସାରିଲେଣି ସେଇ ଜାଗାରେ ଆପଣ ଆଉ ଏକ ଚେଷ୍ଟା କରିବା ବାକି ରହି ଯାଉଛି କିମ୍ବା ଆପଣ ଯେଉଁ ପଥର ଭାଙ୍ଗିବା ପାଇଁ ଏତେ ଅଧିକା ପ୍ରହାର କରି ସାରିଲେଣି ସେଇ ଜାଗାରେ ଆପଣ ଆଉ ଏକ ପ୍ରହାର କରିବା ବାକି ରହି ଯାଉଥିବ ।

ତେଣୁ ଆପଣ ମଧ୍ୟ ନିଜ ପରିଶ୍ରମ କରିବା ର ଅଳ୍ପ ସମୟ ମଧ୍ୟରେ ଆପଣ ନିଜ କାମକୁ ଅଧାରେ ଛାଡି ଦେଇ ଥାନ୍ତି ଏହା ଭାବିକି କି ଆପଣମାନଙ୍କ କାମ ଅଧାରେ ରହିଯିବା ଅନେକ ଚେଷ୍ଟା  ପରେ ମଧ୍ୟ ଏହା ସଫଳ ହେବନି । ଆପଣମାନେ ଯଦି ନିଜର ଇଚ୍ଛାରେ ସବୁ କାମ କରିବେ ତ ଆପଣ ନିଶ୍ଚିତ ଭାବେ ସଫଳ ହେବେ କିନ୍ତୁ ଅଧାରେ ଛାଡିବା ଅପେକ୍ଷା ନିଜ ପାରୁ ଯାଏ ଚେଷ୍ଟା କରନ୍ତୁ ଦେଖିବେ ଆପଣ ସଫଳ ହେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button