ଜ୍ୟୋତିଷ

ଦେଖନ୍ତୁ ଏହି ଭିଡିଓ ପାଇଯିବେ ସମସ୍ତ ପ୍ରଶ୍ନର ଉତ୍ତର ଦେଖନ୍ତୁ କେମିତି ହୋଇଥିଲା ଭଗବାନ ଙ୍କ ସୃଷ୍ଟି ମଣିଷ ଜନ୍ମର ପ୍ରକୃତ ଉଦ୍ଦେଶ୍ୟ କଣ ସବୁ ଜାଣନ୍ତୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ସାଧାରଣତଃ ଜାଣି ଥାଉ କି ଗୋଟେ ମଣିଷ ର ମୃ-ତ୍ୟୁ ପରେ ସେ ସ୍ବର୍ଗ କୁ ଅବା ଯମ ପୁରକୁ ଯାଇଥାଏ। କିନ୍ତୁ ଏହା ଆପଣ ଜାଣିଛନ୍ତି କି ଜଣେ ବ୍ୟକ୍ତିର ମୃ-ତ୍ୟୁ ହେବା ପରେ ତାକୁ ୪୭ ଦିନର ଯାତ୍ରା ରେ ଯମ ତାଙ୍କ ଯମ ପୁରକୁ ନେଇଥାନ୍ତି ଏଥିରୁ ଏହା ପ୍ରମାଣିତ ହେଉଛି କି ଜମାଲୋକ ଆମ ଭୂପୃଷ୍ଠ ରେ ନଥାଏ। ଆଜି ଆମେ ଜାଣିବା ଭଗବାନ କିଏ ଏବଂ ତାଙ୍କୁ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ କିପରି ଭାବରେ ଜାଣିବା।

ଆମ ବିଶ୍ଵ ବ୍ରହ୍ମାଣ୍ଡ କୁ ଯିଏ ସମ୍ଭାଳି ଥାନ୍ତି ତାଙ୍କୁ ବୈଜ୍ଞାନିକ ମତରେ ଏକ supernatural power ବୋଲି କୁହା ଯାଇଥାଏ। ଏବଂ ଏହି supernatural power କୁ ପ୍ରତ୍ୟେକ ଧର୍ମ ର ଲୋକ ମାନେ ଭଗବାନ ବୋଲି ମାନିଥାନ୍ତି। ଭଗବାନ ଙ୍କୁ କେବେ ଭୋଗ , ଥକା ପଣ ଓ ତାଙ୍କର କେବେ ମୃ-ତ୍ୟୁ ମଧ୍ୟ ହୋଇ ନଥାଏ। କିଛି ଲୋକମାନେ ମଧ୍ୟ ଭଗବାନ ଶିବ ଓ ବିଷ୍ଣୁ ଙ୍କୁ ଏଲିଏନ ବୋଲି ମଧ୍ୟ କହିଥାନ୍ତି।

ଅନ୍ୟ ଗ୍ରହରେ ରହୁଥିବା ଲୋକଙ୍କୁ ଏଲିଏନ ବୋଲି କୁହାଯାଇଥାଏ। ତେଣୁ କିଛି ଲୋକ ମାନେ ଭାବନ୍ତି ସେମାନେ ଆମର ୧୪ ଲୋକ ମଧ୍ୟରୁ କେଉଁ ଏକ ଲୋକରେ ରହିଥିବେ ତେଣୁ ତାଙ୍କୁ ଏଲିଏନ କହିଥାନ୍ତି ହେଲେ ତାଙ୍କୁ ଜଣା ନାହିଁ ଯେ ସେ ସେଠାରେ ରୁହନ୍ତି ଯେଉଁଠାରୁ ପୂରା ବ୍ରହ୍ମାଣ୍ଡ କୁ କଣ୍ଟ୍ରୋଲ କରାଯାଇ ପାରିବ। ଭଗବାନ ବିଷ୍ଣୁ ପଞ୍ଚ ଭୂତ ଙ୍କୁ ଏକ ଆକାର ଦେବାକୁ ଚାହୁଁଥିଲେ।

 

ଏଥି ପାଇଁ ତାଙ୍କ ନାଭି ରୁ ଏକ ପଦ୍ମ ଫୁଲ ରେ ବ୍ରହ୍ମା ଙ୍କୁ ଜାତ କଲେ ଏହି ପଦ୍ମ ଫୁଲ ହିଁ ଏକ ମାତ୍ର ମାର୍ଗ ଗୋଟେ ଲୋକ ରୁ ଅନ୍ୟ ଲୋକକୁ ଜିବା ପାଇଁ। ଏହାପରେ ଭଗବାନ ବ୍ରହ୍ମା ପଞ୍ଚ ଭୂତ କୁ ଏକ ଆକାର ପ୍ରଦାନ କରିଥଲେ। ଏହାପରେ ଆମର ସୃଷ୍ଠି ହୋଇଥିଲା। ଆମ ସୃଷ୍ଠି କୁ ସାଧାରଣ ସ୍ତର କୁ ଆଣିବା ପାଇଁ ଭଗବାନ ଶିବ ଙ୍କୁ ସୃଷ୍ଠି କରାଯାଇଥିଲା।ଭଗବାନ ଶିବ ଙ୍କୁ ମଧ୍ୟ ବିନାଶ କର୍ତ୍ତା ବୋଲି କୁହାଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button