ଦେଶ- ବିଦେଶ
ପୁରୁଷ ମାନେ ଲୁଚିକି ଥରେ ନିହାତି ଦେଖନ୍ତୁ ମହିଳା ମାନଙ୍କ ଏହି କାମ ଆପଣଙ୍କୁ କୋଟିପତି ରୁ କରିଦେଇ ପାରେ ଭିକାରୀ ଏବେଠୁ ରୁହନ୍ତୁ ସତର୍କ Chanakya Niti

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆଜି ଆମେ ଜାଣିବା ସ୍ତ୍ରୀ ର ଏମିତି କିଛି କାମ ଯାହା ସ୍ଵାମୀ କୁ ରାତାରାତି କୋଟିପତି ରୁ ରୋଡ ପତି ବନେଇ ଦେବ ଅର୍ଥାତ ଭିକାରୀ କରି ଦେବ । ଏମିତି କିଛି କାମ ଅଛି ଯାହା ମହିଳା ମାନେ କରିବା କଥା ନୁହେଁ କାରଣ ଏମିତି କରିବା ଦ୍ୱାରା ମହାଲକ୍ଷ୍ମୀ କେବେ ହେଲେ ବି ଆସନ୍ତି ନାହିଁ।
ଆସନ୍ତୁ ଜାଣିବା କଣ ସେ କାମ ପ୍ରଥମ ହେଉଛି ଗୋଡ ହଲେଇବା। ଯେଉଁ ଘର ର ମହିଳା ମାନେ ଖାଦ୍ୟ ଖାଇବା ସମୟ ରେ ଗୋଡ଼ ହଲାନ୍ତି ତ ସେ ଘର କେବେ ବି ବର୍ବାଦ ହେଇ ପାରେ । ମହା ଲକ୍ଷ୍ମୀ ରୁଷ୍ଟ ହେବେ ପରିବାର ରେ ଅଶାନ୍ତି ସୃଷ୍ଟି ହୋଇ ଥାଏ
ଚାକିରୀ କ୍ଷେତ୍ର ରେ ମଧ୍ୟ ଘର ର ମୁଖିଆ ଙ୍କ ସଙ୍କଟ ସୃଷ୍ଟି ହେବ।
ତା ପରେ ଯେଁଉ ଘର ର ମହିଳା ମାନେ ଝାଡୁ କୁ ଗୋଡ଼ ରେ ଲଗେଇ ଥାଆନ୍ତି ବା ଗୋଡ ରେ ଠେଳନ୍ତି
କିମ୍ବା ପଶୁ ପକ୍ଷୀ ଙ୍କୁ ମାରନ୍ତି ସେଠି କେବେ ବି ଲକ୍ଷ୍ମୀ ଙ୍କ ବାସ ହୋଇ ପାରିବ ନାହିଁ। ଏମିତି ଘରେ ସର୍ବଦା ରୋଗ ବୈରାଗ ଲାଗି ରହି ଥାଏ। ମନା ଯାଏ ଯେ ଝାଡୁ ରେ ଦେବୀ ଲକ୍ଷ୍ମୀ ବାସ କରନ୍ତି।
ତୃତୀୟ ରେ ଚୁଲି ରେ ଅଁଇଠା ବାସନ କୁ କିମ୍ବା ବାସନ କୁ ଅଇଁଠା ପକେଇ ଦେଈ ତାକୁ ସେମେତି ଚୁଲି ରେ ରଖି ଦେଈ ତାକୁ ନ ମାଜି କି ଯେଁଉ ମହିଳା ଶୋଇ ପଡେ ତାହେଲେ ଏମିତି ଘରକୁ ଲକ୍ଷ୍ମୀ କେବେ ହେଲେ ବି ଆସନ୍ତି ନାହିଁ। ଏହା ଗରିବ ଓ ଦୁଃଖ ର ବହୁତ ବଡ଼ କାରଣ ଅଟେ।
ବନ୍ଧୁ ଗଣ ଏହି ନିୟମ ଗୁଡିକ ମାନନ୍ତୁ ଏହା କିପରି ଲାଗିଲା କମେଣ୍ଟ ମାଧ୍ୟମ ରେ ନିଶ୍ଚିତ ଭାବରେ ଜଣାନ୍ତୁ।