ଦେଶ- ବିଦେଶ

ଏହି ଗାଁରେ ନାହାଁନ୍ତି ଜଣେ ବି ପୁରୁଷ ମାତ୍ର ସବୁ ମହିଳା ହୁଅନ୍ତି ଗର୍ଭବତୀ, କେମିତି ହୁଅନ୍ତି ଜାଣିଲେ ତାଯୁବ ହେବେ ଆପଣ

ମହିଳାମାନଙ୍କ ଜୀବନ କେତେ କଷ୍ଟକର ଏହି ଗାଁ ରେ ରହୁଥିବା ମହିଳାମାନେ ଅନୁଭବ କରିଥାନ୍ତି । ଏହି ଗାଁ ରେ ଖାଲି ମହିଳା ଏବଂ ସେମାନଙ୍କର ପିଲାମାନେ ରହିଥାନ୍ତି ଓ ଆପଣଙ୍କୁ ବିଶ୍ୱାସ କରିବେନି ଏହି ଗାଁ ରେ ଜଣେ ମଧ୍ୟ ପୁରୁଷ ରହନ୍ତି ନାହିଁ । ଏହି ଗାଁ ବିଷୟରେ ଶୁଣିଲେ ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଥାଆନ୍ତି କାରଣ ଏହି ଗାଁ ରେ ଜଣେ ମଧ୍ୟ ପୁରୁଷ ରହନ୍ତି ନାହିଁ କାରଣ ଗାଁ କୁ ପୁରୁଷ ଆସିବ ପାଇଁ ପ୍ରତିବନ୍ଧ ଅଛି ।

ଆଜି ଆମେ ଆପଣଙ୍କୁ ଏହି ଗାଁ କେମିତି ସୃଷ୍ଟି ହୋଇଥିଲା ତାହା ଜଣାଉଛୁ ଏହି ଗାଁ କୁ ପ୍ର୍ୟାୟ ୨୭ ବର୍ଷ ହେଲାଣି ପୁରୁଷ ଆସିବା ପାଇଁ ପ୍ରତିବନ୍ଧ ଅଛି ଆପଣଙ୍କୁ ଜଣାଉଛୁ ଯେ ୧୯୯୦ ମସିହା ରେ ଏହି ଗାଁ କୁ ୧୫ ଜଣ ମହିଳା ରହିବା ପାଇଁ ଚୟନ କରାଯାଇଥିଲା । ଏମାନେ ସାଧାରଣତଃ ସେହି ମହିଳାମାନେ ଥିଲେ ଯେଉଁ ମାନଙ୍କର ବଳାତ୍କାର ଇଂଗ୍ରେଜ ଯବାନମାନେ କରିଥିଲେ ଏବଂ ଏହାର କିଛି ବର୍ଷ ପରେ ପୁରୁଷ ପୀଡ଼ିତ ମହିଳା, ବଳାତ୍କାର, ବାଳ ବିବାହ । ମହିଳାମାନେ ଧୀରେ ଧୀରେ ରହିବା ଆରମ୍ଭ କଲେ ଏହି ଗାଁ କେନିୟା ର ଉମୋଜା ଗାଁ ଏହି ଠାରେ ପ୍ରାୟ ସବୁ ମହିଳା ଗର୍ଭବତୀ ହୋଇଥାନ୍ତି ।

ପିଲା କୁ ଜନ୍ମ ଦେଇ ତାହାର ପାଳନ ପୋଷଣ କରିଥାନ୍ତି । ଏହି ଗାଁ ର ସୀମା ରେ କଣ୍ଟା ର ପାଚେରି ଦିଆଯାଇଛି । ଏହି ଗାଁ ରେ ୨୫୦ ମହିଳା ରହିଥାନ୍ତି । ଏହି ଗାଁ ରେ ସ୍କୁଲ ଓ କଲଚର ସେଣ୍ଟର ଅଛି । ଏହିଠାରେ ସାମବୁର ପାର୍କ ଅଛି । ଏହି ପାର୍କ କୁ ଆସୁଥିବା ପର୍ଯ୍ୟଟକ ମାନଙ୍କଠାରୁ ଆୟ କରିଥାନ୍ତି ଏବଂ ଏହି ଟଙ୍କା ରେ ଗାଁ କୁ ଚଳାଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button