ରାଜ୍ୟ
ମାଳିକାରେ ସ୍ପଷ୍ଟ ହେଲା ବେଳ ନିକଟତର ଛତିଆ ବଟରେ ଖେଳିବ ମୀନ ଦେଖନ୍ତୁ କଣ କହୁଚି Malika Bachana

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ଜାଣିବେ ଛତିଆ ବଟ ରେ ବାଇଶି ପାହାଚ ରେ ଲେଖା ଯାଇଥିବା ଭବିଷ୍ୟ ମାଳିକା ରେ ଉଲ୍ଲେଖ କଣ ରହିଛି ଆସନ୍ତୁ ଜାଣିବା। ପୁରୀ ମନ୍ଦିର ରେ ରହିଛି ବାଇଶି ପାହାଚ ଏବଂ ଛତିଆ ବଟ ରେ ଅଛି ବାଇଶି ପାହାଚ । ମୀନ ଖେଳିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ମାଳିକା ରେ ଉଲ୍ଲେଖ ରହିଛି।
ଛତିଆ ବଟ ରେ ବାଇଶି ପାହାଚରେ ମୀନ ଖେଳିବ ବୋଲି କହିଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ
ଢେଙ୍କାନାଳ ରୁ ଆସିବ ଚିତୋଳ ମାଛ ସେଠି ଅଛି ଚିତୋଲ ମାଛ ତଳେ ରହିଛି ବଉଳା କୁମ୍ଭିର ସେ ବଉଳା କୁମ୍ଭୀର ହେଉଛି ୩୨ ମିଟର ଲମ୍ବର ସେ ଅନ୍ୟ କୁମ୍ଭୀର ସହ ବାସ କରି ନାହାନ୍ତି।
ଯେତେବଳେ ବ୍ରହ୍ମ ର ଅବତରଣ ହେବ ସେହି ବଉଳା କୁମ୍ଭୀରଙ୍କ ସଙ୍କୁଳି ସବୁ ଆପେ ଆପେ ଖୋଲି
ଯିବ ଜଡ ଗୁଡ଼ିକ ସବୁ ଚଞ୍ଚଳ ହୋଇ ଯିବେ ଓ ଚଞ୍ଚଳ ସବୁ ଜଡ ହୋଇ ଯିବେ। ଯେତେ ବେଳେ ଏହା ହେବ କେହି ଜାଣି ପାରିବେ ନାହିଁ। ମୀନ ଖେଳିବ ଏଠି ଆସିକି।ପଞ୍ଚ ମୁଖୀ ମନ୍ଦିର ରେ ଦୁଆର ମୁହଁ ରେ କବାଟ କୁ ପ୍ରଭୁ ହାତ ମାରି ଦେବେ ।
କାହିଁକି ନା ଯେତେ ବେଳେ ଗଜ କୁମ୍ଭୀର ଙ୍କ ଯୁଦ୍ଧ ହେଲା କୁମ୍ଭୀର ଆଗ ତୁରା ପଳେଇ ଆସି ଥିଲା କାରଣ ସେ ଆଗ ମୃତ୍ୟୁ ବରଣ କରିଥିଲେ ଓ ଗଜ ପଛରେ ମରି ଯାଇଥିଲା। ସୁଦର୍ଶନ ଚକ୍ର ଯାହାକୁ ମାରିଚି ତାହା କେବଳ ବୈକୁଣ୍ଠ ରେ ରହିବ ସେ ନର୍କ କୁ ଯିବ ନାହିଁ।