ଜ୍ୟୋତିଷ

ଏହି ୪ ଟି ରାଶିଙ୍କ ଉପରେ ପଡିବାକୁ ଯାଉଛି ଶନିଦେବ ଙ୍କ କୃପା।ଖୁବ୍ ଶୀଘ୍ର କୋଟିପତି ରାସ୍ତାରେ ଏହି ରାଶି ମାନେ Jay Shanideb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଶନି ଦେବଙ୍କ ପ୍ରଭାବ ପ୍ରାୟ ତ ରାଶି ମାନଙ୍କ ଉପରେ ଦେଖିବାକୁ ମିଳିଥାଏ। ତାଙ୍କର ହିଁ ଚାଲାଣ ଯୋଗୁଁ ଆପଣ ମାନଙ୍କ ଜୀବନ ରେ ମଧ୍ୟ ପରିବର୍ତ୍ତନ ଘଟିଥାଏ। କିଏ ଧନୀ ରୁ ଗରିବ ହୋଇଯାଏ ତ କିଏ ଗରିବ ରୁ ଧନୀ। ଏହା ସବୁ ଶନି ଦେବଙ୍କ ରାଶି ମାନଙ୍କ ଉପରେ ଥିବା କୃପା ଯୋଗୁଁ ହିଁ ହୋଇଥାଏ। ତେବେ ଚଳାନ୍ତୁ ଜାଣିବା ଶନି ଦେବ କେଉଁ ରଶୀଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛନ୍ତି।

ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ନକାରାତ୍ମକ ବା ଖରାପ କାର୍ଯ୍ୟ କେବେ ହେଲେ କରିବେ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଶନିଙ୍କ ଚଳନ ଯୋଗୁଁ ଆପଣ ମାନଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ହେବ। ବୃଷ ରାଶିର ବ୍ୟକ୍ତି ବିଶଷ ମାନଙ୍କ ପାଇଁ ଯଦି ଆପଣ ଆପଣଙ୍କ ଜୀବନରେ କୌଣସି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବାକୁ ଯାଉଛନ୍ତି ତେବେ ତାହା ପୂର୍ବରୁ ୧୦୦ ଥର ଚିନ୍ତା କରି ସେହି ନିଷ୍ପତି ନିଅନ୍ତୁ। କୌଣସି ତର୍ଜମା ବିନା କୌଣସି ସ୍ଥାନ ରେ ଅର୍ଥ ଦିଅନ୍ତୁ ନାହିଁ।
ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆପଣଙ୍କ ନିଜସ୍ୱ ପରିଜନ ଙ୍କ ମଧ୍ୟରେ ଉତ୍ତମ ବୁଝାବୁଣା ରଖନ୍ତୁ। କୌଣସି ନିଷ୍ପତି ତତକ୍ଷଣାତ୍ ନିଅନ୍ତୁ ନାହିଁ। ସିଂହ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ଶନି ଦେବଙ୍କ ସକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିବାକୁ ଯାଉଛି। ଆପଣଙ୍କ ସବୁ କ୍ଷେତ୍ରରେ କୁଶଳ ଓ ମଙ୍ଗଳ ହେବ। ସବୁ କ୍ଷେତ୍ରରେ ଆପଣ ନୂତନ ଆରମ୍ଭ କରିବେ।
କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହା ମଧ୍ୟ କନ୍ୟା ରାଶିଙ୍କ ଉପରେ ଭଲ ପ୍ରଭାବ ପକାଇବ। ଚାକିରୀ ଓ ପାଠପଢ଼ା କ୍ଷେତ୍ରରେ ଆପଣ ସଫଳତା ଓ ସମ୍ମାନ ପାଇବେ। ତୁଳା ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆପଣ ଆପଣଙ୍କର ଜୀବନର କୌଣସି ନିଷ୍ପତି ହଠାତ୍ ନେବେ ନାହିଁ କାରଣ ଆପଣ ଠକାମୀ ର ଶିକାର ହୋଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ପତ୍ନି ର ସାହାଯ୍ୟ ନେଲେ ବେଶ୍ ଉପଯୋଗୀ ହେବ।
Bhh
ଧନୁ ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆପଣ ମାନଙ୍କୁ ସବୁ କ୍ଷେତ୍ର ରେ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ। ସଫଳତା ପାଇବାକୁ ହେଲେ ସେଥି ନିମନ୍ତେ ମଧ୍ଯ କଠିନ ପରିଶ୍ରମ କରିବେ। ମକର ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ କୌଣସି କାର୍ଯ୍ୟ କରିବା ପୂର୍ବ ରୁ କ୍ରୋଧିତ ହେବେ ନାହିଁ। ବୁଦ୍ଧିମାନ ଭାବରେ ସବୁ କାର୍ଯ୍ୟ କରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button