ସରିଲା ଶନି ସାଢେଶାତୀ, କାଲୀ ରାତି ଠାରୁ ଆପଣଙ୍କ ରାଶିରେ ପ୍ରବଳ ଟଙ୍କା ବର୍ଷା

ଆପଣ ଜାଣି ଥିବେ ତ କିଛି ଲୋକମାନେ କହି ଥାନ୍ତି କି ଭଗବାନ ଶନି ଦେବ ଙ୍କୁ ସବୁ ବେଳେ ଅନ୍ୟ ମାନଙ୍କର ଖରାପ କରିଥାନ୍ତି । ଆଜି ଆମେ କହିବା କି ଭଗବାନ ଶନି ଦେବ ଆମ ମାନଙ୍କ ମଧ୍ୟରୁ କିଛି ଜଣଙ୍କ ଉପରେ ନିଜର କୃପା କରିବା ପାଇଁ ଯାଉଛନ୍ତି । ଏହି ଭଳି ଲୋକମାନେ ଏବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଆପଣମାନେ କଣ ଚାହୁଁ ଛନ୍ତି କିମ୍ବା ଆପଣ କଣ ପାଇଁ ନିଜ ଜୀବନର ଆସା କରୁଛନ୍ତି ତାହା ଆପଣଙ୍କ ମନରେ ଥିବା ବେଳେ ଏବେ ଆପଣ ନିଶ୍ଚିତ ଭାବେ ସଫଳ ହେବେ ।
ଆଜି ଆମେ କହିବା ପାଇଁ ଯାଉଛୁ କି ସବୁ ବେଳେ ଆମେ ସୌଭାଗ୍ୟ ଭୋଗ କରିବା ଏହା ସତ ନୁହେଁ ଆପଣ ଯଦି କିଛି ଖରାପ ପରିଣାମ ପାଇବେ ତାହା ମଧ୍ୟ ଆପଣ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି ଆପଣ ଆଗକୁ ଯାଇକି କିଛି ଭଲ ପରିଣାମ ପାଇବେ ।
ସବୁ ବେଳେ କେହି କେହି ଖରାପ ପରିଣାମ ପାଇବେ ତାହା ନୁହେଁ ଆପଣ ସବୁ ବେଳେ ନିଜର ଭାଗ୍ୟ ଉପରେ ନୁହେଁ ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଭଗବାନ ଶନି ଦେବଙ୍କୁ ଆରାଧନା କରିବା ଦ୍ଵାରା ଆପଣଙ୍କ ଜୀବନରେ ଖୁଶି ଆସିବ ।
ଆଜି ଆମେ କହିବା କି ଭଗବାନ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ହେବା ପାଇଁ ଯାଉଛି ଏବେ ଏହି ରାଶି ଙ୍କ ଉପରରେ tପଇସାର ବର୍ଷା ହେବେ ଏହାଙ୍କ ଉପରେ । ଆପଣ ମାନେ ଜାଣି ଥିବେ କି କିଛି ଜଣ ନିଜ ଭାଗ୍ୟରୁ ଉପରକୁ ଉଠିବା ପାଇଁ ଚାହୁଁ ଥିବା ବେଳେ କିଛି ଜଣ ନିଜ ଭାଗ୍ଯର ସହ ଚାଲିବା ପାଇଁ ପସନ୍ଦ କରିଥାନ୍ତି ।
ମାତ୍ର ଆପଣ ଯଦି ଏହି ଭାଗ୍ୟ ଶାଳି ରାଶି ଙ୍କ ମଧ୍ୟରୁ ଜେନ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ନିଜର ମନ ପସନଦର ଚାକିରି ପାଇବେ । ଯେଉଁ ମାନେ ବାହାରେ ଅଛନ୍ତି ସେମାନେ ନିଶ୍ଚିତ ଭାବେ ନିଜର ପରିବାର ଲୋକନକ ପାଖକୁ ଚାଲି ଆସିବେ । ସାଙ୍ଗ ସାଥୀ ମାନେ ଏବେ ଆପଣଙ୍କ ସହ ରହିବେ ।
ଆପଣ ଯଦି କାହାକୁ ଧାରା ଉଧାର ଦେଇଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ସୁଝି ଦେବେ । ଯେଉଁ ମାନେ ପରୀକ୍ଷା ଦେବା ପାଇଁ ଯାଉଛନ୍ତି ସେମାନଙ୍କ ଭାଗ୍ୟରେ ଏବେ ଭଲ ରେଜଲ୍ଟ ମିଳିବ । ଶତ୍ରୁ ମାନେ ପରାଜୟ ହେବେ । ଅନିଷ୍ଟ କରିବାର ଚିନ୍ତା କରୁଥିବା ଲୋକମାନେ ଏବେ ନିଶ୍ଚିତ ଭାବେ ଆପଣାଙ୍କ ଭଲ ଚିନ୍ତା କରିବେ ।
କିଛି ମତ ଭେଦ ହେବାର ସମ୍ଭାବନା ଅଛି । ଆପଣ କାହା ଆଗରେ ନିଜ ମନ କଥା ଅକହିବା ଆଗରୁ ସେମାନେ ଆପଣଙ୍କ କଥା ଜାଣି ଆପଣଙ୍କ ସହ ଠିଆ ହେବେ । ପଡୋଶୀ ଙ୍କ ସହ ସମ୍ପର୍କ ଖୁବ ଭଲ ରହିବ । ତେବେ ଏହି ରାସୀ ମାନେ ହେଲେ ମିଥୁନ, କର୍କଟ, ବୃଷ, ମୀନ, କନ୍ୟା, ମେଶ ରାଶି ।