ଜ୍ୟୋତିଷ

ଡାହାଣୀ ଭୟରେ ସମସ୍ତଙ୍କ ସୁଖିଗଲାଣି ର-କ୍ତ ୩୨୦୦୦ ଲୋକଙ୍କ ଜୀବନ ବିପଦରେ ଦେଖନ୍ତୁ ମାଲିକରେ ଲେଖା ଯାଇଥିବା ଏହି ଡାହାଣୀ କିଏ

ମାଳିକା ବଚନରେ ଯାହା ଲେଖା ହୋଇଛି ଜଣେ ବାବା ଦର୍ଶକ ମାନଙ୍କୁ କହିଛନ୍ତି। ଆଗକୁ ଆଉ ବର୍ତ୍ତମାନ କଣ ଘଟିବାକୁ ଯାଉଛି ସେ କହିଛନ୍ତି।ସେ କହିଛନ୍ତି ଯେ ଲୋକମାନଙ୍କ ଚର୍ମ ରୋଗ ହେବ।ଯେତେ ପ୍ରକାରର ଔଷଧ ଲଗାଇଲେ କି ଖାଇଲେ ଭଲ ହେବ ନାହିଁ।ବର୍ତ୍ତମାନ ଅନେକ ମହାମାରୀ ଆଉ ରୋଗ ବ୍ୟାପିଛି ଏବଂ ଲୋକମାନେ ମରୁଛନ୍ତି।

ଅଚ୍ୟୁତାନନ୍ଦ ଲେଖିଛନ୍ତି ଯେ ୬୪ ପ୍ରକାରର ରୋଗ ଆସିବ।କିନ୍ତୁ ଆଗକୁ ଅନେକ ରୋଗ ଆସିବ।ଯାହାକୁ ମଣିଷ ସାମ୍ନା କରି ପାରିବ ନାହିଁ।ଅନେକ ଲୋକଙ୍କର ବିନାଶ ଘଟିବ।କଳିଯୁଗ ଭିତରେ ଯେଉଁଭଳି ଭାବରେ ଅନ୍ୟାୟ ଆଉ ଅତ୍ୟାଚାର ବଢୁଛି ତାର ପ୍ରଭାବ ରହିଛି।ଆଗକୁ ଲୋକ ମାନଙ୍କ ଶରୀର ରୁ ରକ୍ତ ଶୁଖିଯିବ।ଦୁନିଆରେ ଆଜି କାଲି ଲୋକମାନେ ଏକ ପ୍ରକାରର ବିଶ ହିଁ ଖାଉଛନ୍ତି।

ଯେଉଁ ପିଲାମାନେ ଜନ୍ମ ନେବେ ସେ ବହୁତ ରୋଗରେ ପୀଡିତ ହେବେ।ସମସ୍ତେ ଜାଣିଛନ୍ତି ଦେହ ଥିଲେ ରୋଗ ଅଛି।ଆଗରୁ ପିଲାମାନେ ମାମୁଁ ଘରେ ଜନ୍ମ ହେଉଥିଲେ କିନ୍ତୁ ବର୍ତ୍ତମାନ ସବୁ ପିଲାମାନେ ହସ୍ପିଟାଲ୍ ରେ ଜନ୍ମ ହୋଇଛନ୍ତି।ଯେଉଁ ପିଲା ମାନେ ଜନ୍ମ ହେଉଛନ୍ତି ସେମାନେ ମେଡିକାଲ୍ କୁ ହିଁ ଯାଉଛନ୍ତି।ତାର ପ୍ରଭାବ ମଧ୍ୟ ପଡୁଛି।

 

ଲୋକମାନେ ଆଗକୁ ଆଉ ବେଶି ବଞ୍ଚି ପାରିବେ ନାହିଁ।ସେମାନେ ଯେତେ ବଡ଼ ଲୋକ ହୋଇଥାନ୍ତୁ।ଯାହା ମହାପୁରୁଷ ମାନେ ଲେଖି ଦେଇ ଯାଇଛନ୍ତି ତାହା ବର୍ତ୍ତମାନ ସବୁ ସତ ହୋଇ ଯାଉଛି।ମହାପୁରୁଷ ମାନେ ଏହା ମଧ୍ୟ ଉଲେଖ କରିଛନ୍ତି ଯେ କଞ୍ଚା ଡାହାଣୀ ମାନେ ମଧ୍ୟ ଦେଖା ଦେବେ।ବାବା ଜଣଙ୍କ ଏହି ସବୁ କଥା କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button