ମନୋରଞ୍ଜନ

କେହି ଆପଣଙ୍କ କଥାକୁ ଗୁରୁତ୍ବ ନଦେଲେ କଣ କରିବେ ଜାଣନ୍ତୁ ଏହି କ୍ଷେତ୍ରରେ କଣ କୁହନ୍ତି ବଂଶିଧାରୀ Shree Krushna

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ବା କଥା ଶୁଣିଥିବେ । ଆଉ ସୋସିଆଲ ମିଡିଆରେ ଅନେକ ପ୍ରକାରର ନୀତିବାଣୀ ମଧ୍ୟ ଦିଆଯାଉଛି । ଆଉ ଏହି ନୀତିବାଣୀ ଆମ ଜୀବନ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଆଉ ଏହି ନୀତିବାଣୀ ଶୁଣି ଆମ କାର୍ଯ୍ୟରେ ଲଗାଇଲେ ଜୀବନରେ ବହୁତ ଭଲ ଫଳ ମିଳିଥାଏ । ଆଉ ନୀତିବାଣୀ ସମସ୍ତଙ୍କ ପାଇଁ ବହୁତ ଜରୁରୀ ଅଟେ । ଆଉ ଏହି ନୀତିବାଣୀ ସମସ୍ତଙ୍କ କାର୍ଯ୍ୟରେ ଲାଗିଥାଏ । ଆଉ ନୀତିବାଣୀ ଶୁଣିଲେ ଆପଣ ମଧ୍ୟ ସୁଧୁରି ଯିବେ ଯଦି ତାକୁ କାମରେ ଲଗାଇବେ ତ ନହେଲେ ଏହାର ଫାଇଦା ଆପଣମାନେ ପାଇବେ ନାହିଁ । ଆଉ ମହାଭାରତରେ ହେଉ ବା ଅନ୍ୟାନ୍ୟ ନୀତି ଗ୍ରନ୍ଥ ଗୁଡ଼ିକରେ ଆମ ଜୀବନକୁ ନେଇ ବା ଜଣେ ବ୍ୟକ୍ତି କିପରି ସଫଳ ହେବ ଏହାକୁ ନେଇ ଅନେକ ପ୍ରକାରର ନୀତିବାଣୀ ଅଛି । ଆଉ ଏହି ନୀତିବାଣୀ ଶୁଣିଲେ ମନ ପବିତ୍ର ହୋଇଥାଏ । ଆଉ ଏହା ସମସ୍ତଙ୍କର ମଙ୍ଗଳ କରିଥାଏ । ଆଉ ଏବେ ଏବେ ସୋସିଆଲ ମିଡିଆରେ ଏହି ନୀତିବାଣୀକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି । ଯାହା ଆମ ଜୀବନ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ବା ସରକାରୀ ବା ମହତ୍ୱପୂର୍ଣ୍ଣ ଅଟେ । ଆଉ ଏହି ଭିଡିଓ ମହାଭାରତର କିଛି କଥା ଅଟେ ।

ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ ପାଇଁ କିଛି ନୀତି ଆଉ ନିୟମ ବା ଆମ ଜୀବନର ନୀତିବାଣୀ ସମ୍ପର୍କରେ କହୁଥିଲେ । ଆପଣ ଜାଣିଛନ୍ତି କି ସଫଳତା କଣ । ସଫଳତା କହିଲେ କୌଣସି ଜିନିଷକୁ ପାଇବାକୁ ଇଚ୍ଛା କରିବା ଆଉ କୌଣସି ଉପାୟରେ ତାକୁ ହାସଲ କରିବା । ଏହାକୁ ସମସ୍ତେ ସଫଳତା ଭାବିଥାନ୍ତି । କିନ୍ତୁ ସଫଳତାର ପ୍ରକୃତ ଅର୍ଥ କଣ ଆପଣ ଜାଣନ୍ତି କି ? ସେହି ବିଷୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି,

 

କୌଣସି ବ୍ୟକ୍ତିକୁ ଯଦି କିଛି ଜିନିଷ ଦେବା ସେ ତାର ଲାଭ ଉଠାଇପାରିବ ନାହିଁ ତାହେଲେ ତାକୁ ଦେଇକି ଲାଭ କଣ । ଯଦି ଯିଏ ପାଠ ପଢ଼ିନଥିବ ତାକୁ ଗୋଟିଏ ଗ୍ରନ୍ଥ ଦେବା ତାହେଲେ ସେ ସେହି ଗ୍ରନ୍ଥର କଣ କରିବ । ସେଥିପାଇଁ ଆମେ ଯେଉଁ ଜିନିଷ ଜାଣିଛେ ତାକୁ ଅନ୍ୟ କାହାର କାମରେ ଲଗାଇବା ବା ତାକୁ ସାହାଯ୍ୟ କରିବାକୁ ପ୍ରକୃତରେ ସଫଳତା କୁହାଯାଏ । ଏହା ହେଉଛି ସଫଳତାର ପ୍ରକୃତ ଅର୍ଥ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button