ଜ୍ୟୋତିଷ

ମନରୁ ଦୂର ହେଲା ସବୁ ସଙ୍କା ମିଳିଲା ପ୍ରମାଣ କେଉଁ ଜାଗାରେ ଜନ୍ମ ହେବେ କଳ୍କୀ ହେଲା ସ୍ପଷ୍ଟ ଦେଖନ୍ତୁ Malika Special

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ମାଳିକା ଗ୍ରନ୍ଥ ବିଷୟରେ ତ ଜାଣିଥିବେ । ଏହା ଏପରି ଏକ ଗ୍ରନ୍ଥ ଯାହାକୁ ଶୁଣିଲେ ବା ଜାଣିଲେ ଆପଣମାନେ ଆଗାମୀ ଭବିଷ୍ୟତ କଥା ଜାଣିପାରିବେ । ଆଉ ମାଳିକା ବଚନ କେବେ ଆନ ହୁଏ ନାହିଁ । ଅର୍ଥାତ୍ ମାଳିକାରେ ଯାହା ଲେଖା ହୋଇଛି ତାହା କେବେ ନା କେବେ ସତ ହେବ । ଆଉ ଏହାକୁ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି । ଆଉ ସେ ଏହି ଗ୍ରନ୍ଥରେ ଆଗାମୀ ଭବିଷ୍ୟତରେ ଦୁନିଆରେ କଣ ଘଟିବ ତାହା ବିଷୟରେ ସବୁ ଲେଖିଛନ୍ତି ।

ଆଉ ସେ ଏହି କଳି ଯୁଗ କେବେ ଆଉ କିପରି ଶେଷ ହେବ ତାହା ବିଷୟରେ ମଧ୍ୟ ସେହି ଗ୍ରନ୍ଥରେ ଲେଖିଛନ୍ତି । ଆଉ ଏହି ଗ୍ରନ୍ଥ ସମସ୍ତଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ । ଆଉ ମହାପ୍ରଭୁ ଜଗନ୍ନାଥ ଆଉ ଏକ ଅବତାରରେ ଜନ୍ମ ନେବେ । ଆଉ ମାଳିକା ସୂଚନା ଅନୁସାରେ ଏହି କଳି ଯୁଗ ଆଉ କିଛି ବର୍ଷ ପରେ ଶେଷ ହେବାକୁ ଯାଉଛି । ଆଉ ଏହା ନିଶ୍ଚୟ ହେବ ମଧ୍ୟ । କାରଣ ସଖା ଅଚ୍ୟୁତାନନ୍ଦ ଦାସ ଏହିସବୁ ଜାଣିପାରି ଏହି ମାଳିକା ଗ୍ରନ୍ଥରେ ରଚନା କରିଛନ୍ତି । ଏହି ମାଳିକା ଗ୍ରନ୍ଥରେ ଲେଖା ଯାଇଥିବା କିଛି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯେଉଁଥିରେ ଜଣାପଡୁଛି କି ପ୍ରଭୁ ଜଗନ୍ନାଥଙ୍କର ଦଶମ ଅବତାର କଳ୍କୀ ଅବତାର ଧରା ପୃଷ୍ଠକୁ ଆସିବ । ଆଉ ସେ ଜନ୍ମ ନେବେ ଏହି ଧରାପୃଷ୍ଠରେ । ଆଉ ଏହି ସମ୍ପର୍କରେ ମାଳିକା ସୂଚନା ଦେଉଛି କି, ମହାପ୍ରଭୁ ଜଗନ୍ନାଥଙ୍କ ଦଶମ ଅବତାର କଳ୍କୀ ଅବତାର ରୂପେ ସେ ବିରଜା କ୍ଷେତ୍ର ଯାଜପୁରରେ ଜନ୍ମ ନେବେ । ଆଉ କଳ୍କୀ ଅବତାର ରୂପେ ପ୍ରଭୁ ଜଗନ୍ନାଥ ଏକ ହରିଜନ କୂଳରେ ଜନ୍ମ ନେବେ । ଆଉ ସେ ଏପରି ଘରେ ଜନ୍ମ ହେବେ ଯେଉଁ ଘରର ଉତ୍ତର ଦିଗରେ କଦମ୍ବ ବୃକ୍ଷ ଥିବ ଆଉ ଦକ୍ଷିଣ ଦିଗରେ ପିପଳ ବୃକ୍ଷ ଥିବ ସେହି ଘରେ ଜନ୍ମ ନେବେ ।

 

ଆଉ ସେତେବେଳେ ଲଗ୍ନ କର୍କଟ ଶୁକ୍ର ପଞ୍ଚମୀରେ ଗୁରୁ ଆବର ଥିବେ, ଶନି ଚତୁର୍ଥ ଘରେ ଥିବେ । ସେ କମଳପୁର ଅଞ୍ଚଳରେ ଜନ୍ମ ନେବେ । ଏହି ଭିଡିଓ ବହୁତ ଦୁର୍ଲଭ ଅଟେ ଆପଣଙ୍କ ଭାଗ୍ୟ ଥିଲେ ଆପଣ ଏହାକୁ ଦେଖିପାରିବେ । ପ୍ରଭୁଙ୍କୁ ଯିଏ ଜାଣିଲା ଭଳି ଥିବ ଭାବ ଭକ୍ରି ଦ୍ଵାରା ହିଁ ଭଗବାନଙ୍କୁ ଜାଣି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button