ଭୟଙ୍କର କବାଟ ଯିଏ ଥରେ ଏଠାକୁ ଗଲା ମୃ-ତ୍ୟୁ ଶୁନିଶ୍ଚିନ୍ତ ଦେଖନ୍ତୁ କାହିଁକି ଏ କବାଟ ଅଭିଶପ୍ତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଏମିତି କିଛି ଆଶ୍ଚର୍ୟ୍ଯ ମୟ ବା ରହସ୍ୟ ମୟ ଜାଗା ସମ୍ପର୍କରେ ଜାଣିବା ଯାହାକୁ ଶୁଣିବା ପାରେ ଆପଣ ମାନେ ମଧ୍ୟ ଆଶ୍ଚର୍ୟ୍ଯ ଚକିତ ହୋଇଯିବେ। ବିହାର ରେ ଥିବା ରୋହତାସଗଡ ଦୁର୍ଗ। ଫ୍ରାନ୍ସ ର ଏକ ଇତିହାସକାର ଫୁକାନାନ କସାଲ୍ ଏଠାକୁ ୨୦୦ ବର୍ଷ ପୂର୍ବେ ଆସିଥିଲେ ଓ ଏହାପରେ ସେ କହିଥିଲେ ସେ ନିଜ ଆଖିରେ ଏହି ଦୁର୍ଗ ର କବାଟ ରୁ ରକ୍ତ ବାହାରିବା ର ଦେଖିଥିଲେ। ହେଲେ ଏପର୍ଯ୍ୟନ୍ତ ଏହି ରହସ୍ୟ କୁ କେହି ମଧ୍ଯ ଏଡାଇ ଦେଇ ପାରି ନାହାଁନ୍ତି।
ଉତ୍ତରାଖଣ୍ଡ ରେ ଅବସ୍ଥିତ ଅଛି ରୂପ କୁଣ୍ଡ ହ୍ରଦ।୧୪୯୨ ମସିହାରୁ ଭାରତୀୟ ବନ ବିଭାଗ ଅଧିକାରୀ ମାନେ ଏଠାରେ ଗୋଟେ କଙ୍କାଳ କୁ ଖୋଜି ପାଇଥିଲେ। ଏହାପରେ ସେଠାରେ ଖୋଳିଵାରୁ ଲକ୍ଷାଧିକ ସଂଖ୍ୟାରେ ନର କଙ୍କାଳ ମାନ ପାଇଥିଲେ। ଏହାପରେ ୧୯୫୦ ମସିହାରେ ଆମେରିକାର ବୈଜ୍ଞାନିକ ମାନେ ତାକୁ ନେଇ ପରୀକ୍ଷା କରିବାରୁ ଜଣା ପଡିଲା କି ସେହି କଙ୍କାଳ ଗୁଡିକ ସେଠାରେ ବହୁତ୍ ବରଫ ବୃଷ୍ଟି ଯୋଗୁଁ ଲୋକ ମାନଙ୍କ ମୃ-ତ୍ୟୁ ହେବାରୁ ହୋଇଛି।
USA ର ସେଲିଂ ଷ୍ଟୋନ। ଏଠାରେ ଅଛି ରେଷ୍ଟ୍ ଟ୍ରାକ୍ ପଲୟା ଏଠାରେ ଏକ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏଠାରେ ଥିବା ଏକ ପଥର ଗୋଟିଏ ସ୍ଥାନ ରୁ ଅନ୍ୟ ଏକ ସ୍ଥାନ କୁ ଯାଇଥାଏ। ଏବଂ ପରୀକ୍ଷା ପରେ ଜଣା ପଡ଼ିଲା ବର୍ଷା କାରଣ ରୁ ଏଠାରେ ଏକ ବରଫ ର ପତଳା ଆବରଣ ସୃଷ୍ଠି ହୋଇଥାଏ ଯଦ୍ୱାରା ଏହି ପଥର ଖସି ଖସି ଆସେ। ବେଙ୍ଗାଳୁରୁ ରେ ଥିବା ନନ୍ଦିଶ୍ୱର ମନ୍ଦିର।୧୯୯୭ ରେ ଏଠାରେ ଏକ ବ୍ୟକ୍ତି ମାଟି ଖୋଳୁ ଥିବା ସମୟରେ ତାଙ୍କୁ ନନ୍ଦୀ ଙ୍କ ଏକ ପ୍ରତିମା ଦେଖିବାକୁ ମିଳିଥିଲା। ଏହାପରେ ଅଧିକ ଖୋଲିବାରୁ ସେଠାରୁ ଏକ ଶିବ ଲିଙ୍ଗ ମଧ୍ଯ ମିଳିଥିଲା। ହେଲେ ସେ ନନ୍ଦୀ ଙ୍କ ମୁଖ ରୁ ପାଣି ବୋହୁଥିଲା।
ସିସିଟିଭି କ୍ୟାମେରା ଦ୍ବାରା ପ୍ରକୃତ ଭୁତ ଦେଖା ଦେଇଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେ ଅଫିସ ର କବାଟ ଆପେ ଆପେ ବନ୍ଦ ହେବା ସହ ଅଫିସ ରେ ଥିବା ଡ୍ର ମଧ୍ୟ ଆପେ ଆପେ ଖୋଲି ଯାଉଛି। ସଂପୂର୍ଣ୍ଣ ଭିଡିଓ ଦେଖିଲେ ଆପଣ ମାନେ ଏହି ଘଟଣା ଗୁଡ଼ିକ ସମ୍ପର୍କ ରେ ସଂପୂର୍ଣ୍ଣ ଭାବରେ ଜାଣି ପାରିବେ।



