ମନୋରଞ୍ଜନ

ବାହାଘର ପୂର୍ବରୁ ନିଜ ଜୀବନ ସାଥି ଙ୍କୁ ନିହାତି ଭାବେ ପଚାରନ୍ତୁ ଏହି ୫ ଟି କଥା ନହେଲେ ପରେ ବହୁତ୍ ହଇରାଣ ହେବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ ଯେ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ। ଏହା ଦୁହେଁ ପତି ଓ ପତ୍ନି ଙ୍କ ମଧ୍ୟରେ ଗଢ଼ି ଉଠିଥାଏ। ଏହି ବିବାହ ବନ୍ଧନରେ ଉଭୟ ପତି ଓ ପତ୍ନୀ ସୁଖୀ ରହିବା ଉଚିତ୍ ତାହା ହେଲେ ହିଁ ତାଙ୍କ ଜୀବନ ସୁଖମୟ ହୋଇଥାଏ। ତେବେ ଏହି ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଆମ ଜୀବନ ସାଥୀ ଙ୍କୁ ବିବାହ ପୂର୍ବରୁ ଚାରୋଟି ପ୍ରଶ୍ନ ପଚାରିବା ଉଚିତ ଅଟେ।

ପ୍ରଥମେତ ପ୍ରଶ୍ନ ଟି ନିଜ ଜୀବନ ସାଥୀ ଙ୍କୁ ପଚାରିବା ଉଚିତ୍ କି ସେ ଏହି ବିବାହ ନିଜ ଇଚ୍ଛାରେ କରୁଛନ୍ତି କି ନାହିଁ। କାରଣ ଅନେକ ଚାପ ଗ୍ରସ୍ତ ହୋଇ ବିବାହ କରିଥାଆନ୍ତି ଏବଂ ଏଥି ସହ ଏହା ମଧ୍ୟ ପଚାରିବା ଉଚିତ କି ସେ ଆପଣଙ୍କ ସହ ବିବାହ କରି ଖୁସୀରେ ଅଛନ୍ତି ନା ନାହିଁ। ଏପରି ପରିସ୍ଥିତିରେ ଯଦି ତାଙ୍କ ଅନିଚ୍ଛା ସତ୍ତ୍ବେ ଆପଣଙ୍କୁ ବିବାହ କରିଥାଆନ୍ତି ତେବେ ସେହି ବିବାହ ବେଶି ଦିନ ପର୍ଯ୍ୟନ୍ତ ଚାଲି ନଥାଏ।

ଦ୍ଵିତୀୟ ପ୍ରଶ୍ନ ଟି ଏହା ପଚାରିବା ଉଚିତ୍ କି ସେ ନିଜ ଜୀବନ ସାଥୀ ରେ କଣ କଣ ଗୁଣ ମାନ ଦେଖିବାକୁ ଚାହାନ୍ତି। ତଥା ତାଙ୍କୁ କେଉଁ ପ୍ରକାରର ପୁରୁଷ ପଶନ୍ଦ ଯେପରି କି ମଧ୍ୟମ ଧାରଣର ବ୍ୟକ୍ତି ନା କୌଣସି ଧନୀ ବ୍ୟକ୍ତି। ଏହା ପଚାରିବା ଦ୍ବାରା ଆପଣ ଜାଣି ପାରିବେ ଯେ ତାଙ୍କ ମନରେ ସେ କିଭଳି ପୁଅ ଚାହୁଁଛନ୍ତି।

ତୃତୀୟ ଟି ହେଉଛି ବିବାହ ପୂର୍ବ ରୁ ଏହା ଜାଣିବା ଉଚିତ କି ଆପଣ ଙ୍କ ଜୀବନ ସାଥିଙ୍କୁ ଶାକାହାରୀ ପଶନ୍ଦ ଅଟେ ନା ମାଂସହାରି ପସନ୍ଦ ଅଟେ କାରଣ ଯଦି ମାଂସହାରି ହୋଇଥାଏ । ତେବେ ସେ ଶାକାହାରୀ ପରିବେଶ ରେ କେବେ ମଧ୍ଯ ଚଳି ପାରିବେ ନାହିଁ। ତେଣୁ ବିବାହ ପୂର୍ବରୁ ଏହା ଜାଣିବା ନିଶ୍ଚିତ ଭାବରେ ଜାଣିବା ଉଚିତ।

ଚତୁର୍ଥ ଟି ହେଉଛି  ଆପଣ ତାଙ୍କୁ ଏହା ପଚାରିବେ କି ସେ ମଧ୍ୟ ଆପଣଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ଚାହୁଁ ଛନ୍ତି ନା ନାହିଁ। ଏହା ଦ୍ବାରା ତାଙ୍କ ମନରେ ଥିବା ଦ୍ଵନ୍ଦ ସବୁ ଦୁର ହୋଇଥାଏ। ସେହି ପରି ଅବ୍ୟସବୁ ପ୍ରଶ୍ନ ତାଙ୍କୁ କଣ ପଶନ୍ଦ, ସେ କଣ ଖାଇବାକୁ ଭଲ ପାଆନ୍ତି, ବିବାହ ପରେ ଚାକିରୀ କରିବେ ନା ନାହିଁ ଏବଂ ସଂଗଠିତ ପରିବାର ନା ଏକା ରହିବାକୁ ସେ ଚାହାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button