ଜ୍ୟୋତିଷ

ମହିଳାଙ୍କ ଭିତରେ ଯେତେବେଳେ ଆସିବ ଏହି ପରିବର୍ତ୍ତନ ସେତେବେଳେ ଯାଇ ହେବ କଳିଯୁଗର ଅନ୍ତ, ଜାଣନ୍ତୁ କେମିତି ହେବ ଦୁନିଆର ଅନ୍ତ

ଦୁନିଆର ଅନ୍ତ ହେବାର ଖବର ଆପଣମାନେ କେତେ ଥର ନ୍ୟୁଜ ଚ୍ୟାନେଲ କିମ୍ବା ଖବର କାଗଜରେ ପଢିଥିବେ କିନ୍ତୁ ଆଜି ପର୍ଯ୍ୟନ୍ତ ଦୁନିଆ ଯେଉଁଠି ଅଛି ସେଠି ହିଁ ଅଛି । ଏହା ବିଷୟରେ ଧାର୍ମିକ ଗ୍ରନ୍ଥରେ ଲେଖା ହୋଇଛି କି ଦିନେ ନା ଦିନେ ସର୍ବନାଶ ତ ନିଶ୍ଚିତ ହେବ କିନ୍ତୁ ଏହାର କାରଣ ବିଷୟରେ ସବୁଥିରେ ଅଲଗା ଅଲଗା ଲେଖା ହୋଇଛି ।

ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥରେ ସଂସାର ଏବଂ ବ୍ୟକ୍ତିମାନଙ୍କ ସହ ଜଡିତ ବିଭିନ୍ନ କଥା ଲେଖା ହୋଇଛି ଯାହାକୁ ଭଗବାନ ବିଷ୍ଣୁ ନିଜେ କହିଛନ୍ତି । ଭଗବାନ ବିଷ୍ଣୁ ଗୀତାରେ କହିଛନ୍ତି କି କଳିଯୁଗର ଆରମ୍ଭ କେମତି ହେବ ଏବଂ ତାହାର ଅନ୍ତ କିପରି ଭାବରେ ହେବ ? ମହିଳାଙ୍କ ମଧ୍ୟରେ ଯେତେବେଳେ ଆସିବ ଏହି ପରିବର୍ତ୍ତନ ସେତେବେଳେ ହିଁ କଳିଯୁଗର ଅନ୍ତ ହେବ ।

ମହିଳାଙ୍କ ମଧ୍ୟରେ ଆସିବ ଯେତେବେଳେ ଏହି ଚେଞ୍ଜେସ ସେତେବେଳେ ହବ କଳିଯୁଗର ଅନ୍ତ

୧. ଭଗବାନ ବିଷ୍ଣୁ କହିଛନ୍ତି କି କଳିଯୁଗର ଆରମ୍ଭ ସର୍ବେ ପ୍ରଥମେ ସ୍ତ୍ରୀମାନଙ୍କର ଚୁଟିରୁ ଆରମ୍ଭ ହେବ । ଯେଉଁ ଚୁଟିକୁ ସ୍ତ୍ରୀମାନଙ୍କର ଶ୍ରୃଂଗାର କୁହାଯାଏ, କଳିଯୁଗରେ ସେହି ମହିଳାମାନେ ନିଜର ଚୁଟିକୁ କାଟିବା ଆରମ୍ଭ କରିଦେବେ ।

୨. ଯେଉଁ ଦିନ ଗୋଟିଏ ପୁଅ ନିଜ ବାପା ଉପରେ ହାତ ଉଠାଇବେ ତେବେ ଜାଣିନେବେ କି କଳିଯୁଗ ନିଜର ଚରମ ସୀମା ଉପରେ ଅଛି ।

୩. କଳିଯୁଗରେ କେହି ବି ପରସ୍ପରକୁ ସତ କହିବେ ନାହିଁ, ସବୁଆଡେ କେବଳ ମିଛ ହିଁ ମିଛ ଥିବ ।

୪. କଳିଯୁଗରେ ଝିଅମାନେ ବିଲକୁଲ ଅସୁରକ୍ଷିତ ରହିବେ, ତାଙ୍କୁ ନିଜ ଘରେ ହିଁ ଶୋଷଣ କରାଯିବ ।

୫. କଳିଯୁଗରେ ବାହାଘର କେବଳ ଗୋଟିଏ ବୁଝାମଣା ହୋଇ ରହିଯିବ ।

୬. ଯେଉଁଭଳି ଭାବରେ ସତ୍ୟଯୁଗରେ ଲୋକମାନଙ୍କର ବୟସ ଲମ୍ବା ହେବା ପରେ ହିଁ ମୁର୍ତ୍ୟୁ ହୋଇଥାଏ କିନ୍ତୁ କଳିଯୁଗରେ ଯେତେବେଳ କୌଣସି ବ୍ୟକ୍ତିର ମୁର୍ତ୍ୟୁ ହେବ ତେବ ତାହାର ବୟସ ମାତ୍ର ୨୦ ରୁ ୩୦ ମଧ୍ୟରେ ହିଁ ଥିବ ।

୭. କଳିଯୁଗରେ ବେଇମାନିର ସବୁଆଡେ ଚାଲିବ, ଲୋକମାନେ ପରସ୍ପର ଠାରୁ ଠକି କରି ଟଙ୍କା ନେବେ ।

୮. ଦେଶର ଚାରିଆଡେ ଅକାଳ ଏବଂ ଭୋକ ବିସ୍ତାର କରିବାକୁ ଲାଗିବ । ଲୋକମାନେ ଶୋଷ ଏବଂ ଭୋକରେ ମରିବାକୁ ଲାଗିବେ ।

୯. ଭଗବାନ ବିଷ୍ଣୁ କହିଛନ୍ତି କି ଯେତେବେଳେ ୭ ବର୍ଷର ଝିଅ ଏକ ଶିଶୁକୁ ଜନ୍ମ ଦେବ ତେବେ ଜାଣିନିଅନ୍ତୁ କି ବର୍ତ୍ତମାନ ଘୋର କଳିଯୁଗ ଆସି ଯାଇଛି ।

୧୦. ଭଗବାନ ବିଷ୍ଣୁଙ୍କର ଅନୁସାରେ ସେ, ଶିବ ଏବଂ ବ୍ରହ୍ମା ଏକ ହୋଇଯିବେ ଏବଂ ସେମାନେ ତିନି ଜଣ ମିଶି ଏହି କଳିଯୁଗର ଅନ୍ତ କରିଦେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button