ଜ୍ୟୋତିଷ

ରଥଯାତ୍ରା ରୁ ଖୋଲିବ ଭାଗ୍ୟ ଏହି ୫ ଟି ରାଶି ହୋଇଯିବେ ମାଲାମାଲ୍ ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁ ଗଣ ଏ ବର୍ଷ ଜୁଲାଇ ମାସ ୧ ତାରିଖ ରେ ପଡ଼ୁଚି ରଥ ଯାତ୍ରା ବା ଶ୍ରୀ ଗୁଣ୍ଡିଚା। ସମଗ୍ର ବିଶ୍ବରେ ଏହି ରଥ ଯାତ୍ରା ର ବହୁ ମହତ୍ତ୍ଵ ରହି ଅଛି। କିନ୍ତୁ ଏହି ରଥ ଯାତ୍ରା ରେ ଏ ଭଳି କିଛି ୫ଗୋଟି ରାଶି ଅଛନ୍ତି ଯେଁଉ ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ଓ ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ହେବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟ ରେ।
ପ୍ରଥମ ରାଶି ହେଇଚି ବୃଷ ରାଶି। ଏହି ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ବିଶେଷ କୃପା ପଡ଼ିବ। ଯାହା କାରଣ ରୁ ଏହି ରାଶି ର ଲୋକ ମାନେ ବହୁତ ଧନ ବାନ ହେବେ
ଏବଂ ଏମାନଙ୍କ ଜୀବନ ରେ ବହୁ ଦୁଃଖ କଷ୍ଟ ଦୁର ହେବାକୁ ଯାଉଛି।
ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି। ସମାଜ ପାଇଁ ଏହି ରାଶି ର ଲୋକ ମାନେ କିଛି ମହତ୍ତ୍ଵ ପୂର୍ଣ୍ଣ କାମ କରିବେ।
୨ ୟ ରାଶି ହେଲା ସିଂହ ରାଶି । ଏହି ରାଶି ର ପରିବାର ରେ ସୁଖ ଶାନ୍ତି ର ବାତା ବରଣ ରହିବ।
ଜୀବନ ସାଥି ର ପୁରା ସାହାଯ୍ୟ ମିଳିବ ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ରୁ ଆର୍ଥିକ ସ୍ତିତି ସୁଧୁରି ଯିବ ଚାକିରୀ କ୍ଷେତ୍ର ପଦ ଉନ୍ନତି କରିବେ। ମା ଲକ୍ଷ୍ମୀ ଙ୍କ ଆରାଧନା କରିବା ଦ୍ୱାରା ଜୀବନ ର ସମସ୍ତ ସମସ୍ୟା ସମାଧାନ ହେଇ ଯିବ।
୩ୟ, ୪ର୍ଥଓ ୫ମ ରାଶି ଗୁଡ଼ିକ ହେଲା ଯଥା କ୍ରମେ କନ୍ୟା ରାଶି, ତୁଳା ରାଶି ଓ କୁମ୍ଭ ରାଶି। ଏହି ରାଶି ଗୁଡ଼ିକ ମାନଙ୍କ ଭାଗ୍ୟ ରେ ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ଲାଭ କରିବେ। ଯଦି ଏ ମାନେ ବେପାର କରିବେ ତେବେ ମହା ଲକ୍ଷ୍ମୀ ଙ୍କ କୃପା ରୁ ଅଧିକ ଲାଭ ପ୍ରାପ୍ତ ହେବ। ସଫଳତା ପାଇବା ପାଇଁ ନିଜ ପରିବାର ଲୋକ ଓ ବନ୍ଧୁ ମାନଙ୍କ ଠୁ ସାହାଯ୍ୟ ନେଇ ପାରନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button