ଜ୍ୟୋତିଷ

ବିବାହିତ ମହିଳା ଏହି ଜିନିଷ ପିନ୍ଧିଲେ ରାତାରାତି ହୋଇଯିବେ କାଙ୍ଗାଳ ,ଦାରିଦ୍ର୍ୟତା କେବେବି ଆପଣଙ୍କ ପିଛା ଛାଡ଼ିବ ନାହିଁ

ନମସ୍କାର ଦର୍ଶକବନ୍ଧୁ ବିବାହିତ ମହିଳା ମାନେ କେବେବି ଏହି ତିନୋଟି ଜିନିଷ କେବେବି ନ ପିନ୍ଧିବା ଉଚିତ ହିନ୍ଦୁ ଧର୍ମର ସଂସ୍କୃତିରେ ବାସ୍ତୁ ଶାସ୍ତ୍ରର ବହୁତ ଅଧିକ ମହତ୍ତ୍ୱ ରହିଥାଏ ଆମେ ଯେକୌଣସି କାର୍ଯ୍ୟକୁ ଆରମ୍ଭ କରିଥାଉ ତା ପୂର୍ବରୁ ଆମେ ବାସ୍ତୁ ବିଷୟରେ ଜାଣିଥାଉ ଯାହା ଫଳରେ ଭବିଷ୍ୟତରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ ଆଜିର ଏହି ଆଧୁନିକ ଯୁଗରେ ବିବାହିତ ମହିଳା ମାନେ ଏମିତି ଅନେକ ଜିନିଷ ପିନ୍ଧି ଥାଆନ୍ତି ଯାହା ଫଳରେ ସେମାନଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ |ଏହା ଫଳରେ ସେମାନଙ୍କ ପରିବାରକୁ ମଧ୍ୟ ବହୁତ ପ୍ରକାର ସମସ୍ୟାରେ ସାମ୍ନା କରିବାକୁ ପଡିଥାଏ |ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ସେହି ତିନୋଟି ଜିନିଷ

ପ୍ରଥମ ଜିନିଷଟି ହେଉଛି କଳା ରଙ୍ଗର ଚୁଡ଼ି ବିବାହିତ ମହିଳା ମାନେ କଳା ରଙ୍ଗର ଚୁଡ଼ି କେବେବି ନପିନ୍ଧିବା ଦରକାର ଏଭଳି କରିବା ଦ୍ୱାରା ସେହି ମହିଳାଙ୍କ ଉପରେ ଶନିଦେବଙ୍କ କୁ ଦୃଷ୍ଟି ପଡ଼ି ଯାଇଥାଏ ଏବଂ ତାକୁ ବହୁତ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ |ତାଙ୍କ ଵିଵାହିତ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ଏହା ଫଳରେ ତାଙ୍କ ଘରେ ନାକରାତ୍ମକ ଶକ୍ତି ଗୁଡ଼ିକର ପ୍ରଭାବ ବଢ଼ି ଯାଏ

ଦ୍ୱିତୀୟରେ ହେଉଛି ପାଦରେ ସୁନା ଜିନିଷ ଏହି ଆଧୁନିକ ଯୁଗରେ ମହିଳା ମାନେ ସୁନ୍ଦର ଦେଖାଯିବା ପାଇଁ ସୁନାର ପାଉଁଜି ପିନ୍ଧି ଥାନ୍ତି ଏହା ବିବାହିତ ମହିଳା ମାନଙ୍କ ପାଇଁ ଅଶୁଭତ୍ୱର ଲକ୍ଷଣ ଅଟେ ପାଦରେ ସୁନାର ଜିନିଷ ପିନ୍ଧିବା ଦ୍ୱାରା କୁବେର ମହାରାଜା ରାଗି ଯାଆନ୍ତି ଯାହା ଫଳରେ ତାଙ୍କ ପରିବାରରେ ସମ୍ବଦ ଭଲ ରହେ ନାହିଁ |

!
ତୃତୀୟରେ ରହିଛି ଧଳା ରଙ୍ଗର ଶାଢ଼ୀ ଆଜି କାଲିର ଫେସନ ଯୁଗରେ ମହିଳା ମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ଶାଢ଼ୀ ପିନ୍ଧି ଥାଆନ୍ତି ଯାହା ସେମାନଙ୍କ ପାଇଁ ଅଧିକ ଅସୁବିଧା ଆଣିଥାଏ ବାସ୍ତୁ ଶାସ୍ତ୍ର ଅନୁସାରେ ବିବାହିତ ମହିଳା ମାନେ କେବେବି ଧଳା ଶାଢ଼ୀ ପିନ୍ଧିବା ଉଚିତ ନୁହେଁ ଧଳା ରଙ୍ଗର ଶାଢ଼ୀ ପିନ୍ଧିବା ଦ୍ୱାରା ପ୍ରତିବତାର ଧର୍ମ ନିପାତ ହୋଇଥାଏ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button