ରାଜ୍ୟ

ସ୍ଵୟଂ jaganatha ଦେଲେ ମହା ପ୍ରସାଦ ଜନ୍ମ ହେଲା ପୁଅ ସେଇ ପୁଅକୁ ମୁଣ୍ଡିଆ ମାରିଲେ ପୁରୀ ରାଜା ଗଜପତି ମହାରାଜ Jay Jagannath

ମାଳିକା ରେ ଯାହା ଲେଖା ହୋଇଛି ତାହା ବର୍ତ୍ତମାନ ସତ ହେଉଛି ବୋଲି ଏହାର ପ୍ରମାଣ ବହୁତ କିଛି ପାଇ ସାରିଲେଣି।ବର୍ତ୍ତମାନ କେତେଜଣ ବାବା ମାଳିକା ଉପରେ କିଛି ତଥ୍ୟ ଦେଇଛନ୍ତି।
ସେ କହିଛନ୍ତି ଯେ ଯେତେବେଳେ ସେ ଯେଉଁ ଆଶ୍ରମରେ ରହୁଛନ୍ତି କରିଥିଲେ ସେତେବେଳେ ରାଧା କୃଷ୍ଣ ଙ୍କ ସହିତ ଅଷ୍ଠ ସଖୀ ଙ୍କୁ ପୂଜା କରାଯାଇଛି।ମହାପୁରୁଷ ଅଚ୍ୟୁତାନନ୍ଦ ବହୁତ ଆଗରୁ ଏହି ବିଷୟରେ ଉଲ୍ଲେଖ କରାଯାଇଛି ବୋଲି ବାବା ଜଣଙ୍କ କହିଛନ୍ତି।
ତେଣୁ ବାବା ଙ୍କୁ ବ୍ରହ୍ମଚାରୀ ବାବା ଭାବେ ଡାକିଥାନ୍ତି।ବାବା ଶ୍ରୀ ବୈକୁଣ୍ଠ ନାଥ ବ୍ରହ୍ମଚାରୀ ଙ୍କୁ ତାଙ୍କର ଜନ୍ମିତ ପିତା ମାତା ଆବିର୍ଭାବ କରିଥିଲେ ସେ ନିକଟରେ ଥିବା ବିଶ୍ୱନାଥ ପୁର ବ୍ରାହ୍ମଣ ଶାସନରେ ସେ ଥିଲେ ଜଣେ ଜମିଦାର।
ଏହି କଥା ହେଉଛି ୧୯୧୨ ମସିହା ମାଘ ଶୁକ୍ଳ ଦ୍ୱିତୀୟା ରେ ସୁଭଦ୍ରା ଦେବୀ ଙ୍କ କୋଳରୁ ଆଉ ତାଙ୍କ ପିତା ଚୌଧୁରୀ ଚୈତନ୍ୟ ଚରଣ।ଗୁରୁଦେବ ଙ୍କ ଛୋଟ ବେଳର ନାମ ଥିଲା ଚୌଧୁରୀ ବଟ ଚରଣ।ଏହା ମାଳିକା ରେ ଲେଖା ହୋଇଛି।
ମହାପୁରୁଷ ଙ୍କ ର କିଭଳି ଦିବ୍ୟଦୃଷ୍ଟି ଥିଲା ଯେ ଏହିପରି ଗୁରୁଦେବ ଜଣେ ଆସିବେ ଆଉ ଲୀଳା କରିବେ ବୋଲି ସେ ଲେଖିଛନ୍ତି।ଏହାପରେ ସେ ଆସିଲେ ଅଲୌକିକ ଲୀଳା କରିଲେ।ଅନେକ ଦିନ ଧରି ତାଙ୍କ ମା ଙ୍କ କୋଳ ଖାଲି ପଡିଥିଲା।
ତାଙ୍କ ଘରେ ଇଷ୍ଟ ଦେବ ହେଉଛନ୍ତି ଗୋପୀନାଥ। ମାତା ସୁଭଦ୍ରା ଆଉ ଚୌଧୁରୀ ଚୈତନ୍ୟ ଚରଣ ତାଙ୍କୁ ସ୍ମରଣ କରିଲେ।ଏହାପରେ ସେ ସ୍ବପ୍ନ ଦେଖୁଛନ୍ତି ଏକ ଧଳା ହାତୀ ଉପରେ ଶଙ୍ଖ,ଚକ୍ର, ଗଦା ଆଉ ପଦ୍ମ ଧାରଣ କରିଥିଲେ।
ଦିବ୍ୟ ପୁରୁଷ ଜଣେ ଆସି ମାତା ସୁଭଦ୍ରା ଙ୍କୁ ହାତ ଧରି ନମସ୍କାର କରୁଛନ୍ତି।ଆଉ ତାଙ୍କ ପାଦ ତଳେ ଏକ ପଦ୍ମ ଫୁଲ ପକାଇ ଦେଉଛନ୍ତି।ଆଉ ଏକ ଛୋଟ ଛୁଆ ମା ମା ହୋଇ ସୁଭଦ୍ରା ଙ୍କ କୋଳରେ ସୋଇ ପଡୁଛି।ଏହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ।
ଏହାପରେ ତାଙ୍କର ଏକ ପୁଅଟିଏ ହେଲା।ସ୍ଵୟଂ ଜଗନ୍ନାଥ ମହାପ୍ରସାଦ ଦେଇଥିଲେ।ପୁଅଟିଏ ଜନ୍ମ ହୋଇଥିଲା।ସେହି ପୁଅକୁ ସମସ୍ତେ ନମସ୍କାର କରିଲେ।ଏହା ବହୁତ ସୁନ୍ଦର ଦୃଶ୍ୟ ହୋଇଥିଲା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button