ଦେଶ- ବିଦେଶ

ଏ ହେଉଛି ମହାଦେବ ଙ୍କ ଦୁର୍ଲଭ ଶିବଲିଙ୍ଗ ଏହାକୁ ରକ୍ଷା କରନ୍ତି ସ୍ଵୟଂ Mahadeba ଏହି ରହସ୍ୟମୟ ସାଧୁ ଙ୍କୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦେବା ଧି ଦେବ ମହାଦେବ ଙ୍କ କୃପା ଅପାର ଅଟେ। ସେ ଯେତେବେଳେ କାହା ଉପରେ ପ୍ରସନ୍ନ ହୋଇ ଯାଇଥାନ୍ତି ସେତେବେଳେ ତାଙ୍କୁ କୃପା ଵୃଷ୍ଠି କରିବାକୁ କେହି ମଧ୍ୟ ଅଟକାଇ ପାରି ନଥାନ୍ତି। ଆପଣ ମାନେ ଏମିତି ଶିବ ଲିଙ୍ଗ ଜାଣିଛନ୍ତି କି ଯାହା ସମୁଦ୍ର ମଧ୍ୟରେ ଓ ତାକୁ ଅନେକ ସାଧୁ ମାନେ ମଧ୍ୟ ରକ୍ଷା କରିଥାଆନ୍ତି।

୧୯୭୦ ମସିହାରେ ଏକ ମହା ତପଶ୍ଵି ସାଧୁ କୱାଇ ନାମକ ଦ୍ଵୀପ ଉପରେ ଭଗବାନ ଶିବ ଙ୍କୁ ଚାଲୁଥିବାର ଦେଖିଥିଲେ। ଏହାକୁ ଦେଖିବା ପରେ ତାଙ୍କ ନିଜ ଆଖିକୁ ତାଙ୍କର ବିଶ୍ବାସ ହେଲା ନାହିଁ ।ଏହାକୁ ଦେଖିବା ପରେ ସେ ଭାବିଲେ ବୋଧ ହୁଏ ସବୁବେଳେ ଭଗବାନ ଶିବ ଏଠାରେ ଏହି ଭଳି ଚାଲି ଚାଲି ଯାଆନ୍ତି। ଏହାପରେ ସାଧୁ ଜଣକ ସେଠାରେ ଧ୍ୟାନ ରେ ବସିଗଲେ।

ତାଙ୍କର ଅନ୍ତର ଆତ୍ମା କହିଥିଲା ଯେ କେବେ ସେଠାରେ ଏକ ଭଗବାନ ଶିବ ଙ୍କ ମନ୍ଦିର ନିର୍ମାଣ ହେବ ଓ ତାହା କିଭଳି ଭାବରେ ନିର୍ମାଣ ହେବ। ସେହି ସାଧୁ ଜଣକ ନାମ ହେଉଛି ଶିବାୟୁ ସୁକ୍ରମନ୍ୟା ସ୍ଵାମୀ ଯିଏକି ସେଠାରେ ସାକ୍ଷାତ ଶିବଙ୍କୁ ଚାଲୁଥିବାର ଦେଖିଥିଲେ ଓ ସେଠାରେ ମଧ୍ଯ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କରିଥିଲେ। ଏହି ଦ୍ଵୀପରେ ନନ୍ଦୀ ସମ୍ପ୍ରଦାୟର ଅନେକ ସାଧୁ ମଧ୍ଯ ରହୁଛନ୍ତି।

 

ସେମାନେ ଭାରତୀୟ ନୁହନ୍ତି ସମ୍ପୂର୍ଣ ରୂପରେ ସେମାନେ ବିଦେଶୀୟ ଅଟନ୍ତି। ସେହି ସାଧୁ ଜଣକ କର୍ଲିଫନିଆ ରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କର ଭଗବାନ ଶିବ ଙ୍କ ପ୍ରତି ଅନେକ ଆସ୍ଥା ଥିଲା ତେଣୁ ସେ ଭଗବାନ ଶିବଙ୍କୁ ଧ୍ୟାନ କରୁଥିବା ଏକ ସାଧୁ ପାଲଟି ଯାଉଥିଲେ ଓ ସେ ୧୯୭୦ ମସିହାରେ ଅନେକ ଥର ଭଗବାନ ଶିବଙ୍କୁ ଦେଖିବା ପରେ ସେହି ଦ୍ଵୀପରେ ଏକ ମନ୍ଦିର ନିର୍ମାଣ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button