ଜ୍ୟୋତିଷ

Mahadeba ନିଜେ ରଚନା କରିଛନ୍ତି ଏହି ୨ଟି ଶକ୍ତିଶାଳୀ ମନ୍ତ୍ର ଏହାକୁ ଜପ କଲେ ସବୁ ଅସୁବିଧାରୁ ସାଙ୍ଗେ ସାଙ୍ଗେ ପାଇବେ ମୁକ୍ତି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଭଗବାନଙ୍କୁ ବିଶ୍ବାସ କରୁଥିବେ । ଆଉ ପୂଜା ବି କରୁଥିବେ । ଆଉ ବିଭିନ୍ନ ପ୍ରକାରର ଲୋକମାନେ ସବୁ ଅନ୍ୟାନ୍ୟ ଅନ୍ୟାନ୍ୟ ଦେବତାଙ୍କୁ ପୂଜା କରୁଥିବେ । ଦେବତା ଜଣେ କିନ୍ତୁ ତାଙ୍କର ନାମ ସହସ୍ର ଅଟେ । ଆଉ ଅନେକ ଲୋକ ଶିବ ଭଗବାନଙ୍କୁ ପୂଜା କରିଥାନ୍ତି । ଆଉ ଭଗବାନ ଶିବଙ୍କର ଆରାଧନା ବି କରିଥାନ୍ତି ।

ଆଉ ଆପଣମାନେ ଶାସ୍ତ୍ରରେ ଅନେକ ପ୍ରକାରର କାହାଣୀ ବିଷୟରେ ଶୁଣିଥିବେ । ଥରେ ଅର୍ଜୁନ ଜଙ୍ଗଲରେ ବସିଥିଲେ ଆଉ ସେଠାକୁ ଶିବ ଭଗବାନ ଏକ ଶିକାର ରୂପରେ ଆସିଲେ ଆଉ ତାଙ୍କର ଶିକାର କରିବାକୁ ଲାଗିଲେ ଏକାଥରକେ ଦୁଇଭଗବାନ ଶିବ ଏବଂ ଅର୍ଜୁନ ଆଉ ତାପରେ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ଲାଗିଲା ।
ଆଉ ତାପରେ ମାତା ପାର୍ବତୀ ଆସିଲେ । ଆଉ ସେ ବି ଯୁଦ୍ଧ ଦେଖିଲେ । ଆଉ ଯୁଦ୍ଧ ବହୁତ ବିରାଟ ରୂପ ନେଲା । ଆଉ ତାପରେ ସେଠାକୁ ଭଗବାନ ଶ୍ରୀକୃଷ୍ଣ ଆସିଲେ ଆଉ ତାପରେ କହିଲେ କି ଯାହାକୁ ମାରିବାକୁ ଚାହୁଁଛ ସେ ହେଉଛନ୍ତି ଭାବାବନ୍ ଶିବ । ଆଉ ତାପରେ ଅର୍ଜୁନ କ୍ଷମା ମାଗିଲେ । ଆଉ ତାଙ୍କ ଉପରେ ଭଗବାନ ଶିବ ପ୍ରସନ୍ନ ହୋଇଥିଲେ ଆଉ ତାଙ୍କୁ ପଶୁପତି ଅସ୍ତ୍ର ଦେଲେ ।
ସେଥିପାଇଁ ଭଗବାନଙ୍କର ଭକ୍ତି କରନ୍ତୁ । ଆଉ ଭଗବାନ ନିଶ୍ଚୟ ଦେଖାଦେବେ । ଆଉ ଏମିତି ଅନେକ କିଛି ଜିନିଷ ଅଛି ଯାହା ଭଗବାନଙ୍କ ନାଁ ଧରି ସ୍ମରଣ କରିଲେ ଆପଣ ସବୁ ସମସ୍ୟାରୁ ଦୂରେଇ ଯିବେ । ଆଉ ପଞ୍ଚମୁଖି ରୁଦ୍ରାକ୍ଷ ଧାରଣ କରିଲେ ଆପଣ କୌଣସି ପ୍ରକାରର ଇଣ୍ଟରଭ୍ୟୁକୁ ଡରିବେ ନାହିଁ । ଆଉ ଏମିତି କିଛି ମନ୍ତ ଅଛି ଯାହାକୁ ପାଠ କରି ଶିବ ଭଗବାନଙ୍କର ଏହି କବଚ ମହକାଳ କବଚ ଧାରଣ କରିଲେ ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇବେ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button