ଜ୍ୟୋତିଷ

ଭାଙ୍ଗିଜିବ ହୀରାକୁଦ ବନ୍ଧ ! ବିଶାଳ ଚିତଳ ମାଛ ହାଡ଼ରେ ତିଆରି ହେବ ବନ୍ଧ ଦେଖନ୍ତୁ କଣ କହୁଛି ମାଳିକା ବଚନ

ବନ୍ଧୁଗଣ ବନ୍ୟା ଏବେ ଜନ ଜୀବନ ପାଇଁ କାଳ ହୋଇଯାଇଛି। ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଜିଲ୍ଲାରେ ବନ୍ୟା ହୋଇ ସାରିଛି। ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ହୀରାକୁଦ 40ଟି ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡି ଯାଇଛନ୍ତି।ଅନେକ ଗାଁରେ ପାଣି ଉବୁ ଡୁବୁ ହେଉଛି । ଆଉ ଏହାରି ମଧ୍ୟରେ ହୀରାକୁଦ ଡ୍ୟାମ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି।
ମାଳିକା ର ଏହି ପଦ କୁ ପଢନ୍ତୁ, ” ଚିତଳ ମାଛ ସେବେଳେ ବାହାରିଣ ଯିବ, ଶାରଦା ଦର୍ଶନ କରି ଗମନ କରିବ, ଛତିଆ ବଟରେ ଯାଇ ପ୍ରାଣ ହରାଇବ, ସେହି ସ୍ଥାନେ ମୃ-ତ୍ୟୁ ଲଭି କାରଣ ହୋଇବ, ସେହି ମତ୍ସ୍ୟ ର ଅସ୍ଥି ହିଁ କବାଟ ହୋଇବ, ଯୁଗ ଯୁଗାନ୍ତରକୁ କଥା ଗୋଟି ରହିଯିବ”। ଭବିଷ୍ୟତ ପୁରାଣ ମାଳିକା ର ଏହି ଧାଡି ଗୁଡିକରେ ଲେଖା ହୋଇଅଛି ଏହିଭଳି କିଛି କଥା। ଯଦି ଏହିଭଳି କିଛି କଥା କୁ ଆମ୍ଭେ ଥରେ ଚିନ୍ତା କରିବା ତେବେ ଆମ୍ଭେ ଜାଣିପାରିବା ଯେ ୨୦୨୬ ମସିହାରେ ଏହିଭଳି ଏକ ଘଟଣା ଘଟିବାକୁ ଯାଉଅଛି ।
ଯଦିଓ ସମ୍ବଲପୁର ର ହୀରାକୁଦ ଜଳ ଭଣ୍ଡାର କଥା ଦେଖିବା ତେବେ ୧୯୪୭ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ଏବଂ ପ୍ରାୟ ୧୦ ବର୍ଷ ଲାଗିଥିଲା ଏହାକୁ ତିଆରି କରିବାରେ। ୧୯୫୭ ମସିହାରେ ଏହି ବନ୍ଧ ର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ତେବେ ଦେଖିବାକୁ ଗଲେ ଏହି ବନ୍ଧ ଟି କ୍ରମେ କ୍ରମେ ପୁରୁଣା ହୋଇ ଆସୁଅଛି। ଅନେକ କହୁଛନ୍ତି ଯେ ହୀରାକୁଦ ନଦୀ ର ଜଳପ୍ରଭାବ ଏହି ବନ୍ଧ ଉପରେ ପଡୁଅଛି ଯାହା ଫଳରେ ଏଠାରେ ଫାଟ ମଧ୍ୟ ଦେଖା ଗଲାଣି। ତେବେ ଏହି ବନ୍ଧ କୁ ନେଇ ସମୟ ସମୟ ରେ ଅନେକ କିଛି ଖବର ମଧ୍ୟ ସାମ୍ନା କୁ ଆସୁଅଛି।
ମାତ୍ର ମାଳିକା ଯେଉଁ କଥା କହୁଅଛି ତାହା ସତରେ ହୋସ ଉଡାଇ ଦେଲା ଭଳି। ଆଉ କଣ ଲେଖାଯାଇଅଛି ମାଳିକା ରେ ଆସନ୍ତୁ ନଜର ପକାଇବା, “ମହୋଦଧି ସେହି କାଳେ ମାଡିଣ ଆସିବ, ମହାପ୍ରଳୟ ବୋଲି ଜଗତ ଜାଣିବ, ନୀଳାଚଳ ବାଞ୍ଛାବଟ କମ୍ପିଣ ଉଠିବ, ଅମରାବତୀ କଟକ ନାମ ଜାରି ହେବ, ନଗ୍ରେ ନଗ୍ରେ ଚଣ୍ଡୀ ଯେ ଚାମୁଣ୍ଡା ଘେରି ଯିବେ, ଘୋର କଳି ନାସ ହେଲା ବୋଲି ଜାଣିବେ, ରାମନାମ ଗୁଣୂଥିବୁ ହୃଦୟ ପଞ୍ଜର, ଶ୍ରୀ ଗୁରୁଧ୍ୟାୟୀ କହଇ ଅଚ୍ୟୁତ ପାମର” ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button