ଜ୍ୟୋତିଷ

ମାଳିକା ବଚନରେ ମିଳିଲା ବଡ ପ୍ରମାଣ ଦେଖନ୍ତୁ କେମିତି ହେବ କଳିଯୁଗ ଶେଷ

ନମସ୍କାର ପାଠକ ବନ୍ଧୁ ଗଣ।ମାଳିକା ବଚନ ସବୁ ସତ ହେଉଛି।କିଛି ନା କିଛି ପ୍ରମାଣ ମିଳି ମଧ୍ୟ ସାରିଲାଣି ମହାପୁରୁଷ ଅଚ୍ୟୁତାନନ୍ଦ ଯାହା ଉଲ୍ଲେଖ କରିଥିଲେ ତାହା ହିଁ ଧୀରେ ଧିରେ ଘଟୁଛି।ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ମାଡି ଆସୁଛି ଯୁଦ୍ଧର କଳା ବାଦଲ। ଶ୍ରୀ ମନ୍ଦିର ରୁ ଅନେକ ପ୍ରକାରର ସଙ୍କେତ ଦେଖିବାକୁ ମିଳିଛି।ବାଇଶି ପାହାଚ ପାଖକୁ ଆସିଗଲାଣି।ତାର ସମୟ ବର୍ତ୍ତମାନ ଆସିଯାଇଛି।
ସୁନାମି ମଧ୍ୟ ଆସିବ। ଭୟଙ୍କର ଯାହାକି ଲୋକମାନେ ବହୁତ ହଇରାଣ ରେ ପଡିବେ ଏବଂ ଅନେକ ଲୋକମାନେ ମୃତ୍ୟୁ ମୁଖରେ ପଡିବେ।ପଥର ମଧ୍ୟ ଭାଙ୍ଗି ପଡି ଯାଇଥିଲା।କିନ୍ତୁ ସମସ୍ତେ ଏହାକୁ ସ୍ପଷ୍ଟୀକରଣ କରିଲେ ଯେ କାମ କରିବା ଟିକେ ଠିକ୍ ରେ ହୋଇ ନଥିଲା ସେଥିପାଇଁ ଏପରି ହୋଇଛି।୧୯୯୧ ମସିହାରେ ପଥର ଖସିଥିଲା।ତାହା ବହୁତ ବଡ଼ ପଥର ଥିଲା।
ବର୍ତ୍ତମାନ ୨୦୧୫ ରେ ଯେଉଁ ପଥର ଖସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।ତାହାର କିଛି ପତ୍ତା ନାହିଁ।କିନ୍ତୁ ୧୯୯୧ ମସିହାରେ ଯେଉଁ ପଥର ପଡିଥିଲା ତାହା ରହସ୍ୟ ହୋଇ ରହିଯାଇଛି।ତାହା ବିଷୟରେ କେହି କିଛି ଏପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ।ଗୋଟିଏ ପଥର ଯଦି ଖସିଯିବ ତାହେଲେ ତାକୁ ଠିକ୍ କରିବା ପାଇଁ ଆଉ ଏକ ପଥର ନେଇ ଆସିବେ।ଯେଉଁ ପଥର ଭାଙ୍ଗିଲା ତାହା ହେଉଛି ଏକ ସଙ୍କେତ ।
ବର୍ତ୍ତମାନ ଧ୍ଵଂସ ଆଡ଼କୁ ଗତି କରିବାରେ ଲାଗିଛି। କେତେବେଳେ କଣ ହଠାତ୍ ହୋଇଯିବେ ତାହା କେହି ଜାଣି ପାରିବେ ନାହିଁ।ଅନେକ ସଙ୍କେତ ଦେଖିବାକୁ ମିଳୁଛି।କିନ୍ତୁ ମାଳିକା ବଚନରେ ଯାହା କୁହାଯାଇଛି ବାସ୍ତବରେ ତାହା ହିଁ ହେଉଛି।ବ୍ୟକ୍ତି ଜଣଙ୍କ ସମସ୍ତଙ୍କୁ ଏହି ବିଷୟରେ ଜଣାଇଛନ୍ତି।ଦେଉଳ ଉପରେ ବି ଆଟକ୍ କରିବେ। ଏରୋ ପ୍ଳେନ୍ ଉଡୁଥିଲା।ଏହିପରି ଘଟଣା ଦେଖିବାକୁ ମିଳିଥିଲା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button