ଜ୍ୟୋତିଷ

ମହିଳାଙ୍କ ଏହି ଅଙ୍ଗରେ ହୋଇଥାଏ ମା’ ଲକ୍ଷ୍ମୀଙ୍କ ବାସ- Chanakya Niti

ଆଜି କାଳି ଦୁନିଆରେ ଆମେ ଜାଣିବା ପାଇ ଥାଉ କି ପଇସା ହିଁ ସବୁ କିଛି ହୋଇ ଥାଏ ଆଜି କାଲିର ଲୋକଙ୍କ ପାଇଁ । ଏହା ସତ୍ୟ ଅଟେ ମଧ୍ୟ । ମଣିଷ ଜୀବନ ବଞ୍ଚିବା ପାଇଁ କେବଳ ଚାହିଁ ନଥାଏ ସେ ଏହା ମଧ୍ୟ ଚାହିଁ ଥାଏ କି କିଛି ଆଗକୁ ଜୀବ ନିଜର କିଛି ଅଧୁରା କାମ କିମ୍ବା ସ୍ଵପ୍ନ ସେ ପୂରଣ କରିବ । ଏହା ମାତ୍ର ସବୁଙ୍କ ପାଇଁ ସଫଳ ହୋଇ ପାରି ନଥାଏ । ଅନେକ ଲୋକମାନେ ନିଜ ଭାଗ୍ୟକୁ ଏହା ପାଇଁ ଦୋଷ ଦେଇ ଥାନ୍ତି କିନ୍ତୁ କିଛି ଲୋକମାନେ ଏହା ପାଇଁ ନିଜକୁ ଦୋଷ ଦେଇ ଥାନ୍ତି ।

ଏହା ସହ କିଛି ଉପାୟ ମାନ ଅଛି ଯାହାକୁ କରିବା ଦ୍ଵାରା ଆମେ ପଇସାର ଅଭାବ ଜାଣି ପାରିବାନି । ଆପଣମାନେ ଏହା ମଧ୍ୟ ଜାଣି ଥିବେ କି ମା ଲକ୍ଷ୍ମୀ ହେଉଛନ୍ତି ଅର୍ଣ୍ଣ ଦାତ୍ରୀ । ଏହା ମଧ୍ୟ କୁହାଯାଏ କି ନାରୀ ମାନେ ହେଉଛନ୍ତି ମା ଲକ୍ଷ୍ମୀ ଙ୍କ ଅବତାର । ଏହାଙ୍କୁ ଆମେ ପୂଜା କରିଥାଉ ।

ଏହା ସହ ଏହା ମଧ୍ୟ କୁହାଯାଏ କି ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ଵାରା ଆମକୁ ଧନର ଅଭାବ ହୋଇ ନଥାଏ । ଏହା ସହ ଏହା ମଧ୍ୟ ଜଣା ଯାଇ ଥାଏ କି ଯଦି ଆମେ ନାରୀଙ୍କୁ ସମ୍ମାନ ଦେବା ତେବେ ଆମେ ମାନେ ମଧ୍ୟ ଆଗକୁ ଯାଇ ପାରିବା । କିଛି ଲୋକଙ୍କ ଭାଗ୍ୟରେ ପଇସା ନଥାଏ ବୋଲି ମଧ୍ୟ କୁହା ଯାଇ ଥାଏ ।

କିନ୍ତୁ ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଯେଉଁ ମାନେ ପରିଶ୍ରମ କରିକି ମଧ୍ୟ ନିଜର ପଇସା କୁ ସଞ୍ଚୟ କରି ଆଋ ନଥାନ୍ତି ସେମାନେ ମଧ୍ୟ ଏହି ଏକ କାମ କରିବା ଦ୍ଵାରା ଏମାନେ ମଧ୍ୟ ପଇସା ପାଇ ପାରିବେ । ଆପଣମାନେ ରାମ କୃଷ୍ଣ ପରମହଂସ ନିଜ ସ୍ତ୍ରୀ କୁ ସମ୍ମାନ ଦେଉ ଥିଲେ ସେ ନିଜ ସ୍ତ୍ରୀ ଙ୍କୁ ମଧ୍ୟ ପୂଜା କରୁ ଥିଲେ । ତାଙ୍କ ମାତ୍ରେ ନାରୀ ପୂଜନୀୟ ଅଟେ ।

ସେ ସ୍ତ୍ରୀ ହେଉ କି ମା ହେଉ କିମ୍ବା ସେ ଭଉଣୀ ହେଉ ସେ ପୂଜନୀୟ ଅଟେ । ଏହି ଭଳି ଅନେକ ତଥ୍ୟ ମାନ ଅଛି ନାରୀ ମାନାଙ୍କ ଉପରେ । ଏହା ସହ ଏହା ମଧ୍ୟ କୁହାଯାଏ କି କିଛି ଏହି ଭଳି ଅଙ୍ଗ ଅଛି ଯାହାକୁ ଚାଟିବା ଦ୍ଵାରା ପୁରୁଷ ମାନଙ୍କ ର ପଇସା ବଢିବ ନିଶ୍ଚିତ ଭାବେ ।

ଆଜି ଆମେ କହିବା କି କିଛି ନାରୀ ମାନ ଏଏତେ ଶୁଭ ହୋଇ ଥାନ୍ତି କି ସେମାନଙ୍କ ପାଦ ପଡିବା ମାତ୍ରେ ହିଁ ଜୀବନ ବଦଳି ଯାଇଥାଏ କିଛି ଜଣଙ୍କ ଜୀବନ । ଆପଣ ଯଦି ଏକ ମହିଳାର କାନର ପଛ ପାଛକୁ ଚାଟିବାରେ ସମର୍ଥ ହେଲେ ଏହା ଆପଣଙ୍କୁ ଧନର ବର୍ଷା କରାଇ ପାରିବ ।

ଏହାକୁ ଚାଣକ୍ୟ ନିଜ ପୁସ୍ତକରେ ଲେଖିଥିଲେ । ଏହା ମଧ୍ୟ କହିଥିଲେ କି ଆପଣମାନେ ଯଦି ନାରୀ ଙ୍କୁ ସମାନ ଦେବେ ତେବେ ସେମାନେ ଆପଣଙ୍କୁ ବହୁତ ଉପରକୁ ନେଇକି ଯିବେ । କିଛି ଜଣ ଯଦି ଏହାକୁ ଭୁଲ ଭାବି ଥାନ୍ତି । କିଛି ଜଣ ଯେଉଁ ମାନେ ଏହାକୁ ଆପଣେକି ଦେଖନ୍ତୁ ଓ ନିଜେ ହିଁ ଫରକ ଜାଣି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button