ଜ୍ୟୋତିଷ

ରାଶି ହିସାବରେ ଜାଣନ୍ତୁ, ଆପଣଙ୍କୁ କେଉଁ ବୟସରେ ବିବାହ କରିବା ଉଚିତ୍ !

ବିବାହ ଆମ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ। କୁହାଯାଏ ଯେ ସବୁ ବ୍ୟକ୍ତିଙ୍କୁ ଉଚିତ ସମୟ ଆସିବା ପରେ ହିଁ ବିବାହ କରିନେବା ଉଚିତ। କିନ୍ତୁ ବିବାହ ପାଇଁ ଉଚିତ ସମୟ କଣ ? ଏହା ଉପରେ ଲମ୍ବା ସମୟ ଧରି ଚର୍ଚ୍ଚା ହୋଇଥାଏ। ସାଧାରଣତଃ ଏହା କୁହାଯାଏ ଯେ କୌଣସି ବ୍ୟକ୍ତିଙ୍କୁ ବିବାହ ସେତେବେଳେ କରିବା ଉଚିତ ଯେତେବେଳେ ସେ ଏଥିପାଇଁ ଶାରୀରିକ ଏବଂ ମାନସିକ ଭାବରେ ପ୍ରସ୍ତୁତ ଥିବେ। କଣ ଆପଣ ଜାଣନ୍ତି ରାଶି ହିସାବରେ ବିବାହର ଉଚିତ ସମୟ କଣ ଅଟେ। ରାଶି ଅନୁସାରେ ବ୍ୟକ୍ତିଙ୍କୁ କେଉଁ ବୟସରେ ବିବାହ କରିବା ଉଚିତ? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

large

ମେଷ : ୨୬ ବର୍ଷ ବୟସ ପରେ।

ବ୍ରୁଷ : ୩୦ ବର୍ଷ ବୟସରେ।

ମିଥୁନ : ୩୦ ବର୍ଷ ବୟସ ପରେ।

କର୍କଟ : ୩୦ ବର୍ଷ ବୟସ ପରେ।

ସିଂହ : ୩୦ରୁ୪୦ ବର୍ଷ ବୟସ ମଧ୍ୟରେ।

କନ୍ୟା : ୨୫-୨୬ ବର୍ଷ ବୟସରେ।

Indian Culture Arranged

ତୁଳା : ୨୫ରୁ୩୦ ବର୍ଷ ମଧ୍ୟରେ।

ବିଛା : ୩୦ ବର୍ଷ ବୟସ ପରେ।

ଧନୁ : ୩୫ ବର୍ଷ ବୟସରେ।

ମକର : ୨୦ରୁ୪୦ ବର୍ଷ ମଧ୍ୟରେ।

କୁମ୍ଭ : ୩୫ ବର୍ଷ ବୟସ ପରେ।

ମୀନ : ୨୬ ବର୍ଷ ବୟସରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button