ଜ୍ୟୋତିଷ

ମାଳିକା ରେ ଲେଖା ଅଛି ଖଳ ନାରୀ ମାନଙ୍କ ଖେଳ ସମ୍ପର୍କରେ ଦେଖନ୍ତୁ ସମୟ ଆସିଲେ ଏମିତି ନାରୀ ମାନେ କରିବେ ବୋଲି ଆଗରୁ ଲେଖା ଥିଲା

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଏବେ ମାଳିକା ଦେଲା ଚେତାବନୀ ଖୋଲିଲା ନାରୀଙ୍କ ଭେଦ।ମହାପୁରୁଷ ଅଚ୍ୟୁତ କହୁଛନ୍ତି ଏମିତି ଏକ ସମୟ ଆସିବ ଯୋଉ ସମୟ ଭିତରେ କ’ଣ ଘଟଣା ଘଟିବ କେହି ଜାଣିପାରିବେ ନାହିଁ।
ମହାପୁରୁଷ ଅଚ୍ୟୁତ କହୁଛନ୍ତି ଘର ପୁରୁଷମାନେ ଜଗିବେ ଆଉ ନାରୀ ମାନେ ବାହାରେ ବୁଲିବେ। କୂଳ ଭୁଆସୁଣୀ ରଖିବ ଘରର ଚାବି ପୁଣି ମହାପୁରୁଷ କହୁଛନ୍ତି ଏଠି ନାରୀଙ୍କୁ ପଦିଏ କହିଲେ ସେ ଦିଇ ପଦ କହିବ।
ଆଉ ତା’ପରେ ଶାଶୁ ଶଶୁର ବିଚାର କରିବେ ବୋହୂକୁ କ’ଣ ପାଇଁ ଏ କଥା କହିଲା କିନ୍ତୁ ଶାଶୁ ଶଶୁର କିଛି ନକହି ଚୁପଚାପ୍ ରହିବେ। ତେଣୁ ଶାଶୁ, ଶଶୁର, ବୋହୂର କଳିକୁ ଡରିବେ।
ମହାପୁରୁଷ କହୁଛନ୍ତି ବହୁତ ପୁରୁଷ ମାନେ ପର ସ୍ତ୍ରୀକୁ ନିଜର ପତ୍ନୀ କରି ରଖିବେ। ପୁନଶ୍ଚ ମହାପୁରୁଷ ଅଚ୍ୟୁତ କହୁଛନ୍ତି ପର ସ୍ତ୍ରୀକୁ ନିଜର ପତ୍ନୀ ବୋଲି କହି ଘରକୁ ଭାଙ୍ଗିବେ।
 ଆଉ ଯୋଉଠି ସ୍ତ୍ରୀ ଯଦି ସତ୍ୟର ସନ୍ଧାନ ଖୋଜିକି ପାଇଯିବ ସେତେବେଳେ ପୁରୁଷ ସେଠି ସ୍ତ୍ରୀ ସହିତ ପ୍ରତିବାଦ କରିବ ଏମିତି ଘରେ ବିଶୃଙ୍ଖଳା ଲାଗିରହିିବା।
ପୁଣି କହୁଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଅନେକ ଲୋକ ଅଛନ୍ତି ଯୋଉ ମାନେ କଳି ଲଗେଇକି ନାଟ ଦେଖିବେ ଏମିତି ସମୟ ମଧ୍ୟ ଆସିଯିବ। ଆଉ ଜଣେ ଜଣେ ଲୋକ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ କରି ଆନନ୍ଦ ଅନୁଭବ କରିବେ।
କିନ୍ତୁ ଯୋଉ ମାନେ ପ୍ରକୃତରେ ସ୍ଵାମୀ ସ୍ତ୍ରୀଙ୍କୁ ଏକାଠି କରିଦିଅନ୍ତି ଏବଂ ଦାମ୍ପତ୍ୟ ଜୀବନରେ ଖୁସି ଭରି ଦିଅନ୍ତି ସେମାନଙ୍କୁ ଭଗବାନ ଖୁସିରେ ରଖନ୍ତୁ।
ଆପଣ ମାନଙ୍କୁ ଶେଷରେ ଏତିକି କହୁଛୁ ସମସ୍ତଙ୍କର ଦାମ୍ପତ୍ୟ ଜୀବନ ଗଢନ୍ତୁ କାହାର ଭଙ୍ଗନ୍ତୁ ନାହିଁ ଦେଖିବେ ଆପଣ ମାନଙ୍କୁ ଭଗବାନ ଖୁସିରେ ରଖିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button