ଦେଶ- ବିଦେଶ

ଜନ୍ମରୁ ହିଁ ମାଲିକ ହୋଇଥାନ୍ତି ଏହି ପୁଅମାନେ ଜାଣନ୍ତୁ କେଉଁ କେଉଁ କାରଣରୁ ଜଣା ପଡ଼ିଥାଏ ଏହି ବିଶେଷ ଲକ୍ଷଣ

ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ।ଯେଉଁଥିରେ ଜୀବନକୁ ସୁଖରେ ଓ ସଫଳତା ବନାଇବାକୁ ଉପାୟ ମାନ ଦିଆ ଯାଇଅଛି।ଏହି ଗ୍ରନ୍ଥର ମୁଖ୍ୟ ବିଷୟ ହେଉଛି ମାନବ ସମାଜ ଜୀବନର ପ୍ରତ୍ୟେକ ବିଷୟର ବ୍ୟବହାରିକ ଶିକ୍ଷା ଦିଆଯାଇଥାଏ। ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ଦ୍ଵାରା ଚନ୍ଦ୍ର ଗୁପ୍ତ ଙ୍କୁ ରାଜାଙ୍କ ସିଂହାସନ ରେ ବସେଇ ଦେଇଥିଲେ।
କୁହାଯାଇଥାଏ କି ଏହି ପାଞ୍ଚୋଟି ଅକ୍ଷରରୁ କୌଣସି ବି ଗୋଟିଏ ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ଜନ୍ମ ରୁ ହିଁ ମାଲିକ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ନାମ ର ପ୍ରଥମ ଅକ୍ଷର ଆପଣଙ୍କ ଜୀବନ ଉପରେ ବହୁତ ହିଁ ଅଧିକ ପ୍ରଭାବ ପକାଇଥାଏ।ଏମିତି ପାଞ୍ଚୋଟି ଅକ୍ଷର ର ବ୍ୟକ୍ତି ଅଛନ୍ତି ଯେଉଁମାନେ ମାଲିକ ହେବାପାଇଁ ହିଁ ଜନ୍ମ ହୋଇଥାନ୍ତି। ଏବଂ ନିଜର ସ୍ବପ୍ନ କୁ ପୁରା ମଧ୍ୟ କରିଥାନ୍ତି।
ସି – ଯେଉଁ ବ୍ୟକ୍ତି ନାମ ସି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ର ଲୋକମାନେ ଅତ୍ୟଧିକ ମାତ୍ରାରେ କାରବାର,ବ୍ୟବସାୟୀ କାମରେ ହିଁ ଅଧିକ ଭାବିଥାନ୍ତି।ଏହି ବ୍ୟକ୍ତି ନିଜେ ହିଁ ବ୍ୟବସାୟୀ କରିବାକୁ ପସନ୍ଦ କରନ୍ତି ପର ଙ୍କ ସହିତ କରିବାକୁ ପସନ୍ଦ କରନ୍ତି ନାହିଁ।
ଏଚ୍ଚ – ଯେଉଁ ବ୍ୟକ୍ତି ର ନାମ ଏଚ୍ଚ ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତିର ଲୋକମାନେ ସବୁବେଳେ କୌଣସି ନା କୌଣସି କାରବାର ଚଳାଇବା ବା କିଛି କାମରେ ଧନ ପାଇବା ସବୁବେଳେ ଏହି କଥାକୁ ବିଚାର କରିଥାନ୍ତି।ଏମାନେ ନିଜର କାମ କରିବାକୁ ବହୁତ ପସନ୍ଦ କରିଥାନ୍ତି।
ଏମ୍ – ଯେଉଁ ବ୍ୟକ୍ତି ର ନାମ ଏମ୍ ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ବହୁତ ହିଁ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି।ଏମାନେ ଯେଉଁ କାମ କରିଥାନ୍ତି ସତର୍କତା ସହିତ କରିଥାନ୍ତି।ସବୁକଥା ଭାବିଚିନ୍ତି କରିଥାନ୍ତି।ଏହି ବ୍ୟକ୍ତି ମାନେ ବହୁତ ସାହସୀ ହୋଇଥାନ୍ତି।
ଏସ – ଯେଉଁ ବ୍ୟକ୍ତି ର ନାମ ଏସ ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ କେବଳ ମାଲିକ ବନିବା ପାଇଁ ହିଁ ଜନ୍ମ ହୋଇଥାନ୍ତି।ଏବଂ ଏହି କଥାର ପ୍ରମାଣ ବି ଜ୍ୟୋତିଷ ଶାସ୍ତ୍ର ରେ କରାଯାଇ ଅଛି।ଏହି ଏସ ନାମର ବ୍ୟକ୍ତି ମାଲିକ ହେବାପାଇଁ ହିଁ ଜନ୍ମ ହୋଇଥାନ୍ତି।ଏମାନେ ଆଗକୁ ଯାଇ ନିଜର ଗୋଟିଏ ବଡ଼ ବ୍ୟବସାୟ ମଧ୍ୟ ସ୍ଥାପିତ କରିଥାନ୍ତି।ଦୁନିଆରେ ବଡ଼ ଲୋକ ହୋଇଥାନ୍ତି।
ଭି – ଯେଉଁ ବ୍ୟକ୍ତି ର ନାମ ଭି ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ମାନେ ସେମାନଙ୍କର ମାଇଣ୍ଡ ସବୁବେଳେ ବହୁତ ପ୍ରଖର ଭାବରେ ଚାଲିଥାଏ।ଏମାନେ ବହୁତ ଜଲ୍ଦୀ ବ୍ୟବସାୟ ରେ ହିଁ ଯୋଡ଼ି ହୋଇ ଯାଇଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button