ଦେଶ- ବିଦେଶ

ଭାଗ୍ୟଫଳ ୨୦୨୩ ଦେଖନ୍ତୁ କେମିତି କଟିବ ତୁଳା , ବିଛା, ଧନୁ ରାଶିର ଦିନ Astrology

ରାଶି ଚକ୍ରର ସପ୍ତମ ରାଶି ହେଉଛି ତୁଳା ରାଶି। ତୁଳା ରାଶିର ର ଅଧିପତି ଗ୍ରହ ହେଉଛନ୍ତି ଶୁକ୍ର।୨୦୨୩ ର ମୋଟ ଅଙ୍କ କୁ ମିଶାଇଲେ ତାର ଅଙ୍କ ୭ ଆସୁଛି।ବର୍ତ୍ତମାନ ବୃହସ୍ପତି ଚାଲିଛି।
ଯାହାକି ଆଗାମୀ୨୦୨୨ ମସିହାରେ ରୋଗ,ଋଣ ଶତ୍ରୁ ବୃଦ୍ଧି କରାଇଥିଲା।୨୦୨୩ ମସିହା ଏପ୍ରିଲ ମାସ ୧ ତାରିଖ ପର୍ଯ୍ୟନ୍ତ ଏହା ବହୁତ ଭଲ ରହିବ।୧୭ ଜାନୁଆରୀ ୨୦୨୩ ରେ କୁମ୍ଭ ରାଶି କୁ ଶନି ଚଳନ କରିବେ।
ତୁଳା ରାଶି:- କର୍ମ କ୍ଷେତ୍ରରେ ଅତ୍ୟନ୍ତ ସମ୍ମୁଖୀନ ହେଉଥିଲେ ତାହା ଦୂରୀଭୂତ ହେବାକୁ ଯାଉଛି।ଯେଉଁ ମାନେ ଦୀର୍ଘ ଦିନ ଧରି କୌଣସି ରୋଗରେ ପୀଡିତ ଥିଲେ, ତାହା ଅତ୍ୟନ୍ତ କଷ୍ଟ ହେଇଥିଲା ସେଥିରୁ ମୁକ୍ତି ପାଇବେ।
ସ୍ନାୟୁ ଜନିତ ରୋଗ ଯୋଇଥାଉ,ମହିଳା ମାନେ ଯଦି କୌଣସି ରୋଗରେ ପୀଡିତ ଥିଲେ ତାହା ଦୂରୀଭୂତ ହୋଇଯିବ।୨୧ ଏପ୍ରିଲ୍ ୨୦୨୩ ମସିହା ପରେ ଏହି ରୋଗ ଦାଉରୁ ମୁକ୍ତି ପାଇ ପାରିବେ।
ସେ ପର୍ଯ୍ୟନ୍ତ ମହିଳା ମାନଙ୍କୁ ସତର୍କ ହୋଇ ରହିବାକୁ ପଡିବ।ବ୍ୟବସାୟ ରେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ତାହା ମଧ୍ୟ ଶୁଭ ଫଳ ପାଇବେ।
ରାଶି ଚକ୍ରର ଅଷ୍ଟମ ରାଶି ହେଉଛି ବିଛା ରାଶି।ଜାନୁଆରୀ ୧୭ ପର୍ଯ୍ୟନ୍ତ ଶନି ଚଳନ କରିବେ।ଆଉ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବୃହସ୍ପତି ଚଳନ କରିବେ।ଏବଂ ଅଗଷ୍ଟ ମାସ ପରେ ଶୁଭ ଫଳ ପାଇବେ।ଏସବୁ ବିଚାର କରିଲେ ଅପ୍ରିଲ୍ ୨୧ ପର୍ଯ୍ୟନ୍ତ ଶୁଭ ରହିବ।
ବିଛା:- ଯେଉଁମାନେ ବିଲଡ଼ିଂ କାମରେ ନିୟୋଜିତ ଅଛନ୍ତି,ଯେଉଁ ମାନେ ଘର କିଣା ବିକା କରୁଛନ୍ତି ସେମାନଙ୍କ ପାଇଁ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ।ସରକାରୀ ଚାକିରୀ କ୍ଷେତ୍ରରେ ଯେଉଁ ମାନେ ଅଛନ୍ତି ସେମାନେ ପଦୋନ୍ନତି ପ୍ରାପ୍ତ କରିବେ।ବିଦେଶ ଯାତ୍ରା କରିବାର ସୁଯୋଗ ରହିଛି।
ରାଶି ଚକ୍ରର ନବମ ରାଶି ହେଉଛି ଧନୁ ରାଶି।୨୦୨୩ ମସିହା ଅତ୍ୟନ୍ତ ଶୁଭ ପ୍ରଦ ହେବ।
ଧନୁ:-ଯେଉଁ ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହୋଇ ପରୀକ୍ଷା ଦେବକୀ ଚାହୁଁଛନ୍ତି ସେମାନେ ଚଳିତ ବର୍ଷ ଚେଷ୍ଟା କରିଲେ ନିଶ୍ଚିନ୍ତ ଭାବରେ କୃତକାର୍ଯ୍ୟ ହେବେ।ଅଟକି ଯାଇଥିବା କାମ ପୁଣିଥରେ ଆରମ୍ଭ କରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button