ଦେଶ- ବିଦେଶ

ବିବାହ ପରେ ଝିଅମାନେ ବାପଘରୁ ଶାଶୁ ଘରକୁ ଭୁଲରେ ବି ଆଣନ୍ତୁ ନାହିଁ ଏହି 4 ଟି ଜିନିଷ, ସ୍ଵାମୀଙ୍କ ଉପରକୁ ମାଡି ଆସେ ସଙ୍କଟ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଝିଅ ଦିନେ ନା ଦିନେ ବିବାହ କରି ନିଜ ବାପ ଘର ଛାଡ଼ି ଶାଶୂଘର କୁ ଯାଇଥାଏ। ତେବେ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯାହା କୌଣସି ବି ଝିଅ ବିବାହ ପରେ ନିଜ ବାପ ଘରୁ ଶାଶୁ ଘରକୁ ନେଇ ଯିବା ଅନୁଚିତ ତଥା ଅଶୁଭ ହୋଇଥାଏ। ଏହାଦ୍ବାରା ପତି ଙ୍କ ଉପରେ ବିପଦ ଆସିଥାଏ ଏବଂ ଏହା ସହିତ ପତି ପତ୍ନୀ ଙ୍କ ସଂପର୍କ ମଧ୍ୟ ଖରାପ ହେବାର ସମ୍ଭାବନା ରହିଥାଏ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଜିନିଷ ଗୁଡିକ ସମ୍ବନ୍ଧରେ କହିବୁ ଯାହା କୌଣସି ଝିଅ ନିଜ ବାପ ଘରୁ ବିବାହ ପରେ ଶାଶୂଘର କୁ ନେଇ ଯିବା ଉଚିତ ନୁହେଁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମତଃ, କୌଣସି ଝିଅ କୁ ନିଜ ସହିତ ଖରାପ ସଂଗତି ନେଇ ଶାଶୁ ଘରକୁ ଯିବା ଆଦୋୖ ଉଚିତ ନୁହେଁ। ପ୍ରାୟତଃ ମାଆ ଅଛନ୍ତି ଯେଉଁମାନେ ନିଜ ଝିଅ କୁ ଶାଶୂଘର ପାଅ କୁଶିକ୍ଷା ଦେଇଥାନ୍ତି।ଏହାଦ୍ବାରା ଶାଶୂଘରେ ସମସ୍ତଙ୍କ ସହିତ ସମ୍ପର୍କ ଖରାପ ହୋଇଥାଏ ଏବଂ ସମ୍ପର୍କ ଭାଙ୍ଗିବା ଓ ଅନ୍ତ ହେବା ର ମଧ୍ୟ ସମ୍ଭାବନା ରହିଥାଏ।ଏହା ସହିତ ଝିଅ ର ଚରିତ୍ର ଉପରେ ମଧ୍ୟ କଳଙ୍କ ଲାଗିଥାଏ ଓ ଅପମାନିତ ହେବାକୁ ପଡ଼ିଥାଏ। ତେଣୁ କେବେବି ନିଜ ବାପ ଘରୁ ଖରାପ ସଂଗତି ନେଇ ଶାଶୁ ଘରକୁ ଝିଅ ଯିବା ଉଚିତ ନୁହେଁ ଏବଂ ଭଲ ସଂଗତି ନେଇ ହିଁ ଶାଶୁ ଘରେ ପ୍ରବେଶ କରିବା ଉଚିତ। ଏହାଦ୍ବାରା ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ।


୨. ବନ୍ଧୁଗଣ ଦ୍ବିତୀୟତଃ, କୌଣସି ବି ଝିଅ ନିଜ ବାପ ଘରୁ ବିବାହ ପରେ ଶାଶୁ ଘରକୁ ଛୁରୀ ଭଳି ଧାରୁଆ ବସ୍ତୁ ନେଇ ଯିବା ଉଚିତ ନୁହେଁ।ଏହାଦ୍ବାରା ଶାଶୂଘରେ ନକରାତ୍ମକ ଉର୍ଜା ର ପ୍ରବେଶ ହୋଇଥାଏ ଏବଂ ଶାଶୁ ଘରେ ଝଗଡା ଓ କଳହ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। କାରଣ ଧାରୁଆ ବସ୍ତୁ ପ୍ରେମ ର ପ୍ରତୀକ ନୁହେଁ। ତେଣୁ ଧାରୁଆ ଵସ୍ତୁ ଭୁଲ ରେ ମଧ୍ୟ ବାପ ଘରୁ ଶାଶୁ ଘରକୁ ନେଇ ପ୍ରବେଶ କରିବା ଉଚିତ ନୁହେଁ।


୩. ବନ୍ଧୁଗଣ ତୃତୀୟତଃ, କୌଣସି ଝିଅ ବିବାହ ପରେ ନିଜ ବାପଘର ର ଧନ ନିଜ ଶାଶୁ ଘରକୁ ନେଇ ଯିବା ଉଚିତ ନୁହେଁ। ଏହାଦ୍ବାରା ଧନ ଦେବୀ ମାତାଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ ଏବଂ ପତି ମଧ୍ୟ ଅପମାନିତ ହୋଇଥାନ୍ତି। ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ।


୪. ବନ୍ଧୁଗଣ ଚତୁର୍ଥତଃ, କୌଣସି ବି ଝିଅ ବିବାହ ପରେ ନିଜ ବାପ ଘରୁ ଶାଶୁ ଘରକୁ ଭଗବାନ ଙ୍କ ପ୍ରତିମା ନେଇ ପ୍ରବେଶ କରିବା ଉଚିତ ନୁହେଁ। ଏହାଦ୍ବାରା ଝିଅ ର ବାପଘରେ ହିଁ ଦାରିଦ୍ର୍ୟତା ପରିଲକ୍ଷିତ ହୋଇଥାଏ। ତେଣୁ ଏପରି ଭୁଲ ଆଦୋୖ କରନ୍ତୁ ନାହିଁ। ଏହା ସହିତ ବିବାହ ପରେ ବିଦାୟ ସମୟରେ ଝିଅ କୁ ଭଗବାନ ଙ୍କ ପ୍ରତିମା ଉପହାର ସ୍ୱରୂପ ମଧ୍ୟ ଦେବା ଅନୁଚିତ। ଏହାଦ୍ବାରା ଝିଅ ର ବାପ ଘରେ ଅଭାବ ସୃଷ୍ଟି ହୋଇଥାଏ। ତେଣୁ ଏପରି କରିବା ସମ୍ପୂର୍ଣ୍ଣ ଅନୁଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button