ରାଜ୍ୟ

ଆଜିକାଲି ଯୁବପିଢି ନିହାତି ଭାବେ ଜାଣିବା ଦରକାର ଏହି କଥା ଦେଖନ୍ତୁ ଏହି ଗୁରୁତ୍ବପୁର୍ଣ ନୀତିବାଣୀ

ଯେତେବେଳେ ପୁଅ ଝିଅ ଙ୍କ ର ବିବାହ ବୟସ ହୋଇଯାଏ ସେତେବେଳେ ତାଙ୍କର ବିବାହ କରି ଦିଅନ୍ତି। କିନ୍ତୁ ଏକା ଗୋତ୍ର ଆଉ ଏକା ପ୍ରବର ଯଦି ହୋଇଥିବ ଏବଂ ଅଜାଙ୍କ କୂଳ ହୋଇଥାଏ
 ତାହେଲେ ଏହି ତିନିଟା ରେ କେବେ ବିବାହ କରିବେ ନାହିଁ।ବିବାହ କରିଲେ କ୍ଷତି କାରକ ହୋଇଥାଏ।ଏକଥା ମାନିଲେ ମଙ୍ଗଳ ହେବ।
ତୁଳସୀ ଗଛ ପାଖରେ ଯେଉଁଠି ବୃନ୍ଦାବତୀ ଚଉଁରା ରଖିଥିବେ ବିଶେଷ ଭାବରେ ଘରୁ ବାହାରିବ ବେଳେ ଆପଣଙ୍କର ଡ଼ାହାଣ ପଟରେ ବୃନ୍ଦାବତୀ ଚଉଁରା ରହିବା ଦରକାର।
ବୃନ୍ଦାବତୀ ଚଉଁରା ଯେଉଁଠି ରଖିଛନ୍ତି ବୃନ୍ଦାବତୀ ଙ୍କ ପାଖରେ ଶିବ ଲିଙ୍ଗ କେବେ ରଖିବେ ନାହିଁ। ଶିବ ଙ୍କ ଫଟୋ ମଧ୍ୟ ରଖିବେ ନାହିଁ।ଏବଂ ବୃନ୍ଦାବତୀ ଯେଉଁଠି ଅଛନ୍ତି ତା ଚାରିପଟ କେବେ ଅପରିଷ୍କାର ରଖିବେ ନାହିଁ।ଏହା ପାଳନ କରିଲେ ମଙ୍ଗଳ ହେବ।
ରାତ୍ରି ସମୟରେ ଆପଣମାନେ ସମସ୍ତେ ଭୋଜନ କରିଥାନ୍ତି।କିନ୍ତୁ ରାତ୍ରି ସମୟରେ ଯେଉଁ ଖାଦ୍ୟ ଆପଣ ଖାଉଛନ୍ତି କମ୍ ଖାଦ୍ୟ ଗ୍ରହଣ କରନ୍ତୁ।ଏବଂ କମ୍ ପରିମାଣରେ ପାଣି ପୀଅନ୍ତୁ।
ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯେଉଁ ଲୋକ ରାତି ୧୨ ଟା ପରେ ଖାଇଥାନ୍ତି ସେମାନଙ୍କୁ ସମ୍ମାନ ମିଳେ ନାହିଁ।ଏହା ବହୁତ କ୍ଷତକାରକ ହୋଇଥାଏ। ରାତ୍ରି ୧୨ ପରେ ଭୋଜନ ନିଷେଧ।ରୋଗଗ୍ରସ୍ତ ମଧ୍ୟ ହେବେ।ଏହା ପାଳନ କରିଲେ ମଙ୍ଗଳ ହେବ।
ନାରୀ ମାନଙ୍କୁ ନେଇ ସ୍ତ୍ରୀ ଲୋକ ମାନଙ୍କୁ ଓ ମା ମାନଙ୍କୁ ନେଇ ବହୁତ କବି ମାନେ କାବ୍ୟ କବିତା ମାଧ୍ୟମରେ ତାଙ୍କ ଲକ୍ଷଣ କୁ ନେଇ ଜାଣିଥାନ୍ତି ଯେ କେଉଁ ନାରୀ ଶୁଗୁଣବତୀ,
କେଉଁ ନାରୀ ଘରକୁ ଗଲେ ଟଙ୍କା ପଇସା ଘରକୁ ଆସିଥାଏ।ଏହିଭଳି ସବୁ କହିଥାନ୍ତି।କିନ୍ତୁ ଯେଉଁ ନାରୀଙ୍କ ଦେହରେ ପାଞ୍ଚୋଟି ଲକ୍ଷଣ ରହିଥିବ ସେ ନାରୀ ଭାଗ୍ୟବତୀ ହୋଇଥାଏ।
(୧)ହାତ ଲମ୍ବା ହୋଇଥିବ।(୨) ପାଦର ଆଙ୍ଗୁଠି ଗୁଡ଼ିକ ଲଗାଲଗି ହୋଇ ଥିବ।(୩) କାନଟି ଲାଲ୍ ଦେଖା ଯାଉଥିବ।(୪) ପାଦର ତଳଭାଗ ଟା ଚିକ୍କଣ ହୋଇଥିବ।(୫)ଦୁଇଟି ଆଇବ୍ରୋ ମଝିରେ କଳଯାଇ ଥିବ
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button