ଜ୍ୟୋତିଷ

ଏହି ଜାଗର ରେ ମହା ସଂଯୋଗ ଦେଖନ୍ତୁ ୧୮ ଫ୍ରେବୁଆରି ଠାରୁ ୪ ରାଶି ଙ୍କ ବଦଳି ଯିବ ଭାଗ୍ୟ ଦେଖନ୍ତୁ କେଉଁ କେଉଁ ରାଶି ଙ୍କ ଫିଟିଲା ଭାଗ୍ୟ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶିବଭକ୍ତଙ୍କ ପାଇଁ ମହାଶିବରାତ୍ରି ବ୍ରତ ବହୁତ୍ ମହତ୍ୱପୂର୍ଣ୍ଣ ଏବଂ ପବିତ୍ର ମାନାଯାଏ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପଡୁଥିବା ଶିବରାତ୍ରି ସବୁଠୁ ମହତ୍ଵପୂର୍ଣ୍ଣ ରହିଥାଏ। ଏହାକୁ ମହାଶିବରାତ୍ରି କୁହାଯାଏ।
ସ୍ତ୍ରୀ ହୁଅନ୍ତୁ କି ପୁରୁଷ କୁହନ୍ତୁ କି ପିଲା ହୁଅନ୍ତୁ ସେମାନେ ବହୁତ୍ ଉତ୍ସାହର ସହିତ ଶିବଙ୍କର ଆରାଧନା କରନ୍ତି। ଏହାଦ୍ବାରା ଶିବ ସନ୍ତୁଷ୍ଟ ହୁଅନ୍ତି। ତେବେ ବନ୍ଧୁଗଣ ଏହିଥର ମହାଶିବରାତ୍ରିର ଅଦ୍ଭୁତ ମହାସୁଭସଂଯୋଗ ବନୁଛି।
ଏହିପରି ମହାସୁଭସଂଯୋଗ ବନୁଥିବାରୁ ୪ ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ମହାଦେବ ଏହି ୪ଟି ରାଶି ଉପରେ ତାଙ୍କର କୃପାବର୍ଷିବା ପାଇଁ ଯାଉଛନ୍ତି। ବନ୍ଧୁଗଣ ଏହି ଦିନ ଯେଉଁମାନେ ଶିବଙ୍କର ପ୍ରିୟ ବେଲ ପତ୍ର, କ୍ଷୀର, ଦୁଦୁରାଫୁଲ ଶିବ ଲିଙ୍ଗରେ ଚଢ଼ାନ୍ତି ଭଗବାନ୍ ଶିବ ତାଙ୍କର ମନସ୍କାମନା ଶୀଘ୍ର ପୂରଣ କରିଥାନ୍ତି।
ଏହିଦିନ ପ୍ରଭୁ ଶିବ ମାତା ପାର୍ବତୀଙ୍କ କୃପା କିଛି ବିଶେଷ ରାଶି ମାନଙ୍କ ଉପରେ ପଡିବା ପାଇଁ ଯାଉଛି। ତେବେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଆସନ୍ତୁ ଜାଣିବା।
କନ୍ୟା:-
ଏହି ରାଶିର ବ୍ୟକ୍ତି ମାନଙ୍କୁ ମହାଶିବରାତ୍ରିରେ ଧନର ମାଲାମାଲ ହେବାରେ କେହି ରୋକି ପାରିବେ ନାହିଁ। ବେପାରରେ ବୃଦ୍ଧି ହେବ। କୌଣସି କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିପାରେ। କିଛି ଅଧୁରା କାର୍ଯ୍ୟ ମଧ୍ୟ ପୁରାଣ ହେବ।
ମକର:-
ଏହି ରାଶିର ବ୍ୟକ୍ତି ମାନଙ୍କର ଶିବରାତ୍ରିରେ ଭଗବାନ ଶିବଙ୍କର ଅଶେଷ କୃପା ପଡ଼ିବ। ଆପଣଙ୍କର ଚାକିରୀରେ ପ୍ରମୋସନ ମିଳିବ। ଅଧୁରା କାର୍ଯ୍ୟ ମଧ୍ୟ ପୁରା ହେବ। ଧନର ଆଗମନ ହେବ। ମହାଦେବ ଏବଂ ମାତା ପାର୍ବତୀଙ୍କ କୃପାରୁ ଆପଣଙ୍କ ବ୍ୟବାହିକ ଜୀବନ ସୁଖମୟ ରହିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଶିକ୍ଷା କ୍ଷେତ୍ରରେ ମଧ୍ୟ ସୁଧାର ଦେଖିବା ପାଇଁ ମିଳିବ।
ମୀନ:-
ଏହି ରାଶିର ବ୍ୟକ୍ତି ମାନଙ୍କୁ ପ୍ରତ୍ୟେକ ଜାଗାରେ ଲାଭ ମିଳିବ। ଏହାସହିତ ଧନ ପ୍ରାପ୍ତି ମଧ୍ୟ ହେବ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହେବ। ଆପଣ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଆପଣଙ୍କ ଅଧୁରା କାର୍ଯ୍ୟ ମଧ୍ୟ ପୁରାଣ ହେବ।
ମିଥୁନ:-
ଏହି ରାଶିର ବ୍ୟକ୍ତି ମାନଙ୍କର ମହାଶିବରାତ୍ରି ପରଠାରୁ ଭାଗ୍ୟ ବଦଳିଯିବ। କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ। ନୂଆଁ ଚାକିରୀରେ ପରିବର୍ତ୍ତନ ହେବ। ଏହାସହ ଧନ ମଧ୍ୟ ପ୍ରାପ୍ତି ହେବ। ପ୍ରେମ ଜୀବନରେ ମଧୁରତା ଦେଖିବାକୁ ମିଳିବ। ବିବାହର ଯୋଗ ମଧ୍ୟ ଫିଟୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button