ଜ୍ୟୋତିଷ

ପବିତ୍ର ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ ଏହି ଗୋଟିଏ ଜିନିଷ ଆଉ ଦେଖନ୍ତୁ କେମିତି ଚମକୁଛି ଭାଗ୍ୟ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି କୁ ଅକ୍ଷୟ ତୃତୀୟା ବୋଲି କହିଥାନ୍ତି।ଏହି ତିଥି ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଦିନ ଦାନ କର୍ମ କୁ ବହୁତ ପୂଣ୍ୟ କର୍ମ ବୋଲି କୁହାଯାଇଥାଏ।
ଏହି ଦିନ କୌଣସି କାର୍ଯ୍ୟ ର ଆରମ୍ଭ ଅନୁକୂଳ ପାଇଁ ଶ୍ରେଷ୍ଠ ହୋଇଥାଏ।ଅନନ୍ତ ଫଳଦାୟକ ହୋଇଥାଏ।ଏହି ଦିନ ନୂଆ ଗାଡି କିଣିବା,ଗୃହ ପ୍ରବେଶ କରିବା, ଘର ଅନୁକୂଳ କରିବା,ସୁନା ଗହଣା କିଣିବା,ବିବାହ,ଶ୍ରାଦ୍ଧ କାର୍ଯ୍ୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମାନ୍ୟତା ଅଛି କି ଏହି ଦିନ ଶ୍ରୀ ହରି ବିଷ୍ଣୁ ଙ୍କ ଷଷ୍ଠ ଅବତାର ଭଗବାନ ପର୍ଶୁରାମ ଙ୍କ ର ଜନ୍ମ ହୋଇଥିଲା।ଏହା ସହିତ ମାତା ଗଙ୍ଗା ଧରିତ୍ରୀ ରେ ପଦାର୍ପଣ କରିଥିଲେ।
ଏବଂ ସତ୍ୟ ଯୁଗ,ଦ୍ଵାପର ଯୁଗ ଏବଂ ତ୍ରେତେୟା ଯୁଗ ର ଆରମ୍ଭ ଏହି ଦିନ ହୋଇଥିଲା।ଏହି ଦିନ ଶ୍ରୀ ହରି ବିଷ୍ଣୁ ଙ୍କ ପୂଜା କରିଲେ କୌଣସି ନକାରାତ୍ମକ ଶକ୍ତି କିଛି କ୍ଷତି କରି ପାରି ନଥାଏ।ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ।
ଏହି ଶୁଭ ଦିନ ଟି ପାଇଁ ଜୀବଜନ୍ତୁ ଙ୍କ ସେବା କରିବା,ଭୋଜନ ଦେବା,ବସ୍ତ୍ର ଦାନ କରିବାରେ ଅକ୍ଷୟ ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ।ହିନ୍ଦୁ ଶାସ୍ତ୍ର ରେ ଏହା ବର୍ଣ୍ଣିତ ରହିଛି କି ଏହି ଦିନ ଯେ କୌଣସି ବି କାର୍ଯ୍ୟ କରିଥାନ୍ତି ତାହା ଶୁଭ ଫଳ ମିଳିଥାଏ।
ଅକ୍ଷୟ ତୃତୀୟା ର ପର୍ବ କୁ ଆମ ଓଡ଼ିଶା ରେ ମଧ୍ୟ ଅତି ଆନନ୍ଦ ର ସହକାରେ ପାଳନ କରାଯାଇଥାଏ।ଏହି ଦିନ ଶ୍ରୀ ଜଗନ୍ନାଥ ଙ୍କ ରଥ କାଠ ଅନୁକୂଳ ହୋଇଥାଏ।
ଓଡ଼ିଶାର ପୁର ପଲ୍ଲୀ ରେ ଚାଷୀ ମାନଙ୍କ ଘରେ ଖିରି ପୁରୀ,ପିଠା ପଣା ର ପର୍ବ କୁ ଅତି ଆନନ୍ଦ ର ସହକାରେ ପାଳନ କରାଯାଇଥାଏ।ଏହି ଦିନ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ
 ଜୀବନରେ ଉନ୍ନତି ଧନ ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରାଯାଇଥାଏ।ଏହାଛଡା ଏହି ଦିନ ଯଦି କିଛି ଜିନିଷ ଘରକୁ ଆଣିବେ ତାହେଲେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତୁ।ପ୍ରଥମେ ମା ଲକ୍ଷ୍ମୀ ଙ୍କ ଚରଣ ପାଦୁକା ଆଣିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button