ଦେଶ- ବିଦେଶ

ଭାଗ୍ୟ ବଦଳିବା ଆଗରୁ ଆପଣଙ୍କୁ ମିଳେ ଏହିସବୁ ଗୁପ୍ତ ସଂକେତ ଏବେଠୁ ଜାଣନ୍ତୁ ଏହି ରହସ୍ୟ ଆଗକୁ ବହୁତ୍ କାମ ଦେବ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭଲ ସମୟ ଆସିବା ପୁର୍ବରୁ କିଛି ଶୁଭ ସଙ୍କେତ ଆସିଥାଏ। ଆଉ ଆଜି ଆମେ ସେହି ଶୁଭ ସଙ୍କେତ ଗୁଡିକ ସମ୍ପର୍କରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ସମୟ ସବୁବେଳେ ସମସ୍ତଙ୍କ ପାଇଁ ସମାନ ନଥାଏ। କେତେବେଳେ ଭଲ ସମୟ ଆସିଥାଏ ତ ଆଉ କେତେବେଳେ ଖରାପ ସମୟ ମଧ୍ୟ ଆସିଥାଏ।
ଯେତେବେଳେ କାଉ ଆପଣଙ୍କ ଉପର ଦେଇ ଉଡିଯାଏ କିମ୍ବା ଆପଣଙ୍କ ଘର ଛାତ ଉପରେ ବସି ଡାକେ ତେବେ ଆପଣ ଜାଣି ପାରିବେ କି କିଏ ବୋଧ ହୁଏ ଆପଣଙ୍କ ଘରକୁ ଆସିବାକୁ ଯାଉଛି।
ଯଦି ଗୋଟେ ଧଳା ଗାଈ ଆସି ଆପଣଙ୍କ ଦ୍ୱାର ମୁହଁରେ ଜୋରେ ଜୋରେ ଡାକ ଛାଡେ ତେବେ ଆପଣ ମାନେ ଜାଣି ଯିବେ କି ଆପଣଙ୍କ ଘରର ସୁଖ ବୃଦ୍ଧି ହେବାକୁ ଯାଉଛି। ସେଥିପାଇଁ ତାଙ୍କୁ ରୁଟି ଖାଇବାକୁ ଦେଇ ପ୍ରଣାମ ନିଶ୍ଚିତ ଭାବରେ କରିବେ।
ଯଦି ଆପଣଙ୍କୁ ସକାଳୁ ମନ୍ଦିରରୁ ଘଣ୍ଟି କିମ୍ବା ଭଜନ କୀର୍ତ୍ତନ ଶୁଣିବାକୁ ମିଳେ ତେବେ ଏହା ଏକ ଭଲ ସଙ୍କେତ ହୋଇଥାଏ।
ଯଦି ଆପଣ କେଉଁ ଆଡେ ଭ୍ରମଣ କରିବାକୁ ଯାଉ ଥାଆନ୍ତି ଓ ଆପଣଙ୍କୁ ଆପଣଙ୍କ ବାମ ପାର୍ଶ୍ୱରେ କୁକୁର କି ମାଙ୍କଡ ଦେଖା ଦିଏ ତେବେ ଏହା ବହୁତ ଭଲ ସଙ୍କେତ ହୋଇଥାଏ।
ଯଦି ଆପଣଙ୍କୁ ରାସ୍ତାରେ କୌଣସି ନବ ବଧୂ ର ଦୃଶ୍ୟ ମାନ ହେଉଛି ତେବେ ଏହା ମଧ୍ୟ ଏକ ଖୁବ ଭଲ ସଙ୍କେତ ଅଟେ।
ସକାଳୁ ଉଠିବା ମାତ୍ରେ ହିଁ ଆପଣ ଯଦି ଶ୍ରିଫଳ ବା ନଡ଼ିଆ ର ଦର୍ଶନ କରୁଛନ୍ତି ତେବେ ମଧ୍ୟ ଆପଣଙ୍କୁ ଶୁଭ ଖବର ମିଳିବ।
ରାତିରେ ଶୋଇଥିବା ସମୟରେ ଆପଣଙ୍କ ସ୍ୱପ୍ନରେ ଧଳା କିମ୍ବା ସୁନେଲି ରଙ୍ଗର ସାପ ର ଦର୍ଶନ ମିଳେ ଏହା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ର ଈଶାରା ଅଟେ।
କୌଣସି ପକ୍ଷୀ ଯଦି ଆପଣଙ୍କ ଉପରେ ମଳତ୍ୟାଗ କରୁଛି ତେବେ ଏହା ଆପଣଙ୍କ ପାଇଁ ଏକ ବେଶ ଭଲ ସଙ୍କେତ ଅଟେ।
ଝରକା ମାଧ୍ୟମରେ ପ୍ରକୃତିର ସୋନ୍ଦର୍ଯ୍ୟର ଦେଖା ଯିବା ମଧ୍ୟ ଏକ ବେଶ ଭଲ ସଙ୍କେତ ଅଟେ।
ବର୍ଷା ହେଉଥିବା ସମୟରେ ଯଦି ଆପଣ ଆକାଶରେ ସୂର୍ଯ୍ୟ ଙ୍କୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଶୀଘ୍ର ହିଁ ଧନବାନ୍ ହେବାର ସଙ୍କେତ ଅଟେ।
ଆପଣଙ୍କୁ ସକାଳୁ ଉଠିଲେ ଯଦି ଦହି କିମ୍ବା ଦୁଗ୍ଧର ଦର୍ଶନ ମିଳିଥାଏ ତେବେ ଏହା ଏକ ମଧ୍ୟ ଖୁବ ଭଲ ସଙ୍କେତ ଅଟେ।
ଯଦି ଘର ଚଟିଆ ଆପଣଙ୍କ ଘରେ ବସା କରି ରହୁଛି ତେବେ ଏହା ଏକ ଖୁବ ଭଲ ସଙ୍କେତ ଅଟେ।
ଏଭଳି ଅନେକ ସଙ୍କେତ ଅଛି ଯାହାକି ଆପଣ ସଂପୂର୍ଣ୍ଣ ଭିଡିଓ ଦେଖିଲେ ହିଁ ଏହି ସମ୍ପର୍କରେ ଜାଣି ପାରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button