ଜ୍ୟୋତିଷ

ଠାକୁର ଘରେ ଭୁଲରେ କରନ୍ତୁ ନାହିଁ ଏହି ୪ ଟି ଭୁଲ ନହେଲେ ପରେ ପସ୍ତେଇବେ ଶୀଘ୍ର ଦେଖନ୍ତୁ ଆପଣ କରୁ ନାହାନ୍ତି ତ ଏହି ସବୁ ଭୁଲ

ପୂଜା ଘରେ ତିନୋଟି ଜିନିଷ ରଖିବା ଅଶୁଭ ହୋଇଥାଏ।ମହାଲକ୍ଷ୍ମୀ ଏମିତି ଘରକୁ ତ୍ୟାଗ କରି ଦେଇଥାନ୍ତି।କିନ୍ତୁ ଏପରି ତିନୋଟି ଜିନିଷ ରହିଛି ଯାହାର ପୂଜା ଘରେ ରହିବା ନିହାତି ଆବଶ୍ୟକ ଅଟେ।
ଯଦି ଘରେ ସୁଖ ସମୃଦ୍ଧି,ଧନର କାମନା କରୁଛନ୍ତି ତ ଏହି ତିନୋଟି ଜିନିଷ ପୂଜା ଘରେ ନିଶ୍ଚୟ ରଖନ୍ତୁ।ସ୍ଵୟଂ ଭଗବାନ ଶ୍ରୀ କୃଷ୍ଣ ଏହି ବିଷୟରେ କହିଛନ୍ତି।ପ୍ରତ୍ୟେକ ମନୁଷ୍ୟ ନିଜର ଘରେ ମନ୍ଦିର ନିଶ୍ଚୟ ତିଆରି କରିଥାନ୍ତି। ଦେବଦେବୀ ଙ୍କ ଫଟୋ,ପୂଜା ପାଠ ର ସାମଗ୍ରୀ ମଧ୍ୟ ରଖିଥାନ୍ତି।
ଶାସ୍ତ୍ର ରେ ମନ୍ଦିର ମଧ୍ୟରେ ଏଭଳି କିଛି ଜିନିଷ ରଖିବେ ବହୁତ ଶୁଭ ଦାୟକ ହେଉଥିବା ବେଳେ ଆଉ କିଛି ଜିନିଷ ଯାହାକୁ ଠାକୁର ଘରେ ରଖିବା ବହୁତ ଅଶୁଭ ହୋଇଥାଏ।ଏହା ଦ୍ବାରା ଘରେ ନକାରାତ୍ମକ ଶକ୍ତି ର ସଞ୍ଚାର ହୋଇଥାଏ।
ଏବଂ ଘରେ ଝଗଡ଼ା ହୋଇଥାଏ।ଆପଣଙ୍କର ସର୍ବଦା କ୍ଷତି ହୋଇଥାଏ। କେତେ ଲୋକ ଅଜାଣତରେ ଘରର ମନ୍ଦିର ରେ ରଖି ଦେଇଥାନ୍ତି।ଯଦି ଆପଣ ଙ୍କ ଠାକୁର ଘରେ ଏଭଳି ଜିନିଷ ରଖା ଯାଇଥାଏ ତାହେଲେ ତୁରନ୍ତ ସେଠାରୁ ହଟେଇ ଦିଅନ୍ତୁ।
ପୂଜା ଘରେ ଯେଉଁ ଜିନିଷ ରଖିବେ ପ୍ରଥମ ଟି ହେଉଛି ଦୀପ ଆଉ ଧୂପ ଦାନି।ଦ୍ୱିତୀୟ ଟି ହେଉଛି ଘରର ମନ୍ଦିର ରେ ସ୍ଵସ୍ତିକ ରହିବା ନିହାତି ଆବଶ୍ୟକ।କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ସ୍ଵସ୍ତିକ ର ଚିହ୍ନ ଅବଶ୍ୟ ବନା ଯାଇଥାଏ।ତୃତୀୟ ଜିନିଷ ହେଉଛି କଳସ।
କଳସ ହେଉଛି ସୁଖ ସମୃଦ୍ଧି ର ପ୍ରତୀକ।ମନ୍ଦିର ରେ ସିନ୍ଦୂର କୁକୁମ ରେ ସ୍ଵସ୍ତିକ ବନାଇ ଏହାର ଉପରେ କଳସ ଅବଶ୍ୟ ରଖନ୍ତୁ।ଚତୁର୍ଥ ଟି ହେଉଛି ଶଙ୍ଖ।ଶଙ୍ଖ ମାତା ଲକ୍ଷ୍ମୀ ଙ୍କ ର ବହୁତ ପ୍ରିୟ ଅଟେ।ପଞ୍ଚମ ଜିନିଷ ହେଉଛି ଘଣ୍ଟି।
କିନ୍ତୁ ଘରର ମନ୍ଦିର ରେ କେଉଁ ଜିନିଷ ରଖିଲେ ଅଶୁଭ ହୋଇଥାଏ:-ପ୍ରଥମ ଟି ହେଉଛି ଗଣେଶ ଙ୍କ ର ବିଷମ ସଂଖ୍ୟା ରେ ମୂର୍ତ୍ତି।ପୂଜା ଘରେ କେବେ ହେଲେ ଗଣେଶ ଙ୍କ ମୂର୍ତ୍ତି ୧,୩ ଏବଂ ୫ ଏଭଳି ବିଷମ ସଂଖ୍ୟା ରେ ରଖନ୍ତୁ ନାହିଁ।ଗଣେଶ ଙ୍କ ର କେବଳ ଦୁଇଟି ମୂର୍ତ୍ତି ରଖନ୍ତୁ।
ଦ୍ୱିତୀୟ ଟି ହେଉଛି ଭାଙ୍ଗି ଯାଇଥିବା ଚାଉଳ।ମନ୍ଦିର ରେ ରଖା ଯାଇଥିବା ଚାଉଳ ର ବ୍ୟବହାର ହଳଦୀ ରେ ମିଶେଇ କରନ୍ତୁ।ତୃତୀୟ ଜିନିଷ ଟି ହେଉଛି ପୂର୍ବ ପୁରୁଷ ଙ୍କ ଫଟୋ। ଯଦି ପୂଜା ମନ୍ଦିର ରେ ପୂର୍ବ ପୁରୁଷ ଙ୍କ ଫଟୋ ରଖିଛନ୍ତି ତୁରନ୍ତ ସେଠାରୁ ହଟାଇ ଦିଅନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button