ଜ୍ୟୋତିଷ
ଗୁରୁବାର କାହିଁକି ପଢାଯାଏ ନାହିଁ ଭାଗବତ ଜାଣନ୍ତୁ ଏହାର ପ୍ରକୃତ କାରଣ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଭିଡିଓ ଦେଖିଥିବେ ।
ଏବେ କିଛି ଖବର ଆସିଛି ଯାହା ଜାଣିଲେ ଜୀବନରେ କିଛି କାମରେ ଆସିବ । ଇ କୋରାନରେ ମୃ-ତ୍ୟୁ ପୂର୍ବରୁ ଭାଗବତ ପଠନ ଆଉ ଶ୍ରବଣ କରିବା ଉଚିତ୍ ।ଏହିସବୁ କଥାକୁ ନେଇ ଅନେକ ସୂଚନା ଆପଣମାନେ ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଅନେକ ପ୍ରକାରର କଥା ଆପଣମାନେ ଜାଣିପାରିବେ ଯାହା ଜୀବନରେ ନିହାତି ଦରକାର ଅଟେ । ଏହା ହେଉଛି କଳିଯୁଗରୁ ମୁକ୍ତି ପାଇବାକୁ ହେଲେ ଭାଗବତ ଗୀତା ପାଠ କରିବାକୁ ପଡ଼ିବ ଆଉ ଭାଗବତ ଶୁଣିଲେ ଆପଣ ମଧ୍ୟ ମୁକ୍ତି ପାଇପାରିବେ ।
ଏଭଳି କିଛି କଥା ଅଛି ଯାହାକୁ ଲୋକମାନେ ବିଶ୍ବାସ କରୁଛନ୍ତି ଆଉ ସେହି କଥା ହେଉଛି ଗୁରୁବାର ଦିନ ଭାଗବତ ଗୀତା ପଶନ୍ତି ନାହିଁ । ଆଉ ଏହି କଥା ମିଛ ଅଟେ ।
ଗୁରୁବାର ଦିନ କାହିଁକି ଭାଗବତ ଗୀତା ପଢା ଯାଏ ନାହିଁ । ଏକଥା ବିଷୟରେ ସେହି କମ୍ ବୟସର ସାଧୁ ଜଣକ ଅନେକ କଥା କହିଛନ୍ତି । ସେ କହିଛନ୍ତି ଗୋଟିଏ ସ୍ଥାନରେ ଥରେ କୀର୍ତ୍ତନ ହେଉଥିଲା
ଆଉ ସେଠାରେ ଥିବା ଏକ ଲଣ୍ଠନକୁ ସେ କୀର୍ତ୍ତନ କରିବା ସମୟରେ ମଜ୍ଜି ଯାଇ ଭାଙ୍ଗି ଦେଇଥିଲେ ଆଉ ଏହାପରେ ଆଉ ଏକ ଦଳ କୀର୍ତ୍ତନ କରିବାକୁ ଆସିଲେ ଆଉ ସେ ବି କହିଲେ ଲଣ୍ଠନ ଆଣ ସେ ଭାଙ୍ଗିବେ । ଏହି ଦିନ ଠାରୁ ଏହା ଏକ କଥା ରହିଗଲା ।
ସେହିପରି ଗୁରୁବାର ଦିନ ଭାଗବତ ଗୀତା ପାଠ କରିବ ନାହିଁ ବୋଲି କିଛି ଲୋକ କହୁଛନ୍ତି । ଆଉ ଏହି କଥା ମାନି ଅନେକ ଲୋକ ଗୁରୁବାର ଦିନ ଭାଗବତ ଗୀତା ପାଠ କରୁ ନାହାନ୍ତି । ଗୀତା ଭଗବତ ସବୁ ଦିନ ପଢ଼ିବା ଉଚିତ୍ ।
ଏହା ପଢ଼ିଲେ ଆପଣ ମୁକ୍ତି ପାଇପାରିବେ । ଭାଗବତ ସବୁଦିନ ପଢ଼ିବା ସହିତ ଏହାକୁ ଶ୍ରବଣ କରିଲେ ଆପଣଙ୍କ ପାଇଁ ଏହା ମଙ୍ଗଳ ହୋଇଥାଏ । ଏହା କରିଲେ ଆପଣ କଳିଯୁଗରୁ ମୁକ୍ତି ପାଇପାରିବେ । ମୋକ୍ଷ, ମୁକ୍ତି, ନିର୍ବାଣ ମିଳିଥାଏ ।
ମନୁଷ୍ୟ ହେଉଛି ଦୁର୍ଲଭ ଜୀବନ । ଅତିବଡ଼ି ଜଗନ୍ନାଥ ଦାସ ତାଙ୍କ ରଚିତ ପୁସ୍ତକ ଭାଗବତ ଗୀତାରେ ଏହିସବୁ କଥା ଲେଖିଛନ୍ତି । ମନୁଷ୍ୟ ଜନ୍ମ ବହୁତ କଷ୍ଟରେ ମିଳିଥାଏ । ଭାଗବତ ଗୀତା ସବୁଦିନ ପଢ଼ିଲେ ଆମେ ଏହି କଳିଯୁଗ ରୁ ମୁକ୍ତି ପାଇପାରିବା ।
କଳିଯୁଗରୁ ମୁକ୍ତି ବା ମୋକ୍ଷ ପାଇବାକୁ ହେଲେ ଆମକୁ ଭାଗବତ ଗୀତା ପାଠ କରିବା ଉଚିତ୍ । ଭାଗବତ ଗୁରୁବାର ପଢିବ ନାହିଁ ଏହି କଥା ମିଥ୍ୟା ଅଟେ। ସବୁଦିନ ଭାଗବତ ଗୀତା ପାଠ କଲେ ଜୀବନରେ ଅନେକ ସୁଖ ଆସିଥାଏ । ମୋକ୍ଷ ପାଇଥାନ୍ତି ଲୋକମାନେ ।




