ଜ୍ୟୋତିଷ

ଯୋଡ଼ା ଶ୍ରାବଣରେ ଏମିତି କରନ୍ତୁ ରାକ୍ଷୀ ପୂର୍ଣ୍ଣିମା ଦେଖନ୍ତୁ ରୀତିନୀତି ଅନୁସାରେ କେମିତି କରିବେ ପାଳନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାକ୍ଷୀ ପୂର୍ଣ୍ଣିମା ପ୍ରତେକ ବର୍ଷ ଶ୍ରାବଣ ମାସର ପୁର୍ଣ୍ଣିମା ତିଥିରେ ପାଳନ ଯାଇଥାଏ। ଶାସ୍ତ୍ରରେ ଏମିତି ମାନ୍ୟତା ଅଛି ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ।
Special Report
ପଞ୍ଚାଙ୍ଗ ଅନୁଯାୟୀ ଏହିଥର ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରା ହେବା କାରଣରୁ ରାକ୍ଷୀ ପିନ୍ଧାଯିବ ନାହିଁ। ଆଜି ଆମେ ଜାଣିବା ୨୦୨୩ ବର୍ଷରେ ରାକ୍ଷୀ ପୂର୍ଣ୍ଣିମା କେବେ ପାଳିତ ହେବ, ଭଦ୍ରା କେବେ ଠାରୁ ଆରମ୍ଭ ହୋଇ କେବେ ଶେଷ ହେବ, ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ କେବେ ରହିବ।
ତେବେ ବନ୍ଧୁଗଣ ଚଳିତ ବର୍ଷ ଯୋଡ଼ା ଶ୍ରାବଣରେ ପଡ଼ୁଛି ଦୁଇଟି ପୂର୍ଣ୍ଣିମା। ଏହା ଭିତରୁ ଗୋଟିଏ ରହିଛି ରାକ୍ଷୀ ପୂର୍ଣ୍ଣିମା। ଯୋଡ଼ା ଶ୍ରାବଣ କାରଣରୁ ଏଥର ପଡ଼ିଛି ଦୁଇଟି ପୂର୍ଣ୍ଣିମା। ଆଗକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଅଛି।
Special report
ତେଣୁ କେଉଁ ପୂର୍ଣ୍ଣିମାନେ ରକ୍ଷା ବନ୍ଧନ ପାଳନ କରାଯିବ ସେ ନେଇ ଲୋକଙ୍କ ମଧ୍ୟରେ ରହିଛି ଦ୍ୱନ୍ଦ। ହିନ୍ଦୁ କ୍ୟାଲେଣ୍ଡରରେ ପ୍ରତି ମାସରେ ପୂର୍ଣ୍ଣିମା ପଡ଼ିଥାଏ। ଚଳିତ ଥର ଯୋଡ଼ା ଶ୍ରାବଣରେ ଦୁଇଟି ପୂର୍ଣ୍ଣିମା ରହିଛି। ଶ୍ରାବଣର ପ୍ରଥମ ପୂର୍ଣ୍ଣିମା ମଳ ମାସ ରେ ପଡ଼ୁଛି।
ତେଣୁ ଏହାକୁ ମଳ ପୂର୍ଣ୍ଣିମା କୁହାଯାଏ। ଏହି ପୂର୍ଣ୍ଣିମା ୧ ଅଗଷ୍ଟ ମଙ୍ଗଳବାରରେ ପଡ଼ୁଛି। ଏହା ମଙ୍ଗଳବାର ୩.୫୧ ରୁ ଆରମ୍ଭ ହୋଇ ରାତି ୧୨.୦୧ ମିନିଟ୍ ଯାଏଁ ରହିବ। ଶ୍ରାବଣ ମାସର ଦ୍ୱିତୀୟ ପୂର୍ଣ୍ଣିମା ୩୦ ଅଗଷ୍ଟ ବୁଧବାର ପଡ଼ିବ।
Special report
ଏହାର ସକାଳ ୧୦.୫୮ ରୁ ଆରମ୍ଭ ହୋଇ ଗୁରୁବାର ସକାଳ ୭.୦୫ ଯାଏଁ ରହିବ। ତେଣୁ ପୂର୍ଣ୍ଣିମା ବ୍ରତ ୩୦ ରେ ହେଲେ ବି ୩୧ରେ ଦାନ ସ୍ନାନକାମ କରିପାରିବେ। ଏହିଦିନ ଭଦ୍ରା କାଳ ଆରମ୍ଭ ହୋଇଯିବ।
ଶାସ୍ତ୍ରରେ ଭଦ୍ରା କାଳରେ ଶ୍ରାବଣୀ ପର୍ବ ପାଳନ କରାଯିବା ନିଷେଦ୍ଧ। ୩୦ ଅଗଷ୍ଟରେ ଭଦ୍ରା କାଳ ରାତି ୯ଟା ୨ ମିନିଟ ଯାଏଁ ରହିବ। ଏହିସମୟ ପରେ ରାକ୍ଷୀ ବନ୍ଧନ ପର୍ବ ପାଳନ କରାଯାଇପାରିବ। ରାକ୍ଷୀ ବନ୍ଧନ ଦିନ ସମୟରେ କଲେ ଶୁଭ ମନାଯାଏ।
ତେଣୁ ଏମିତିରେ ୩୧ ଅଗଷ୍ଟରେ ଆପଣ ଦିନ ସମୟରେ ଏହି ପର୍ବକୁ ପାଳନ କରିପାରିବେ। ତେବେ ବନ୍ଧୁଗଣ ଭାଇର ଦୀର୍ଘାୟୁ କାମନା କରି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ ଏହା ପୁରୁଣା ପରମ୍ପରା ରହି ଆସିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button