ଜ୍ୟୋତିଷ

ଆଜି ଶନିବାର ଭୁଲ୍ ରେ ବି କରନ୍ତୁନି ଏମିତି କାମ, ନହେଲେ ପଡ଼ିବ ଶନି ଙ୍କ ବକ୍ର ଦୃଷ୍ଟି

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶନି ବାର ଦିନ ପ୍ରଭୁ ଶନି ଙ୍କ ନାମ ନେଇ କରନ୍ତୁ ଏହି ତିନୋଟି କାମ ଏହା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟାର ମଧ୍ୟ ଅନ୍ତ ହୋଇ ଯିବ। ଆମ ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପଛରେ ଦୁଃଖ ଓ କଷ୍ଟ ମଧ୍ୟ ଲାଗି ରହିଥାଏ।
Special report
ଆଉ ସମସ୍ତଙ୍କର ଇଚ୍ଛା ଥାଏ କି ତାହାକୁ କିଭଳି ଭାବରେ ଆପଣ ମାନେ ଦୂରୀକରଣ କରିବେ। ଏଥିପାଇଁ ଆପଣଙ୍କୁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡ଼ିଥାଏ। ସେହି ତିନୋଟି କାର୍ଯ୍ୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
୧- ସୋରିଷ ତେଲରେ ଦାନ। ଶନି ଦେବାଙ୍କ ପୂଜାରେ ସୋରିଷ ତେଲ ର ବ୍ଯବହାର କରାଯାଇ ଥାଏ। ଏହି ତେଲ ମଧ୍ୟ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଯଦି ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତି ତେବେ
Special report
 ଏହା ଆପଣଙ୍କ ପାଇଁ ବେଶ ଉପକାରୀ ବୋଲି ମଧ୍ୟ ପ୍ରମାଣିତ ହେବ। ଏହି ଦାନ ଆପଣ କାହାକୁ ମଧ୍ଯ କରି ପାରିବେ। ଅର୍ଥାତ କୌଣସି ବ୍ରାହ୍ମଣଙ୍କୁ , ଗରୀବ ଙ୍କୁ ଅର୍ଥାତ ଆପଣ ଏହାକୁ କୌଣସି ମନ୍ଦିରରେ ମଧ୍ୟ ଦାନ କରି ପାରିବେ।
୨- ଶନିବାର ଦିନ କାଉ କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ କାଉ କୁ ଖାଦ୍ୟ ଖୁଆଇବା ବହୁତ ଶୁଭ କାର୍ଯ୍ୟ ବୋଲି ମଧ୍ୟ କୁହା ଯାଇଥାଏ। କାଉ ଶନି ଦେବ ଙ୍କ ବାହନ ମଧ୍ୟ ହୋଇଥାଏ।
Special report
ଯଦି ଆପଣ କୌଣସି କାଉ ଙ୍କୁ ଖୁସୀ କରି ଦିଅନ୍ତି ତେବେ ଆପଣଙ୍କ ଶତ୍ରୁ ଆପଣଙ୍କ କିଛି ଅନିଷ୍ଠ କରି ପାରିବେ ନାହିଁ। ଏହା ସହ ଆପଣଙ୍କ ଜୀବନରେ ଥିବା ସମସ୍ୟା ମଧ୍ଯ ଧୀରେ ଧୀରେ ଦୂର ହେବାକୁ ଲାଗିବ।
Special report
୩- ଶନିବାର ଦିନ ଲୁହା ନିର୍ମିତ ବସ୍ତୁ କିଣିବା କିମ୍ବା ବିକିବା ଦ୍ବାରା ଖରାପ୍ ସମୟ ଦୂର ହୋଇ ଯାଇଥାଏ। ଏଭଳି କୁହାଯାଏ କି ଶନିବାର ଦିନ ଆପଣ ଆପଣଙ୍କ ଘରକୁ ନୂତନ ଲୁହାର ବସ୍ତୁ ଆଣିବା ଉଚିତ।
ଏଥି ସହ ଘରର ପୁରୁଣା ଲୁହା ବସ୍ତୁ କୁ ବିକ୍ରୀ କରିଦେବା ଉଚିତ୍ । ଏହା ଦ୍ବାରା ଆପଣଙ୍କ ଘର ମଧ୍ୟରେ ଥିବା କୌଣସି ପ୍ରକାରର ନକାରାତ୍ମକ ଉର୍ଜା ମଧ୍ଯ ଚାଲି ଯାଇଥାଏ। ଏହି ସମୟରେ ଆପଣ ମାନେ ଶନି ଦେବ ଙ୍କ ନାମ ନିଶ୍ଚିତ ଭାବରେ ଉଚ୍ଚାରଣ କରିବା ଉଚିତ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button