ଦେଶ- ବିଦେଶ

୨୦୨୪ ମସିହାରେ ମାଲାମାଲ ହେବେ ଏହି ୪ ଟି ରାଶି ଦେଖନ୍ତୁ ପିନ୍ଧିବେ ସୁନାର ମୁକୁଟ ମା ଲକ୍ଷ୍ମୀଙ୍କ ସୌଭାଗ୍ୟ ପଡ଼ିଲା ଏହି ୪ ରାଶି ଉପରେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖୁବ ଅଳ୍ପ ଦିନରେ ପୁରୁଣା ବର୍ଷ ଶେଷ ହୋଇ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି। ଏପରିରେ ସମସ୍ତେ ନୂତନ ବର୍ଷ କୁ ନେଇ ନିଜ ନିଜ ମନରେ କେତେ ଖୁସି କୁ ମଧ୍ୟ ଅପେକ୍ଷା କରି ରହିଛନ୍ତି।
Special Report
କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ର ପ୍ରାରମ୍ଭ ସମୟରେ ହିଁ ଗ୍ରହ ମାନଙ୍କର ସ୍ଥିତି ଓ ଚଳନ କିଛି ଏପରି ରହୁଅଛି, ଯାହାର ଫଳ ସ୍ୱରୂପ କିଛି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ରାଜା ସମାନ ସୁଖର ଯୋଗ ରହୁଅଛି। ଏପରିକି ଜୀବନରେ ଏହି ବ୍ୟକ୍ତି ମାନଙ୍କୁ ସମସ୍ତ ପ୍ରକାର ସଫଳତା ମଧ୍ୟ ମିଳି ପାରିବ।
୧- ତୁଳା ରାଶି:- ୨୦୨୪ ର ନୂତନ ବର୍ଷ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭଲ ହେବାକୁ ଯାଉଛି। ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହେବାକୁ ଯାଉଛି ଏବଂ ଘରକୁ ସୁଖ ସମୃଦ୍ଧି ଆସିବାକୁ ଯାଉଛି। ଆର୍ଥିକ ସ୍ଥିତି ଭଲ ରହିବ ଏବଂ ବ୍ୟବସାୟ କରିଥିବା ବ୍ୟକ୍ତିଙ୍କୁ ଇଚ୍ଛା ଅନୁଯାୟୀ ଲାଭ ମିଳିବ।
କୌଣସି ନୂଆ ଯାନ ବାହନ କିମ୍ବା ଇଲେକ୍ଟ୍ରୋନିକ ଜିନିଷ କିଣି ପାରନ୍ତି। ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବେ। ପୂର୍ବରୁ ରହିଥିବା ଶାରୀରିକ ସମସ୍ୟା ଦୂର ହେବ। ବେରୋଜଗାରୀଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି।
Special Report
୨- ବୃଷ ରାଶି:-
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷା ହେବାକୁ ଯାଉଛି। ୨୦୨୪ ଏମାନଙ୍କ ପାଇଁ ଭଲ ରହିବ ଏବଂ ହଠାତ ଧନ ପ୍ରାପ୍ତର ଯୋଗ ରହିଛି। ଚାକିରୀ କରୁଥିବା ବ୍ୟକ୍ତି ମାନେ ପ୍ରମୋଶନ ପାଇବେ।
ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବାକୁ ଯାଉଛି। ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ସହିତ ପ୍ରେମ ସମ୍ପର୍କ ଦୃଢ଼ ହେବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ୨୦୨୪ ଅତ୍ୟନ୍ତ ଭଲ ରହିବ।
୩- କନ୍ୟା ରାଶି:-
୨୦୨୪ ନୂତନ ବର୍ଷ ଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। କାହାଠାରୁ ଧାର ନେଇଥିବା ଟଙ୍କା ଫେରାଇ ଦେବେ।
Special Report
ମନ ପ୍ରସନ୍ନ ରହିବ ଏବଂ ଅଧିକ ଧନ ଲାଭ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସଫଳତା ପୂର୍ବକ ଶେଷ ହେବ। ଏହି ୨୦୨୪ ରେ ମାତା ଲକ୍ଷ୍ମୀଙ୍କ କୃପା ମିଳିବାକୁ ଯାଉଛି।
୪- ସିଂହ ରାଶି:-
ନୂଆ ବର୍ଷରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି। ଆପଣଙ୍କୁ ହଠାତ ଧନ ଲାଭ ହେବାର ସୁଯୋଗ ପ୍ରାପ୍ତ ହେବ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି। ବେରୋଜଗାରଙ୍କୁ ମନ ମୁତାବକ ଚାକିରୀ ମିଳିବାକୁ ଯାଉଛି। କୋର୍ଟ କଚେରୀ ମାମଲା ଥିଲେ ତାହା ସୁରୁଖୁରୁରେ ସମାପ୍ତ ହେବ।
୫- କୁମ୍ଭ ରାଶି:-
୨୦୨୪ ନୂଆବର୍ଷର ଆରମ୍ଭ ସହିତ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଶୁଭ ଦିନ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏମାନେ ଆରମ୍ଭ କରିବାକୁ ଯାଉଥିବା ସମସ୍ତ କାର୍ଯ୍ୟ ସଫଳ ହେବ।
ମାତା ଲକ୍ଷ୍ମୀଙ୍କ କୃପାରୁ କୌଣସି କାର୍ଯ୍ୟରେ ସମସ୍ୟା ରହିବ ନାହିଁ। ବ୍ୟାପାର ବାଣିଜ୍ୟ ବ୍ୟବସାୟ ଏବଂ ସବୁ କ୍ଷେତ୍ରରେ ସଫଳତା ନିଶ୍ଚିତ ଅଟେ। ଚାକିରୀ କରୁଥିବା ବ୍ୟକ୍ତିଙ୍କର ନିଶ୍ଚିତ ପ୍ରମଶନ ହେବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button