ଜ୍ୟୋତିଷ

ସବୁଦିନ ତୁଳସୀ ଗଛରେ ପାଣି ଦେଲେ ମିଳେ ଏହି ଚମତ୍କାରୀ ଲାଭ ଅନେକ ଲୋକ ଜାଣି ନାହାନ୍ତି ଏହି ରହସ୍ୟମୟ କଥା

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଭାରତ ବର୍ଷରେ ତୁଳସୀ ଗଛର ଅନେକ ମହତ୍ଵ ରହିଅଛି। ଶାସ୍ତ୍ର ଅନୁଯାୟୀ କୁହାଯାଇଅଛି ଆମ୍ଭେ ଘରେ ଯଦି ଏହି ପବିତ୍ର ଗଛ ରହିଥାଏ ତେବେ ଆପଣଙ୍କ ଘରେ ସୁଖ ଶାନ୍ତି ର ବାତାବରଣ ସୃଷ୍ଟି ହୋଇଥାଏ।
Special Report
ତୁଳସୀ ଗଛ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ। ତୁଳସୀ ଗଛରୁ ମଧ୍ୟ ବିଭିନ୍ନ ପ୍ରକାରର ଔଷଧ ତିଆରି ହୋଇଥାଏ। ଏହିଭଳି ଭାବରେ ତୁଳସୀ ଆମ୍ଭର ବିଭିନ୍ନ ପ୍ରକାରର କାର୍ଯ୍ୟ ରେ ଲାଗିଥାଏ।
ତୁଳସୀ ୩ ପ୍ରକାରର କୃଷ୍ଣ ତୁଳସୀ, ଧଳା ତୁଳସୀ, ଏବଂ ରାମ ତୁଳସୀ। କୃଷ୍ଣ ତୁଳସୀର ଅଧିକ ମହତ୍ଵ ରହିଅଛି। ତୁଳସୀ ର ପୂଜା କରିବା ଦ୍ଵାରା ପାପନାଶ ହୋଇଥାଏ ଏବଂ ଶାନ୍ତି ମିଳିଥାଏ।ସାଧାରଣତ ତୁଳସୀ ଗଛରେ ଆମ୍ଭେମାନେ ପ୍ରତ୍ୟକ ଦିନ ଜଳ ଦେଇଥାଉ।
Special Report
ତୁଳସୀ ଗଛରେ ଜଳ ଦେବା ସମୟରେ ଏହି ମନ୍ତ୍ର ଉଚାରଣ କରିବା ଦ୍ଵାରା ଆମ୍ଭର ସମୃଦ୍ଧି ର ବୃଦ୍ଧି ହୋଇଥାଏ। ଏହା ସହିତ ରୋଗ ବ୍ୟାଧିରୁ ମଧ୍ୟ ମୁକ୍ତି ମିଳିଥାଏ। ତୁଳସୀ ରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଅଛି। ଆୟୁର୍ବେଦ ରେ ମଧ୍ୟ ତୁଳସୀ ଗଛକୁ ଔଷଧ ରୂପେ ବ୍ୟବହାର କରାଯାଉଅଛି ।
କୌଣସି କାର୍ଯ୍ୟ ଅଥବା ପୂଜା କୁ ନିୟମ ଅନୁଯାୟୀ କରିବା ଦ୍ଵାରା ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ମିଳିଥାଏ। ଆପଣ ମାନେ ଯଦି ଏହିଭଳି ଭାବରେ ମାତା ଲକ୍ଷ୍ମୀ ତଥା ଭଗବାନ ବିଷ୍ଣୁ ଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରନ୍ତି ତେବେ ଆପଣଙ୍କୁ ସଫଳତା ର ପାହାଚ ଅତିକ୍ରମ କରିବା ଠାରୁ କେହି ଅଟକାଇ ରଖି ପାରିବେ ନାହିଁ।
Special Report
ଯେଉଁ ମନୁଷ୍ୟର ଘରେ ତୁଳସୀ ଗଛ ହରାଭରା ହୋଇ ରହିଥାଏ ସେହି ଘରେ କେବେବି କୌଣସି କଳହ ବା ଅଶାନ୍ତି ହୋଇନଥାଏ। ସେହି ପରିବାରରେ ଉଭୟ ସମସ୍ତଙ୍କର ପରସ୍ପର ସହକର୍ମୀ ହୋଇଥାନ୍ତି। ସେହି ପରିବାର ଭିତରେ ଭଲ ପାଇବା ବୃଦ୍ଧି ପାଇଥାଏ। Special Report
ଭୁଲରେ କେବେ ହେଲେ ମା ତୁଳସୀ ଗଛ ମୂଳରେ ବସି ମିଥ୍ୟା କହିବେ ନାହିଁ କି ଆପଶବ୍ଦ ବ୍ୟବହାର କରିବେ ନାହିଁ ବା କାହାର ଅମଙ୍ଗଳ ମଧ୍ୟ ଚିନ୍ତା କରିବେ ନାହିଁ। ଯେଉଁଠାରେ ତୁଳସୀ ଗଛ ରହିଥାଏ ସେହିଠାରେ ଭୁଲ୍ ରେ ମଧ୍ୟ ଛେପ କିମ୍ବା ପରିସ୍ରା କରିବେ ନାହିଁ।
ତୁଳସୀ ଗଛ ରହିଥିବା ଜାଗା ସର୍ବଦା ପରିଷ୍କାର ରହିବା ଉଚିତ୍। ଏବଂ ସେହି ଜାଗାର ବାତାବରଣ ମଧ୍ୟ ପରିଷ୍କାର ହେବା ଉଚିତ୍। ମା ବୃନ୍ଦାବତୀଙ୍କ ନିକଟରେ ଯେଉଁ ଦୀପ ଲଗାଉଛନ୍ତି ତାହା ଲିଭିବା ପୂର୍ବରୁ ନେଇଆସନ୍ତୁ। କାରଣ ମା ବୃନ୍ଦାବତିଙ୍କ ପାଖରେ ପୋଡ଼ା ସଳିତା ରହିବା ଅଶୁଭ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button