ଦେଶ- ବିଦେଶ

ଦେଖନ୍ତୁ କେଉଁ କାରଣ ପାଇଁ ପ୍ରଭୁ ଶ୍ରୀରାମ ଦେଇଥିଲେ ରାବଣଙ୍କୁ ବର ଏହି ବର ସମ୍ପର୍କରେ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି। ଜାନୁଆରୀ ୨୨ରେ ରାମଲାଲା ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ କରିବେ। ସହରର ବିକାଶ ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି,
Special Report
ଯଦ୍ବାରା ଭବ୍ୟ ତଥା ନୂତନ ଅଯୋଧ୍ୟା ସ୍ୱପ୍ନ ସାକାର ହୋଇପାରିବ। ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟା ବିଶ୍ୱର ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ ଭାବେ ଉଭା ହେବ। ଏବଂ ଏହା ଏକ ବୃହତ ଆର୍ଥିକ କ୍ରୀୟାଶୀଳ କେନ୍ଦ୍ରରେ ପରିଣତ ହେବ ବୋଲି କୁହାଯାଉଛି।
ଏଭଳି ସମୟରେ ହୋଟେଲ ଏବଂ ଟାଉନସିପ୍ ସହ ଜଡ଼ିତ କମ୍ପାନୀଗୁଡିକ ସହରରେ ବିପୁଳ ପୁଞ୍ଜି ନିବେଶ କରୁଛନ୍ତି। ତେବେ ବନ୍ଧୁଗଣ ପୁରାଣ ଅନୁଯାୟୀ ଶ୍ରୀ ରାମ ଲଙ୍କାକୁ ଜୟ କରିବା ଲକ୍ଷ୍ୟରେ
Special Report
ତାଙ୍କ ପ୍ରିୟ ଭଗବାନ୍ ଶିବଙ୍କ ଲିଙ୍ଗ ପ୍ରତିଷ୍ଠା ଏବଂ ଉପାଦାନ କରିବାକୁ ଚିନ୍ତା କରିଥିଲେ। ତେବେ ଏହି ପବିତ୍ର କାର୍ଯ୍ୟ ପାଇଁ ଜଣେ ମହାନ୍ ପଣ୍ଡିତର ଆବଶ୍ୟକ ରହିଛି। ଏହାପରେ ପ୍ରଭୁ ରାମ ଜାମ୍ବବାନ ଜୀଙ୍କୁ ପରାମର୍ଶ ମାଗିଥିଲେ।
ଏହି ପବିତ୍ର କାର୍ଯ୍ୟରେ ଆଚାର୍ଯ୍ୟ ଭୂମିକା ପାଇଁ ଜାମ୍ବବାନ ଜୀ ଲଙ୍କାପତି ରାବଣଙ୍କର ପରାମର୍ଶ ଦେଇଥିଲେ। କାରଣ ସେତେବେଳେ ରାବଣ ଶିବଙ୍କ ବଡ ଭକ୍ତ ଥିଲେ। ଜ୍ୟୋତିଲିଙ୍ଗ ସ୍ଥାପନର ରାବଣଙ୍କୁ ଆଚାର୍ଯ୍ୟ କରିବାକୁ ଭଗବାନ୍ ଶ୍ରୀ ରାମ ରାଜି ହୋଇଥିଲେ।
Special Report
ଏହାପରେ ଜାମ୍ବବାନ ଜୀ ଲଙ୍କାରେ ପହଞ୍ଚି ଜ୍ୟୋତିଲିଙ୍ଗ ସ୍ଥାପନ କରିବାର ଆଚାର୍ଯ୍ୟ ଭୂମିକା ଅଭିନୟ କରିବାକୁ ରାବଣଙ୍କୁ ଆମନ୍ତ୍ରଣ କରିଥିଲେ। ରାବଣ ଏହା ମଧ୍ୟ ଜାଣିଥିଲେ ଜାମ୍ବବାନ ତାଙ୍କ ଜେଜେବାପା ଙ୍କ ଜଣେ ବନ୍ଧୁ। ତେଣୁ ରାବଣ ଜାମ୍ବବାନ ଜିଙ୍କ ନିମନ୍ତ୍ରଣ ଗ୍ରହଣ କଲେ।
Special Report
ରାବଣ ଭଲ ଭାବରେ ଜାଣିଥିଲା ଯେ ଲଙ୍କାକୁ ଜୟ କରିବା ପାଇଁ ଜ୍ୟୋତିଲିଙ୍ଗ ସ୍ଥାପନ କରାଯାଉଛି। ପୂଜାପାଠ ଶେଷରେ ଯେତେବେଳେ ଭଗବାନ୍ ରାମ ବିଜୟଶ୍ରୀଙ୍କ ଆଶ୍ରିବାଦ ମାଗିଥିଲେ ଲଙ୍କା ପତି ରାବଣ ତାଙ୍କ ବ୍ରାହ୍ମଣ ଧର୍ମ ଅନୁସରଣ କରି ଶ୍ରୀ ରାମଙ୍କୁ ବିଜୟୀ ପାଇଁ ଆଶ୍ରିବାଦ ଦେଇଥିଲେ।
ତେବେ ବନ୍ଧୁଗଣ ଏହାଥିଲା ଲଙ୍କା ପତି ରାବଣ ଆଉ ରାମଙ୍କ ରୋଚକ କାହାଣୀ। ବନ୍ଧୁଗଣ ଆସନ୍ତା ୨୨ ରେ ଦେଶରେ ଆଉ ଏକ ଦୀପାବଳୀ ପାଳନ ହେବ। ପ୍ରତ୍ୟେକ ଘରେ ଦୀପ ଜଳା ଯିବ ଆଉ ପ୍ରଭୁ ଶ୍ରୀ ରାମଙ୍କୁ ସମସ୍ତେ ଖୁସିରେ ସ୍ବାଗତ କରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button