ମନୋରଞ୍ଜନ

ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ସଂଖ୍ୟା ଆଉ ଜାଣନ୍ତୁ ଆପଣଙ୍କ ଚରିତ୍ର କିପରି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି କାଲି ଦୁନିଆରେ ଆମେ ସମସ୍ତେ ବହୁତ ଉଚ୍ଚ ଶିକ୍ଷିତ ହେବାକୁ ଇଚ୍ଛା କରୁ। ଏବେର ସମାଜରେ ବିଜ୍ଞାନ ବହୁତ ଆଗକୁ ମଧ୍ୟ ଗଲାଣି କିନ୍ତୁ ଆମ ମଧ୍ୟରୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଜ୍ୟୋତିଷ , ଗୁଣି ଗରେଡି ଆଦି ଭଳି ଅନ୍ଧ ବିଶ୍ବାସ ରେ ବିଶ୍ବାସ ରଖନ୍ତି।
Special report
ଆମେ ଜାଣିଚୁ ଭଗବାନଙ୍କ ଇଛା ରେ ଏହି ଦୁନିଆ ଓ ସଂସାର ଚାଲିଥାଏ। ଆମେ ଏହା ମଧ୍ୟ ଜାଣିଚୁ କି ଆମର ଭାଗ୍ୟ ଓ ଭବିଷ୍ୟତ ତାଙ୍କ ହାତ ରେ ହୋଇଥାଏ। କିନ୍ତୁ ମଣିଷ ବହୁତ ଚାଲାକ ତେଣୁ ସେ ସର୍ବଦା ଚେଷ୍ଟା କରେ ଅଧିକ ଜ୍ଞାନ ଓ ବୁଦ୍ଧି ନିମନ୍ତେ। ସେ ନିଜର ଭବିଷ୍ୟତ ସମ୍ଭନ୍ଧରେ ଜାଣିବାକୁ ଇଚ୍ଛୁକ ଥାଏ କାରଣ ସେ ନିଜର ଭବିଷ୍ୟତ କୁ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରିବ।
୧- ୧୬୫ ନମ୍ବର ଯଦି ବାଛିଛନ୍ତି ତେବେ ଆସୁଥିବା ସମୟ ଆପଣଙ୍କ ଜୀବନ ପାଇଁ ବହୁତ ଶୁଭ ରହିବ। ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ୍ଣ ହେବ। ଏହି ବର୍ଷ ଏହି ବ୍ୟକ୍ତିଙ୍କ ଧନ ସମ୍ବନ୍ଧିତ ଅନେକ କାର୍ଯ୍ୟ ପୂର୍ଣ୍ଣ ହେବ ଓ ଆପଣଙ୍କୁ ବହୁତ ଫାଇଦା ଦେବ। ତେବେ ଯେଉଁ ବ୍ୟକ୍ତିମାନେ ଅନେକ ପରିଶ୍ରମ କରୁଛନ୍ତି ଏହି ବର୍ଷ ସେମାନଙ୍କର ପରିଶ୍ରମର ସୁଫଳ ମିଳିବ।
Special report
କ୍ୟାରିୟରରେ ନୂଆ ସୁଯୋଗ ଆସିବ, ଆପଣଙ୍କୁ ନିଜ କ୍ୟାରିୟରରେ ସଫଳତା ମିଳିବ। ବିଜିନେସରେ ସଫଳତା ମିଳିବ। ଏହିବର୍ଷ ବିଜନେସ କରୁଥିବା ବ୍ୟକ୍ତିଙ୍କର ଆୟ ବଢିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିପାରେ, ଚିନ୍ତା କମ ହେବ। ଯଦି ଆପଣଙ୍କ ପରିବାରରେ ଟେନ୍ସନ ଲାଗିରହିଛି ତେବେ ତାହା କମ ହେବାର ଅଛି।
୨- ଯଦି ଆପଣ ୧୭୬୫ ନମ୍ବର ବାଛିଛନ୍ତି ତେବେ ଏହି ବର୍ଷ ଶାନ୍ତିରେ କଟିବାର ଅଛି, ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ। ନହଲେ ବଡ ସମସ୍ୟା ସୃଷ୍ଟି କରିପାରେ। ଏହି ବର୍ଷ ନିଜ ନୂତନ ଘରେ ପ୍ରବେଶ କରିପାରନ୍ତି।
Special report
ଆପଣଙ୍କର ଖର୍ଚ ବି ବଢିପାରେ, କିନ୍ତୁ ଟେନ୍ସନ ନେବାର ଆବଶ୍ୟକତା ନାହିଁ। ତେବେ ବହୁତ ଜଲ୍ଦି ଖୁସି ଖବର ମିଳିବ, ଆର୍ଥିକ ଅସୁବିଧା ଦୂର ହେବ। ଆର୍ଥିକ ଅସୁବିଧାରେ ଗତିକରୁଥିବା ଲୋକ ମାନଙ୍କୁ ବହୁତ ଜଲ୍ଦି ମୁକ୍ତି ମିଳିବ, ଉଚ୍ଚ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟ ରେ ସନ୍ତୁଷ୍ଟ ରହିବେ।
୩- ଯଦି ଆପଣ ୧୦୨ ନମ୍ବର ବାଛିଛନ୍ତି ତେବେ ଆପଣମାନଙ୍କର ପର୍ସନାଲ ଲାଇଫ ବହୁତ ଭଲ ରହିବ, ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ରହିବ। ଆପଣ ନିଜ ପାର୍ଟନର ସହ ଭଲ ସମୟ ଅତିବାହିତ କରିବେ। ଜୀବନ ସାଥିଙ୍କର ପୂର୍ଣ୍ଣ ସହଯୋଗ ମିଳିପାରିବ।
ମାତା ପିତାଙ୍କର ଯତ୍ନ ନିଅନ୍ତୁ। ପିତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ। ପିତାଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ। ମାତାଙ୍କର ଶରୀର ଭଲ ରହିବ। ତେବେ ଅଧିକାଂଶ କ୍ଷେତ୍ରରେ ସଫଳତା ପାଇବେ, ଆଖପାଖ ଲୋକଙ୍କର ପ୍ରଶଂସାର ପାତ୍ର ହେବେ। ଏହି ବର୍ଷ ଆପଣ ଟଙ୍କା ପଇସା ସାବଧାନତାର ସହ ଖର୍ଚ୍ଚ କରନ୍ତୁ କାରଣ ଖର୍ଚ୍ଚ ବଢିପାରେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button