ଜ୍ୟୋତିଷ

ଏବେଠାରୁ ଜାଣି ନିଅନ୍ତୁ ନିଜ ଜନ୍ମ ତାରିଖରୁ ଆପଣଙ୍କ ପ୍ରେମ ସଫଳ ହେବ କି ନାହିଁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ବିଷୟରେ ଆପଣମାନେ ଜାଣିପାରିବେ ।
Special report
ଏବେ ଏହି ଖବର ହେଉଛି ଆପଣଙ୍କ ଜନ୍ମ ତାରିଖରୁ ଆପଣମାନେ ଜାଣନ୍ତୁ କି ଆପଣଙ୍କର ପ୍ରେମ ସଫଳ ହେବ ନା ଅସଫଳ ହେବ ।ଆପଣ ଆପଣଙ୍କ ଜନ୍ମ ତାରିଖ ରୁ ଜାଣିପାରିବେ କି ଆପଣଙ୍କ ଦାମ୍ପତ୍ୟ ଜୀବନ କେମିତି କଟିବ । ଆପଣ କେମିତି ରହିବେ । ପ୍ରେମ ବିବାହ କରିବେ କି ନାହିଁ ସବୁ କଥା ଜାଣିପାରିବେ ।
ଯଦି ଆପଣ ୧, ୧୦, ୧୯ ଏବଂ ୨୮ ତାରିଖ ସେମାନେ ଉପରୁ ଶୁଖିଲା ଦେଖା ଗଲେ ମଧ୍ୟ ତାଙ୍କର ହୃଦୟ କୋମଳ ହୋଇଥାଏ । ତାଙ୍କର ପ୍ରେମ ସଂପର୍କ ମଜବୁତ୍ ହୋଇଥାଏ । ଛୋଟ ଛୋଟ କଥାରେ ମନ ମାଳିନ୍ୟ ଦେଖା ଯାଇଥାଏ।
ପ୍ରେମ ବିବାହ କରିଲେ ଭଲରେ ବା ସୁଖରେ ରହିବେ । ଯେଉଁମାନେ ୨,୧୧ ,୨୦,ଏବଂ ୨୯ ତାରିଖରେ ଜନ୍ମ ହୋଇଥିବେ ସେମାନଙ୍କୁ ପ୍ରେମରେ ସଫଳତା ମିଳେ ନାହିଁ । ବୈବାହିକ ଜୀବନ ଭଲରେ ଚାଲିବ । ଆରେଞ୍ଜ ମ୍ୟାରେଜ୍ କରିଲେ ଭଲ ହେବ ।
ଯେଉଁମାନଙ୍କର ଜନ୍ମଦିନ ୩,୧୨,୨୧, ଏବଂ ୩୦ ତାରିଖ ସେମାନେ ଗୁପ୍ତ ଭାବରେ ବହୁତ ପ୍ରେମ କରନ୍ତି । ସେମାନେ ପରିବାର ଲୋକଙ୍କୁ ଭୟ କରନ୍ତି । ପ୍ରେମ ସମ୍ପର୍କ ବିଷୟରେ କାହାକୁ କୁହନ୍ତି ନାହିଁ । ପ୍ରେମ ବିବାହ କରିବାକୁ ଜିଦ୍ ଧରି ବସିଥାଆନ୍ତି ।
Special report
ସେମାନଙ୍କର ବିବାହ ପରେ କଳହ ହୋଇଥାଏ । ଯେଉଁମାନେ ୪, ୧୩, ୨୨, ୩୧ ତାରିଖରେ ଜନ୍ମ ହୋଇଥିବେ ସେମାନଙ୍କ ପ୍ରତି ସମସ୍ତେ ଆକର୍ଷିତ ହୋଇଥାନ୍ତି । ସେମାନଙ୍କର ପ୍ରେମ ସଫଳ ହୁଏ ନାହିଁ । ପ୍ରେମ ବିବାହ କରିଲେ ଦାମ୍ପତ୍ୟ ଜୀବନ ଭଲରେ କଟେ ନାହିଁ ।
ଯେଉଁମାନଙ୍କର ଜନ୍ମଦିନ ୫,୧୦,୨୩, ତାରିଖ ସେମାନେ ଯେଉଁମାନଙ୍କ ପାଖରେ ଧନ ଥାଏ ତାଙ୍କୁ ଭଲ ପାଆନ୍ତି । ଯେଉଁ ମାନଙ୍କର ସୁନ୍ଦରତା ନାହିଁ ତାଙ୍କୁ ସେମାନେ ଭଲ ପାଆନ୍ତି ନାହିଁ । ସେମାନେ ଅତି କମ୍ ପ୍ରେମ ବିବାହ କରନ୍ତି ।
ଯେଉଁମାନେ ୬,୧୫,୨୪ ତାରିଖରେ ଜନ୍ମ ହୋଇଛନ୍ତି ପ୍ରେମ ବିବାହ କରିଲେ ଦାମ୍ପତ୍ୟ ଜୀବନ ଦୁଃଖ ହୋଇଥାଏ । ଯେଉଁମାନେ ୭,୧୬,୨୫ ତାରିଖରେ ଜନ୍ମ ହୋଇଥିବେ ସେମାନେ ପ୍ରେମ ବିବାଦ ଦେଖାଯାଏ ।
ସେମାନେ ଜାତି ଭିତ୍ତିକ ପ୍ରେମ କରିଥାନ୍ତି । ଯେଉଁମାନେ ୮,୧୭,୨୬ ତାରିଖରେ ଜନ୍ମ ହୋଇଥିବେ ସେମାନେ ବହୁ ପ୍ରେମ କରିଥାନ୍ତି ଆଉ ଧୋକା ପାଇଥାନ୍ତି । ଯେଉଁମାନେ ୯,୧୮ ,୨୭ ତାରିଖରେ ଜନ୍ମ ହୋଇଥିବେ ସେମାନେ ଜିଦରେ ପ୍ରେମ ବିବାହ କରନ୍ତି ।
ପାରିବାରିକ ଅଶାନ୍ତି ଦେଖାଯାଏ ଆଉ ଦାମ୍ପତ୍ୟ ଜୀବନରେ ମନ ମାଳିନ୍ୟ ଦେଖାଯାଏ । ଯେଉଁମାନଙ୍କ ପ୍ରେମରେ ଅଶାନ୍ତି ଦେଖାଯାଏ ସେମାନେ ରାଧାକୃଷ୍ଣଙ୍କ ବିଗ୍ରହ ପୂଜା କରିବା ଉଚିତ୍ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button