ଦେଶ- ବିଦେଶ
ଭଲ ମଣିଷ ସବୁବେଳେ କାହିଁକି ଦୁଃଖୀ ଜାଣନ୍ତୁ ଏହାର ମୁଖ୍ୟ କାରଣ କଣ ଭଗବାନ ନିଜେ କହିଛନ୍ତି

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ବନ୍ଧୁଗଣ ଜଣେ ସାଧୁ ଅତ୍ୟନ୍ତ ଉଚ୍ଚକୋଟୀର ଥିଲେ। ସେହି ସାଧୁ ଜଣକ ଆଗତ ଭବିଷ୍ୟତ ବିଷୟରେ ଜାଣିପାରୁଥିଲେ।
ସେହି ସାଧୁଙ୍କ ପାଖରେ ଦୁଇଜଣ ଶିଷ୍ୟ ରହୁଥିଲେ। ଜଣେ ଶିଷ୍ୟ ଅତ୍ୟନ୍ତ ଖରାପ ପ୍ରକୃତିର ଥିଲା ଯିଏ କି ଚୋରୀ କରୁଥିଲା ଆଉ ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଥିଲା। ଏବଂ ବେଶ୍ୟା ପାଖକୁ ମଧ୍ୟ ଯାଉଥିଲା। ଆଉ ଜଣେ ଶିଷ୍ୟ ଅତ୍ୟନ୍ତ ସୁନ୍ଦର ଥିଲା ଗୁରୁଙ୍କର କଥା ମାନି ଚଳୁଥିଲା।

ଧନୁ ଶିଷ୍ୟଙ୍କୁ ସବୁବେଳେ ଗୁରୁଙ୍କ ପାଖରେ ଖରାପ ଶିଷ୍ୟର କଥା କହୁଥିଲା। କିଛିଦିନ ଯିବା ପରେ ଦୁଇଜଣ ଶିଷ୍ୟ ରାସ୍ତାରେ ଯାଉଥିଲେ। ରାସ୍ତାରେ ଯିବା ବେଳେ ଖରାପ ଶିଷ୍ୟ ଭାଗ୍ୟରେ ଏକ ସୁନାର ଥଳିଟେ ମିଳିଲା।
ଆଉ ଭଲ ଶିଷ୍ୟର ପାଦରେ ଏକ ଲୁହାର କଣ୍ଟାଟେ ବାଜି ପାଦ ରକ୍ତାକ୍ତ ହେଇଗଲା। ଭଲ ଶିଷ୍ୟଟି ଆସି ଗୁରୁଙ୍କ ଆଗରେ ସବୁକଥା କହିଲା। ଗୁରୁଙ୍କ ଯାଇ ଭଲ ଶିଷ୍ୟଟି କହିଲା – ଯିଏ ସବୁବେଳେ ଖରାପ କାମ କରୁଛି ଖରାପ କାମରେ ଲିପ୍ତ ରହୁଛି

ତା ଭାଗ୍ୟରେ ଭଗବାନ ସବୁବେଳେ ଭଲ କାହିଁକି କରି ଚାଲିଛନ୍ତି। ଏବଂ ମୁଁ ସବୁବେଳେ ସତ୍ ରାସ୍ତାରେ ଚାଲୁଛି, ସତକର୍ମ କରୁଛି, ଆପଣଙ୍କ ଆଜ୍ଞା ପାଳନ କରିଚାଲିଛି କିନ୍ତୁ ମୋ ଭାଗ୍ୟରେ ଏତେ କଷ୍ଟ ଭଗବାନ କାହିଁକି ଦେଉଛନ୍ତି।
ତାପରେ ଗୁରୁଦେବ ଶିଷ୍ୟ ଠାରୁ ସବୁକଥା ଶୁଣିବା ପରେ କହିଲେ – ଭଗବାନ ଏଇ ଜନ୍ମରେ ଖରାପ ଶିଷ୍ୟ ଭାଗ୍ୟରେ ରାଜା ହେବାର ଲେଖିଥିଲେ। କିନ୍ତୁ ତା’ର ଖରାପ କର୍ମ ପାଇଁ ତାର ପାପ ଏତେ ବଢିଗଲା ଯେ ଯାହାକି ଭଗବାନ ତାକୁ ଏଇ ସୁନାମୁଦ୍ରା ଥଳିଟି ଦେଇ ଆକୃଷ୍ଟ କରିଦେଲେ।
ଆଉ ତମ ଭାଗ୍ୟରେ ଭଗବାନ ମୁକ୍ତିଦଣ୍ଡ ଦେଖେଇଥିଲେ କିନ୍ତୁ ତୁମର ସତ୍କର୍ମ ସତ୍ମାର୍ଗ ପାଇଁ ଭଗବାନ ତୁମର ମୁକ୍ତିଦଣ୍ଡକୁ ମାତ୍ର ଏଇ ଲୁହାକଣ୍ଟାରେ ସମିତ ରଖିଦେଲେ।




